ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ ପରିସଂଖ୍ୟନରୁ ଜଣାପଡେ ଯେ, ୨୦୦୭ – ୦୮ ଶିକ୍ଷା ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୪୩ ଲକ୍ଷ ୯୨ ହଜାର ପିଲା ପଢୁଥିବା ବେଳେ ୨୦୧୪ –…

ଲୋକପ୍ରିୟତା ବ୍ୟାକୁଳ ରାଜନୀତି ଓ ମାଗଣା ମାନସିକତା

ରାଜନୀତିରେ ଲୋକପ୍ରିୟ ହେବା ପାଇଁ ପ୍ରୟାସ କରିବାରେ କିଛି ଅସ୍ୱଭାବିକତା ନାହିଁ । ଗଣତନ୍ତ୍ରରେ ଲୋକପ୍ରିୟତାର ଆଧାର ଶାସନ କ୍ଷମତାରେ ରହିବା ନରହିବା କୁ ଧାର୍ଯ୍ୟ କରେ । ଫଳସ୍ୱରୂପ ରାଜନୈତିକ ଦଳ ମାନେ ଲୋକପ୍ରିୟ ହେବା ପାଇଁ କୌଣସି ବି ପଦକ୍ଷେପ ନେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଶାସନରେ ଥିବା ଦଳ ପାଖରେ…

ନିରୁଦ୍ଦିଷ୍ଟ ଶିଶୁ – ଅନିଶ୍ଚିତ ଭବିଶ୍ୟତ

ଖରା ଛୁଟିରେ ଦିପହର ଖରାରେ ନବୁଲି ଟିକେ ଶୋଇ ପଡିବାକୁ ମାଁ ଆକଟ କଲାବେଳେ ପିଲା ଚୋର ବୁଲୁଥିବା କଥା କହି ଅନେକ ଥର ଡରେଇଛି । ଗାଁ ଭାଗବତ ଟୁଙ୍ଗିରେ ଲୋକେ ପଲ୍ଲୀ ରୁ ଦିଲ୍ଲୀ ବିଷୟରେ ଆଲୋଚନା କଲାବେଳେ କେଉଁ ଦୂର ଗାଁରେ କାହା ଘର ଛୁଆ ଆଜି ଦିପହରେ ଆମ୍ବତୋଟାକୁ ଖେଳିବାକୁ…

ପ୍ରାଥମିକ ଶିକ୍ଷା ଓ ଫେଲ ପ୍ରସଙ୍ଗ

ଶିକ୍ଷା ଅଧିକାର ଆଇନରେ କୌଣିସି ପିଲାକୁ ସେହି ସମାନ ଶ୍ରେଣୀରେ ଅଟକ ରଖାଯିବାକୁ ବାରଣ କରାଯାଇଛି । ଅର୍ଥାତ ପିଲାଟି ଥରେ ନାମ ଲେଖାଇଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶ୍ରେଣୀକୁ ପ୍ରତି ବର୍ଷ ଆପେ ଉନ୍ନୀତ ହୋଇ ଚାଲିବ । ଅନେକଙ୍କ ଧାରଣା ଯେ ଏଥିରେ ଯେହେତୁ ଭଲ ଆଉ ଖରାପ…

ରାଜା ଘରେ କୁଣିଆ

କନାରୁ କର୍ପୁର ଉଡିଯାଇଥିଲେ ବି କନା ସହିତ ଯୋଡି ହୋଇଥିବା ଇତିହାସ ଓ କିମ୍ବଦନ୍ତି ସର୍ବଦା ରହସ୍ୟ ଓ ରୋମାଂଚ ଭରା । ଏଣୁ ଏହା ଲୋକଙ୍କୁ ରୋଚକ ଲାଗିବା ସହ ଅନୁତ୍ସନ୍ଧିସୁ କରେ । ସ୍ୱାଧିନୋତ୍ତର ଭାରତ ବର୍ଷରେ ରାଜୁଡି ଶାସନ କେବେଠୁ ଗଲେବି ସେହି ସମାନ କାରଣରୁ ଏଯାଏଁ ରାଜା ଓ ରାଜ…

ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା

ନିକଟରେ ଗୁରଗାଓଁର ଏକ ବେସରକାରୀ ବିଦ୍ୟାଳୟରେ ଘଟିଯାଇଥିବା ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମର ସକ୍ରିୟତା ପ୍ରଶାସନକୁ କ୍ରିୟାଶିଳ ହେବାକୁ ବାଧ୍ୟ କରିଛି । ଫଳସ୍ୱରୂପ ସିବିଏସଇ, ଦିଲ୍ଲୀ ପୋଲିସ ଓ ଆମ ଗଣ ଶିକ୍ଷା ବିଭାଗ ସମସ୍ତେ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତାକୁ ନେଇ ସାନି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏପରି…

ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା…

ଶିକ୍ଷାର ଘରୋଇକରଣ ଓ ସରକାରୀ ଆଭିମୂଖ୍ୟ

ସରକାରୀ ବିଦ୍ୟାଳୟ ପ୍ରତି ଅବହେଳା ଓ ଘରୋଇଙ୍କୁ ଅନୁଗ୍ରହ ପ୍ରାଥମିକ ଶିକ୍ଷାରେ ଘରୋଇକରଣର ପଥ ପ୍ରସ୍ତୁତ କରୁଛି । ଲଗାତାର ଭାବେ ଗତ ଦୁଇ ବର୍ଷ ହେଲା ଉପସ୍ଥାନ ଅଭାବ ଆଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଉଛି । ଅପର ପକ୍ଷରେ ବିନା ସ୍ୱୀକୃତି ପ୍ରମାଣ ପତ୍ରରେ ରାଜ୍ୟରେ ହଜାର ହଜାର ଘରୋଇ ବିଦ୍ୟାଳୟ…

ଶ୍ରମ ବଜାରରେ ଭିନ୍ନକ୍ଷମ ଅଲୋଡା

ସମସ୍ତଙ୍କ ସହିତ ଓ ସମସ୍ତଙ୍କ ବିକାଶ ବର୍ତ୍ତମାନ ସରକାରଙ୍କ ସ୍ଲୋଗାନ ହୋଇଥିଲେବି ଭିନ୍ନକ୍ଷମମାନେ ଏହି ‘ସମସ୍ତ’ଙ୍କ ଭିତରେ ବୋଧହୁଏ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି । ସମସ୍ତ ପ୍ରକାରର ଭିନ୍ନକ୍ଷମଙ୍କୁ ଗୋଟିଏ ଭାବରେ ଗଣିଲେ ଏମାନେ ଦେଶର ସର୍ବବୃହତ ସଂଖ୍ୟାଲଘୁ ଗୋଷ୍ଠି ହେବେ । ଏହା ସତ୍ତେ୍ୱବି ଭୋଟ ରାଜନୀତିକୁ ଏମାନେ ପ୍ରଭାବିତ କରିପାରି ନାହାନ୍ତି…

ସ୍ୱାସ୍ଥ୍ୟ ସେବା ନା ଶୋଷଣ

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ…

This website uses cookies.