କୁଜଙ୍ଗ ବାଣ ବିସ୍ଫୋରଣ: ମୁଖ୍ୟ ଅଭିଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଜାନୁୟାରୀ ୮(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁବାସ ରାଉତର ଜାମିନ ଆବେନ ରବିବାର ଖାରଜ ହୋଇଯାଇଛି ।
କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରଟ୍ ତା’ର ଜାମିନ ଆବେନ ଖାରଜ କରିବୋ ସହ ତାକୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ େଇଛନ୍ତି ।
ଗତ ଗୁରୁବାର ଜଗତସିଂହପୁର ପୋଲିସର ଏକ ଳ ସୁବାସକୁ ପୁଡ଼ୁଚେରୀରୁ ଗିରଫ କରି ସ୍ଥାନୀୟ ଆଲତରେ ହାଜର କରିଥିଲା । ପରେ ପୋଲିସ ତାକୁ ରିମାଣ୍ଡରେ ଆଣି ଆଜି ଜଗତସିଂହପୁରରେ ପହଂଚିଥିଲା ।
ଗତ ନଭେମ୍ବର ୧୬ରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ପାରାୀପରେ ଆୟୋଜିତ ସମାବେଶରେ ଯୋଗ ବୋକୁ ଲୋକମାନେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣରେ ଆଠଜଣ ଗୁରୁତର ଆହତ ହୋଥିଲେ ଏବଂ ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ମୃତ୍ୟୁ ହୋଇସାରିଛି । ବର୍ତମାନ ଅନ୍ୟ ଚାରି ଜଣ ଚିକିତ୍ସାଧିନ ଅଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
ଯୁକ୍ତର ଜାମିନ ନାମଂଜୁର
Leave a Reply