Site icon Odisha.com

ପ୍ମଦିନୀ ଦେଓ ପଶ୍ଚିମ ଓଡ଼ିଶା ବିକାଶ ପରିଷ ଅଧ୍ୟକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ପ୍ମଦିନୀ ଶେଖର ଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷର ନୂତନ ଅଧ୍ୟକ୍ଷା ଭାବେ ସୋମବାର ନିଯୁକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଦେଓ ପୂର୍ବରୁ ମହିଳା ଓ ଶିଶୁ ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version