Site icon Odisha.com

ସରକାରୀ ଜମି ଜାଲିଆତି ମାମଲାରେ ତିନି ଜଣ ନିଲମ୍ବିତ

ଓଡ଼ିଶ ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲରେ କେତୋଟି ମୁ୍ୟଟେସନ୍ କେସ୍ ଏବଂ ସରକାରୀ ଜମି ଜାଲିଆତି ଅଭିଯୋଗରେ କେନ୍ଦ୍ରାଂଚଳ ଆର୍ଡ଼ିସି ଅରବିନ୍ଦ ପାଢ଼ୀ ତହସିଲ କାର୍ଯ୍ୟାଳୟର ତିନି ଜଣଙ୍କୁ ନିଲମ୍ବିତ କରିବା ସହ ଜରଙ୍କୁ ଅନ୍ୟତ୍ର ବଳି କରିଛନ୍ତି ।

ଏମାନେ ହେଲେ ଆରଆଇ ପ୍ରତାପ ଚନ୍ଦ୍ର ସ୍ୱାଇଁ ଓ ସୁାମ ଗୁରୁ ଏବଂ ତହସିଲ୍ କାର୍ଯ୍ୟାଳୟ ମୁଖ୍ୟ କିରାଣି ତୁଷାର ସାହୁଙ୍କୁ ନିଲମ୍ବନ କରିବା ସହ ତହସିଲ କାର୍ଯ୍ୟାଳୟର ଚପରାଶି ଗଙ୍ଗାଧର ନାୟକଙ୍କୁ ବଳି କରିଛନ୍ତି ।

ଏଥିସହ ତକ୍ରାଳିନ ତହସିଲାର ବାସୁବେ ପ୍ରଧାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆରଡ଼ିସି ନିଦେ୍ର୍ଦଶ େଇଛନ୍ତି ।

ଉକ୍ତ ଜାଲିଆତି ସଂପର୍କରେ ଆରଡ଼ିସି ଅଭିଯୋଗ ପାଇବା ପରେ ତାଙ୍କ ସଚିବ ତନ୍ତ କରି ରିପୋର୍ଟ େଇଥିଲେ । ଏହି ରିପୋର୍ଟ ପାଇବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଡ. ପାଢ଼ୀ ଗତ ୨୬ ତାରିଖରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଜଣାଇେଇଛନ୍ତି ।

ଏହାବ୍ୟତୀତ ବିଜୟଚନ୍ଦ୍ରପୁର ରାଜସ୍ୱ ଗ୍ରାମର ଅନ୍ୟାନ୍ୟ ମୁ୍ୟଟେସନ୍ କେଶ୍ ଜାଲିଆତିର ପର୍ଦ୍ଦାଫାସ କରିବା ପାଇଁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପୁନଶ୍ଚ ତନ୍ତ କରିବାକୁ ସେ ନିଦେ୍ର୍ଦଶ େଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version