ଓଡ଼ିଶା ଲୋକମାନେ ଏହାକୁ ପଢିବା ଉଚିତ୍ December 19, 2011 by ଓଡିଶା ଡଟ କମ ନିଃ ସନ୍ଦେହରେ ଓଡ଼ିଆ ଲୋକଙ୍କ ପାଇଁ ଏହା ଗୋଟିଏ ବହୁତ ଭଲ ୱେବସାଇଟ୍ । ଯେତିକି ଅଧିକ ସମ୍ଭବ ଓଡ଼ିଶାର ଲୋକମାନେ ଏହାକୁ ପଢିବା ଉଚିତ୍ । ଏଭଳି ୱେବସାଇଟ୍ କରିଥିବାରୁ ଧନ୍ୟବାଦ । ଏହାର ଅଧିକତର ଉନ୍ନତି ପାଇଁ ଆପଣଙ୍କ ଚେଷ୍ଟା ଜାରି ରଖନ୍ତୁ । ବସନ୍ତ କୁମାର ସାହୁ ତେଜପୁର ୟୁନିଭରସିଟି ଓଡିଶା ଡଟ କମ