ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା
ଭୁବନେଶ୍ୱର, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଙ୍ଗଳବାର ଅଦଳବଦଳ କରାଯାଇଥିବା ବେଳେ ନୂତନ ଭାବେ ଶପଥଗ୍ରହଣ କରିଥିବା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯିବା ସହ କେତେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ କରାଯାଇଛି ।
କ୍ୟାବିନେଟ୍
୧-ନବୀନ ପଟ୍ଟନାୟକ—-ମୁଖ୍ୟମନ୍ତ୍ରୀ, ଗୃହ, ଜଳସଂପଦ, ସାଧାରଣ ପ୍ରଶାସନ
୨-ପ୍ରଦୀପ ମହାରଥି—-କୃଷି
୩-ମହେଶ୍ୱର ମହାନ୍ତି—- ପଞ୍ଚାୟତିରାଜ
୪-ଉଷା ଦେବୀ —-ହସ୍ତତନ୍ତ ଓ ବୟନଶିଳ୍ପ, ବିଜ୍ଞାନ ଓ କାରିଗରି
୫-ଲାଲବିହାରି ହିମିରିକା—-ଅନୁସୂଚିତ ଜାତି ଓ ଜନଜାତି
୬-ନିରଞ୍ଜନ ପୂଜାରୀ —-ଖାଦ୍ୟ , ଯୋଗାଣ ଓ ଖାଉଟି କଲ୍ୟାଣ
୭-ଅଞ୍ଜଳି ବେହେରା—-ମହିଳା ଓ ଶିଶୁ ବିକାଶ
୮-ପ୍ରଫୁଲ୍ଲ ଘଡ଼ାଇ—-ଅର୍ଥ, ସାଧାରଣ ଉ୍ୟାଦେଗ
୯-ଅନଙ୍ଗଉୟ ସିଂଦେଓ—-ଅବକାରୀ, ଯୋଜନା ସମନ୍ୱୟ
୧୦-ସୂର୍ଯ୍ୟନାରାୟଣ ପାତ୍ର—-ରାଜସ୍ୱ, ସୂଚନା ଓ ଲୋକସଂପର୍କ
୧୧-ଦେବୀପ୍ରସାଦ ମିଶ୍ର—-ଜଙ୍ଗଲ ଓ ପରିବେଶ
୧୨-ପ୍ରଫୁଲ୍ଲ ସାମଲ—- ପର୍ଯ୍ୟଟନ, ସଂସ୍କୃତି, ସମବାୟ
୧୩-ରଘୁନାଥ ମହାନ୍ତି—-ଶିଳ୍ପ, ଇସ୍ପାତ,ଖଣି ଓ ସଂସୀୟ ବ୍ୟାପାର
୧୪-ବିକ୍ରମ ଆରୁଖ—-ଗ୍ରାମ୍ୟ ଉନ୍ନୟନ ଓ ଆଇନ
୧୫-ପ୍ରସନ୍ନ ଆଚାର୍ଯ୍ୟ—-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପେନ୍ସନ୍
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ ।ୟିତ୍ୱ)
୧-ବ୍ରିନାରାୟଣ ପାତ୍ର—-ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା
୨-ସାରା ପ୍ରସା ନାୟକ—-ଗୃହ ନିର୍ମାଣ, ନଗର ଉନ୍ନୟନ
୩-ରମେଶ ମାଝୀ—-ସୂଚନା ପ୍ରଯୁକ୍ତି, ମତ୍ସ୍ୟ ଓ ପଶୁ ସଂପ
ଅନୁସୂଚିତ ଜାତି, ଜନଜାତି(ରାଷ୍ଟ୍ରମନ୍ତ୍ରୀ)
୪-ସଂଜୀବ ସାହୁ—-ବାଣିଜ୍ୟ ଓ ପରିବହନ
୫-ଅତନୁ ସବ୍ୟସାଚୀ ନାୟକ—-ଶକ୍ତି
୬-ପ୍ରତାପ ଜେନା—-ସ୍କୁଲ ଓ ଗଣଶିକ୍ଷା
୭-ପୁଷ୍ପେନ୍ଦ୍ର ସିଂଦେଓ—-ଶ୍ରମ ଓ ନିୟୋଜନ,ଜଳସଂପଦ ବିଭାଗ(ରାଷ୍ଟ୍ରମନ୍ତ୍ରୀ)
ଓଡିଶା ଡଟ୍ କମ୍
Leave a Reply