ଓଡିଶା ନ୍ୟୁଜ/ Odisha News
ଓଡିଶା ଖବରପ୍ରବାସୀ ଓଡିଆମୁଖ୍ୟ ଖବର

ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଜୁଲାଇ ୧୧ ରେ

କଟକ, ଜୁଲାଇ 9  (ଓଡିଶା ଡଟ କମ) ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଆସନ୍ତା ଜୁଲାଇ ୧୧ ରେ ପ୍ରକାଶ ପାଇବା।

examination
ଏକ ସ୍କୁଲ ରେ ଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି ।

ପରିଷଦର ସଚିବ ଅଶୋକ କୁମାର ଦାସ ବୁଧବାର ଏହି ସୂଚନା ଦେଇଛନ୍ତି।

ଉକ୍ତ ତାରିଖ ଦିନ ପରୀକ୍ଷା ଫଳ ପୂର୍ବାହ୍ନ ଏଗାରଟାରେ ଘୋଷଣା ହେଉଥିବା ବେଳେ ୱେବସାଇଟ ରେ ଏହା ଏଗାରଟା ତିରିଶ ରେ ଉପଲବ୍ଧ ହେବ ।

ଓଡିଶା ଡଟ କମ

Leave a Reply

This site uses Akismet to reduce spam. Learn how your comment data is processed.