ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଜୁନ୍ ୩୦(ଓଡ଼ିଶା ଡ଼ଟ୍ କମ୍) ପିପିଲି ପୀଡ଼ୀତାଙ୍କ ବିଳମ୍ବରେ ଶବ ବ୍ୟବଚ୍ଛେ ନେଇ ଘଟଣାର ତନ୍ତ କରୁଥିବା ଜଷ୍ଟିସ ପି.କେ. ମହାନ୍ତି କମିଶନ ଶନିବାର ସରକାରଙ୍କୁ ଜବାବ ଦାଖଲ କରିବାକୁ ନିଦେ୍ର୍ଦଶ େଇଛନ୍ତି ।
କାହିଁକିଦୁଇିନ ବିଳମ୍ବରେ ପୀଡ଼ୀତାଙ୍କ ଶବ ସକ୍ରାର କରାଗଲା ଏବଂ ଏଥିରେ କମିଶନରେଟ ପୋଲିସର କ’ଣ ଭୂମିକା ଥିଲା ଓ ଅର୍ଜୁନଗୋା ଗ୍ରାମକୁ ତାଙ୍କ ଶବ କାହିଁକି ନିଆଯାଇଥିଲା, ସେ ସଂର୍କରେ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ କମିଶନ ନିକଟରେ ପିଟିସନ୍ ଦାଖଲ କରାଯାଇଥିଲା ।
କମିଶନ ଏହି ଅଭିଯୋଗର ଶୁଣାଣି କରି ତିନି ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ଜବାବ ।ଖଲ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଦଶ ବୋ ସହ ପୀଡ଼ୀତା ଚିକିସôା ହେଉଥିବା ଏସ୍ସିବି କର୍ତୃପକ୍ଷଙ୍କୁ ଶବ ବ୍ୟବଚ୍ଛେ ରିପୋର୍ଟ ଏବଂ ଚିକିତ୍ସା ସଂକ୍ରାନ୍ତୀୟ ସମସ୍ତ ରେକର୍ଡ଼ ।ଖଲ କରିବାକୁ ନିଦେ୍ର୍ଦଶ େଇଛନ୍ତି ।
ଏହାବ୍ୟତୀତ ତତ୍କାଳୀନ ପୁରୀ ଏସ୍ପି ଏବଂ ପିପିଲି ଏସ୍ଡ଼ିପିଓଙ୍କୁ କମିଶନ୍ ଘଟଣା ସଂପର୍କରେ ସତ୍ୟପାଠ ।ଖଲ କରିବା ପାଇଁ ତିନି ସପ୍ତାହ ସମୟ େଇଛନ୍ତି ।
କଟକ ବଡ଼ ମେଡ଼ିକାଲରେ ପିପିଲି ପୀଡ଼ିତା ଛଅ ମାସ ଚିକିତ୍ସିତ ହେବା ପରେ ଗତ ୨୧ରେ ପ୍ରାଣ ହରାଇଥିଲେ । ଶବ ବ୍ୟବଚ୍ଛେ ହୋଇ ସେିନ ସନ୍ଧ୍ୟାରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ୨୩ ତାରିଖରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍