ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭାର ପୂର୍ବତନ ବାଚସ୍ପତି ପି.ଏ.ସାଙ୍ଗମାଙ୍କ ପ୍ରାର୍ଥୀତ୍ୱକୁ ଳ ସମର୍ଥନ ଜାରି ରଖିଛି ବୋଲି ଶନିବାର ଶାସକ ବିଜୁ ଜନତା ଳ ପକ୍ଷରୁ କୁହାଯାଇଛି ।
“ଆମ ନିଷ୍ପତିରେ କୌଣସି ପରିବର୍ତନ ହୋଇନାହିଁ” ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ପରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଗଣମାଧ୍ୟମକୁ କହିଛନ୍ତି ।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ କଥାବାର୍ତା ହେବା ପରେ ଗତ ମାସରେ ନବୀନ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସାଙ୍ଗମାଙ୍କ ନାମ ପ୍ରସ୍ତାବ େଇଥିଲେ ।
ଓଡ଼ିଶା ଡ଼ଟ୍ କମ୍