ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ଉପରେ ଡ଼ା.ସୁରେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରାଲିଖିତ ପୁସ୍ତକ ଆଟାକ୍ସ ଆଣ୍ଡ ରବରିଜ୍ ନୂଆଦିଲ୍ଲୀ ଠାରେ ଉନ୍ମୋଚିତ ହୋଇଛି ।
ସୋମବାର ହଉଜ୍ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉନ୍ମୋଚିତ ଏହି ପୁସ୍ତକର ଇଂରାଜୀ ଅନୁବାଦ କରିଛନ୍ତି ଶାନ୍ତନୁ ମିଶ୍ର । ପ୍ରଶାନ୍ତ କୁମାର ମହାକୁଡ଼ ଏହି ପୁସ୍ତକର ସମ୍ମୁଖ ପୃଷ୍ଠା ଡ଼ିଜାଇନ କରିଥିବା ବେଳେ ଇମେଲ ଦ୍ୱାରାଅର୍ଡ଼ର ଦେଇ ଏହା ମିଳିପାରିବ ।
ଉନ୍ମୋଚନ ସମୟରେ ପୁସ୍ତକର ଲେଖକ ଶାନ୍ତନୁ ମିଶ୍ର ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍