ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଦେବଗଡ଼, ମାର୍ଚ୍ଚ ୨(ଓଡ଼ିଶା ଡ଼ଟ୍ କମ୍) ଦେବଗଡ଼ ଜିଲ୍ଲାରେ ଶୁକ୍ରବାର ଏକ ମାଓ ଦମ୍ପତି ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।
ମାଓବାଦୀ ଦ୍ଵୟ ହେଲେ ଆରତୀ କୁମରା ଏବଂ ଅମର ମିର୍ଦ୍ଧା । ନିକଟରେ ରାଜ୍ୟ ସରକାର କରିଥିବା ନୂଆ ଥଇଥାନ ନୀତି ପ୍ରତି ଆକୃଷ୍ଟ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍