ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ଜର୍ମାନୀର ସୁହଲ ଠାରେ ଅନୁଷ୍ଠିତ ଜୁନିୟର ଆନ୍ତର୍ଜାତିକ ଶୁଟିଂ ଚାମ୍ପିୟନସିପ୍ରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପକ ହାସଲ କରିଛନ୍ତି ।
ସେ ଶ ମିଟର ଏୟାର ରାଇଫଲ ଇଭେଂଟରେ ବ୍ୟକ୍ତିଗତ ବିଭାଗରେ ସ୍ୱର୍ଣ୍ଣ ଓ ଳଗତ ଭାବରେ ରୌପ୍ୟ ପକ ପାଇଛନ୍ତି । ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟରେ ୪୦୦ରୁ ୩୯୮ ଓ ଫାଇନାଲରେ ୫୦୦.୯ ପଏଂଟ ସ୍କୋର କରି ଅନ୍ୟ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ େଇଛନ୍ତି ।
ଗତ ସପ୍ତାହରେ ଚେକ୍ ରିପବ୍ଲିକ ସ୍ଥିତ ପ୍ଲୋଜେନ୍ ଠାରେ ଅନୁଷ୍ଠିତ ୨୨ତମ ମିଟିଂ ଅଫ୍ ଶୁଟିଂ ଇଭେଂଟରେ ସେ ୪୦୦ରୁ ୩୯୮ ପଏଂଟ ସ୍କୋର କରି ବ୍ରୋଂଚ ପକ ହାସଲ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍