କମ୍ପାନୀଙ୍କ ଉପରେ ବାକିପଡିଛି ୩ ହଜାର କୋଟି ଟଙ୍କାରୁ ଅଧିକ ଜଳ ଟିକସ

ଭୁବନେଶ୍ଵର,  ଜୁନ ୧ (ଓଡିଶା ଡଟ କମ)   ରାଜ୍ୟରେ କେତେକ ବ୍ବ୍ୟବସାୟିକ ସଂସ୍ଥା ନିଜର କଳ କାରଖାନା ପାଇଁ ନଦୀ ଜଳ ବ୍ୟବହାର କରି ନିୟମିତ ଜଳ ଟିକସ ଦେଉନଥିବା ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ରୁ ଜଣ ପଡିଛି । ଯାହା ଫଳରେ ରାଜ୍ୟର ବ୍ୟାପକ ରାଜସ୍ୱ ହାନୀ ହେଉଛି…

ମହାନଦୀ ଜଳ ବିବାଦ ଆୟୋଗଙ୍କ ନୋଟିସ ଜାରି

  ମହାନଦୀ ଜଳବିବାଦ ଆୟୋଗ ଆଜି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ,୧୯୫୯ର ଧାରା ୪ ଅନୁସାରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।ଏହି ନୋଟିସରେ ସଂପୃକ୍ତ ରାଜ୍ୟ ସରକାରମାନେ ମହାନଦୀ ଜଳବିବାଦ ଘେନି ନ୍ୟାୟିକ ନିର୍ଣ୍ଣୟ ସକାଶେ ଅଗଷ୍ଟ ୦୮, ୨୦୧୮ ସୁଦ୍ଧା ନିଜ…

ଆମ ଗାଁରେ ଆମେ ସରକାର

ସୁନ୍ଦରଗଡ ଜିଲ୍ଲାର ଛୋଟିଆ ଜଙ୍ଗଲ ଗ୍ରାମ ବାଞୀକଚ୍ଚାରରୁ ଏକ ବଡ ସାମ୍ବୀଧାନିକ ବିବାଦ ମୁଣ୍ଡଟେକିଛି । ପ୍ରାୟ ୩୨ ଘର ବିଶିଷ୍ଟ ଏହି ଗାଁର ଲୋକେ ଗତ କିଛି ଦିନ ହେବ ନିଜ ପାରମ୍ପାରିକ ସୀମା ଭିତରେ ଥିବା ଜମି ଓ ଜଙ୍ଗଲକୁ ସୁରକ୍ଷିତ ରିଖିବାକୁ ସଂଘର୍ଷ କରୁଛନ୍ତି । ମେ ୧୬ରେ ଏହା ଭିନ୍ନ…

‘ବଞ୍ଚିବା ପାଇଁ ଦୁର୍ନୀତିଗ୍ରସ୍ତ ବିରୋଧୀ ଏକାଠି’

କଟକ: କଟକ ଜନକଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଏନଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ମୋଦି । ଫୋକସ୍‌ରେ ମହାନଦୀ : କିଲ୍ଲା ପଡିଆରୁ ନବୀନ ପଟ୍ଟନାୟକଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ମହନଦୀ ନେଇ ଓଡ଼ିଶାର ନବୀନ ପଟ୍ଟନାୟକ…

‘ମନ୍ କି ବାତ୍’ରେ କଟକର ଚା’ ବିକାଳିଙ୍କୁ ପ୍ରଶଂସା

ସିଲଭର ସିଟି କଟକର ଚା ଦେକାନୀ ଡି. ପ୍ରକାଶ ରାଓଙ୍କୁ ‘ମନ କି ବାତ୍’ରେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ପଚାଶ ବର୍ଷ ହେଲାଣି ଡି. ପ୍ରକାଶ ରାଓ ଚା ବିକି ଚଳୁଛନ୍ତି । କିନ୍ତୁ, ନିଜ ଆୟର ପଚାଶ ପ୍ରତିଶତ ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ…

ଉପସାଗରୀୟ ଦେଶ ସମୂହ (ଜିସିସି) କୁ ଓଡିଶାର କୃଷିଜାତ ପଦାର୍ଥ ସହ ଯୋଡିବା ପାଇଁ ଆହ୍ୱାନ

ଦୁବାଇ , ଭୁବନେଶ୍ୱର, ୧୪ ମଇ (ଓଡିଶା ଡଟ କମ) – ୟୁଏଇ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସାଗରୀୟ ଦେଶ ସମୂହ (ଜିସିସି) କୁ ଓଡିଶାର କୃଷିଜାତ ପଦାର୍ଥ ସହ ଯୋଡିବା ପାଇଁ ଏହି ରାଷ୍ଟ୍ର ସମୂହରେ କାମ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ, କୋଲ୍ଡ ଚେନ ପ୍ରଦାନକାରୀ ଖାଦ୍ୟ ବିତରଣ କମ୍ପାନୀ…

ଜଙ୍ଗଲ ଅଧିକାରର ଯୁଗ ଶେଷ !

ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ ଏବେ ବି ନ୍ୟାୟାଳୟର ବିଚାରାଧିନ ଅଛି । ଆଇନ କାର୍ଯକାରୀ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକେଇବ, ବାଘ ସମେତ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଜୀବନ…

କ୍ଷେତକେ ମୁଡାଟେ – ଘରକେ ବୁଢାଟେ

‘କ୍ଷେତକେ ମୁଡା (ଛୋଟ ପୋଖରୀ)ଟେ ଆରୁ ଘରକେ ବୁଢାଟେ’ ପଶ୍ଚିମ ଓଡିଶାର ଏକ ଲୋକ ଉକ୍ତି । ବିଭିନ୍ନ କଥା ପ୍ରସଙ୍ଗରେ ଲୋକେ ଏହାକୁ କହିଥାନ୍ତି । କହିବାର ତାତ୍ପର୍ଯ୍ୟ, ପାଚିବାକୁ ଥିବା ଫସଲ ବର୍ଷା ଅଭାବରୁ ନଷ୍ଟ ହେବାକୁ ବସିଥିବା ବେଳେ ବିଲରେ ମୁଡାଟିଏ ଥିଲେ ଅତି କମରେ ଥରେ ପାଣି ମଡାଯାଇ ଜୀବନ…

ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ ପରିସଂଖ୍ୟନରୁ ଜଣାପଡେ ଯେ, ୨୦୦୭ – ୦୮ ଶିକ୍ଷା ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୪୩ ଲକ୍ଷ ୯୨ ହଜାର ପିଲା ପଢୁଥିବା ବେଳେ ୨୦୧୪ –…

ଲୋକପ୍ରିୟତା ବ୍ୟାକୁଳ ରାଜନୀତି ଓ ମାଗଣା ମାନସିକତା

ରାଜନୀତିରେ ଲୋକପ୍ରିୟ ହେବା ପାଇଁ ପ୍ରୟାସ କରିବାରେ କିଛି ଅସ୍ୱଭାବିକତା ନାହିଁ । ଗଣତନ୍ତ୍ରରେ ଲୋକପ୍ରିୟତାର ଆଧାର ଶାସନ କ୍ଷମତାରେ ରହିବା ନରହିବା କୁ ଧାର୍ଯ୍ୟ କରେ । ଫଳସ୍ୱରୂପ ରାଜନୈତିକ ଦଳ ମାନେ ଲୋକପ୍ରିୟ ହେବା ପାଇଁ କୌଣସି ବି ପଦକ୍ଷେପ ନେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଶାସନରେ ଥିବା ଦଳ ପାଖରେ…

This website uses cookies.