ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ଜେଲ ବିଭାଗରେ ୪୮୬ଟି ନୂଆ ୱାର୍ଡର ପବୀ ସୃଷ୍ଟି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋନ କରିଛନ୍ତି ।
ଏିଗରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱାରାନ୍ନିତ କରିବା ପାଇଁ ସେ ନିଦେ୍ର୍ଦଶ େଇଥିବା ବେଳେ ଏହା ଜେଲ୍ ପ୍ରଶାସନକୁ ଅଧିକ କ୍ଷ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍