Author: admin

ରଥଯାତ୍ରା ଅବସରରେ ହିନ୍ଦୀ ଭାଷାରେ ‘ଶ୍ରୀ ଜଗନ୍ନାଥ କଥା’ ଶୀର୍ଷକ ୱେବ ସିରିଜ

ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ…

ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଏହି ଯାତ୍ରା ଦେଖିବାର ସୁଯୋଗ ପାଇଥା’ନ୍ତି। ତେଣୁ ଚଳିତ ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରେ ରହୁଥିବା…

ରଥଯାତ୍ରା ଅବସରରେ ଭକ୍ତିସଙ୍ଗୀତର ପ୍ରସାର ପାଇଁ ‘ଓଡ଼ିଶାଲାଇଭ୍‍’ ପକ୍ଷରୁ ସୋସିଆଲ ମିଡିଆ ଅଭିଯାନ

ଭୁବନେଶ୍ୱର, ୨୮।୬।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭକ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି…

ଭୁବନେଶ୍ୱର, ୨୮।୬।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭକ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ପୋର୍ଟାଲ ଓଡ଼ିଶାଲାଇଭ୍‍। ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ୨୮ ଦିନର ଅବଧି ମଧ୍ୟରେ ପ୍ରତିଦିନ ଗୋଟିଏ ଗୋଟିଏ ଭକ୍ତି ସଙ୍ଗୀତ ଓଡ଼ିଶାଲାଇଭ୍‍‍ର ଫେସବୁକ ପେଜରେ ପୋଷ୍ଟ କରାଯାଉଛି। ତା’…

‘ବଞ୍ଚିବା ପାଇଁ ଦୁର୍ନୀତିଗ୍ରସ୍ତ ବିରୋଧୀ ଏକାଠି’

କଟକ: କଟକ ଜନକଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଏନଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ…

କଟକ: କଟକ ଜନକଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଏନଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ମୋଦି । ଫୋକସ୍‌ରେ ମହାନଦୀ : କିଲ୍ଲା ପଡିଆରୁ ନବୀନ ପଟ୍ଟନାୟକଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ମହନଦୀ ନେଇ ଓଡ଼ିଶାର ନବୀନ ପଟ୍ଟନାୟକ…

‘ମନ୍ କି ବାତ୍’ରେ କଟକର ଚା’ ବିକାଳିଙ୍କୁ ପ୍ରଶଂସା

ସିଲଭର ସିଟି କଟକର ଚା ଦେକାନୀ ଡି. ପ୍ରକାଶ ରାଓଙ୍କୁ ‘ମନ କି ବାତ୍’ରେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ…

ସିଲଭର ସିଟି କଟକର ଚା ଦେକାନୀ ଡି. ପ୍ରକାଶ ରାଓଙ୍କୁ ‘ମନ କି ବାତ୍’ରେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ପଚାଶ ବର୍ଷ ହେଲାଣି ଡି. ପ୍ରକାଶ ରାଓ ଚା ବିକି ଚଳୁଛନ୍ତି । କିନ୍ତୁ, ନିଜ ଆୟର ପଚାଶ ପ୍ରତିଶତ ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ…

କମ୍ ବର୍ଷା ହୋଇଥିବା ଜିଲ୍ଲାରେ ଫସଲ ବଞ୍ଚାଇବା ପାଇଁ ପଦକ୍ଷେପ

ଜମି ଗୁଡିକୁ ଜଳଯୋଗାଣ କରିବା ପାଇଁ ଉଠା ଜଳ ସେଚନ ପଏଣ୍ଟ ଗୁଡିକରେ ବିଦ୍ୟୁତୀକରଣ, ଅଚଳ ଉଠା ଜଳ ସେଚନ…

ଜମି ଗୁଡିକୁ ଜଳଯୋଗାଣ କରିବା ପାଇଁ ଉଠା ଜଳ ସେଚନ ପଏଣ୍ଟ ଗୁଡିକରେ ବିଦ୍ୟୁତୀକରଣ, ଅଚଳ ଉଠା ଜଳ ସେଚନ ପଏଣ୍ଟ ଗୁଡିକର ପୁନରୁଦ୍ଧାର ଓ ମରାମତି ସହିତ ଜଳନିଧି ଓ ଅନ୍ୟ ଯୋଜନା ମାନଙ୍କରେ ଜଳ ସେଚନ କ୍ଷମତା ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

‘ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତେ କାର୍ଯ୍ୟକରିବା ଉଚିତ’

ମାତୃଭାଷାର ସମୃଦ୍ଧି ପାଇଁ ସବୁ ସ୍ତରରେ ଉଦ୍ୟମର ଅଭାବ ରହିଛି । ଏପରିକି ଶାସନରେ ଥିବା ଲୋକମାନେ ଓଡ଼ିଆ ଭାଷା…

ମାତୃଭାଷାର ସମୃଦ୍ଧି ପାଇଁ ସବୁ ସ୍ତରରେ ଉଦ୍ୟମର ଅଭାବ ରହିଛି । ଏପରିକି ଶାସନରେ ଥିବା ଲୋକମାନେ ଓଡ଼ିଆ ଭାଷା ଜାଣନ୍ତି ନାହିଁ । ଓଡ଼ିଆ ଭାଷାର ଶ୍ରେଷ୍ଠ କୃତୀଗୁଡ଼ିକ ଅନୁବାଦ ହେବାରେ ଅବହେଳା କରାଯାଉଛି । ତେଣୁ ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ରହିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଜୁଆରରେ ଭାସି ହଜାର ହଜାର କଇଁଛ ଅଣ୍ଡା ନଷ୍ଟ

ଅଲିଭ ରିଡ଼ଲେ କଇଁଛ ଗହୀରମଥାରେ ମାର୍ଚ୍ଚର ଦ୍ଵିତୀୟ ସପ୍ତାହସୁଦ୍ଧା ପ୍ରାୟ ୩ ଲକ୍ଷ ଅଣ୍ଡା ଦେଇଥିବା ବେଳେ ଋଷିକୁଲ୍ୟା ବେଳାଭୂମୀରେ…

ଅଲିଭ ରିଡ଼ଲେ କଇଁଛ ଗହୀରମଥାରେ ମାର୍ଚ୍ଚର ଦ୍ଵିତୀୟ ସପ୍ତାହସୁଦ୍ଧା ପ୍ରାୟ ୩ ଲକ୍ଷ ଅଣ୍ଡା ଦେଇଥିବା ବେଳେ ଋଷିକୁଲ୍ୟା ବେଳାଭୂମୀରେ ୩.୯ଲକ୍ଷ ଅଣ୍ଡା ଦେଇଛନ୍ତି। ୪୦ରୁ ୫୦ ଦିନ ଭିତରେ ସେଥିରୁ ଫୁଟି ଛୁଆ ବାହାରିଥାନ୍ତେ । ଗହୀରମଥା ବିଶ୍ୱରେ ଅଲିଭ ରିଡ଼ଲେ କଇଁଛଙ୍କ ବୃହତ ଅଣ୍ଡାଦାନସ୍ଥଳୀ ଭାବେ ପରିଗଣିତ ।

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ…

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ…

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା…

ସୁଦର୍ଶନଜୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶାରେ ସାମୁହିକ ତିଳ ତର୍ପଣ

ସୁଦର୍ଶନଜୀଙ୍କ ଦ୍ୱାଦଶକର୍ମ ଉପଲକ୍ଷେ ଏହିକାର୍ଯ୍ୟକ୍ରମରେ ପାଞ୍ଚ ଶହ ପଞ୍ଚାବନ ଜଣ ସ୍ୱୟଂସେବକ ସାମୂହିକ ଭାବେ ତିଳତର୍ପଣ କରିଥିଲେ । ସଙ୍ଘର…

ସୁଦର୍ଶନଜୀଙ୍କ ଦ୍ୱାଦଶକର୍ମ ଉପଲକ୍ଷେ ଏହିକାର୍ଯ୍ୟକ୍ରମରେ ପାଞ୍ଚ ଶହ ପଞ୍ଚାବନ ଜଣ ସ୍ୱୟଂସେବକ ସାମୂହିକ ଭାବେ ତିଳତର୍ପଣ କରିଥିଲେ । ସଙ୍ଘର ମହାନଗର ସଂଘଚାଳକ ବୈକୁଣ୍ଠଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ବୋଲି ସଂଘର ରାଜ୍ୟ ମିଡିଆସେଲ ସଂପାଦକ ଶ୍ରୀ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ।

This website uses cookies.