ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡିସେମ୍ବର ୩୦(ଓଡିଶା ଡଟ୍ କମ୍)-ରବିବାର ଦିନ ୧୧ଟା ସମୟରେ ବାଳକାଟି ବଜାରର ମଝିରେ ଏକ ମର୍ମତୁଦ ଘଟଣା ଘଟିଛି ।
ଭୁବନେଶ୍ୱରରୁ ବାଲିପାଟଣା ଅଭିମୁଖେ ଏକ ୟୁଟି(ନଂ ଓଆରଏକୁ୍ୟ-୯୩୯୦)ରେ ଏକ ଦମ୍ପତି ଯାଉଥିବା ବେଳେ ଗାଡିର ପଛପଟେ ଟ୍ରକ ଧକ୍କା ଦେବାଦ୍ୱାରା ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ପ୍ରାୟ ୨ ଘଣ୍ଟାଧରି ରାସ୍ତାରେ ଶବ ପଡିବାଦ୍ୱାରା ଉତେଜିତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ବିଳମ୍ବରେ ପହଞ୍ଚିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଓଡିଶା ଡଟ୍ କମ୍
Leave a Reply