ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ କ୍ଷେତ୍ରରେ କ୍ଷତା ବୃଦ୍ଧି ପାଇଁ ଯୁବକ ଯୁବତୀଙ୍କୁ ତାଲିମ୍ ବୋ ନିମନ୍ତେ ସରକାର ବୁଧବାର ୯ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।
ଚଳିତବର୍ଷ ୧.୭ ଲକ୍ଷ ଯୁବକ ଯୁବତୀ ତାଲିମ୍ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେମାନଙ୍କ ପାଇଁ ଏହା ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
୍ୱାଶ ପଂଚବାର୍ଷିକ ଯୋଜନା କାଳରେ ଓଡ଼ିଶା ୧୦ଲକ୍ଷ କୁଶଳୀ ଯୁବକ ସୃଷ୍ଟି କରିବେ ବୋଲି ଏହି
ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମାଓ କାର୍ଯ୍ୟକଳାପରୁ ଯୁବପିଢ଼ିଙ୍କୁ ନିରୁତ୍ସାହିତ କରିବା ପାଇଁ ଆଦିବାସୀ ଅଧୁ୍ୟଷିତ ଜିଲ୍ଲାରେ ଏହି ତାଲିମକୁଅଗ୍ରାଧିକାର ିଆଯିବ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍