admin

ଅର୍ଥ-ବ୍ୟବସାୟ

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲାସ୍ତରୀୟ ବିଚାର ବର୍ଗ

ଯୁବ ସମାଜସେବୀ ଅଭିମନ୍ୟୁ ଗୋଚ୍ଛାୟତ ଉଦ୍ଘାଟନ କରି ଆଜି ଦେଶକୁ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଠାରୁ ରକ୍ଷା କରିବା ପାଇଁ ସମସ୍ତଙ୍କଠାରେ ଗାନ୍ଧିଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଜାଗ୍ରତ କରାଇବା ଦରକାର ବୋଲି କହିଥିଲେ ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ନୂଅାଁଖାଇ ପାଇଁ ନୂୂଅାଁ ଧାନ ହେବ ସମସ୍ୟା

ପୂର୍ବରୁ ୨୦ କିସମର ସହଳ ଅମଳକ୍ଷମ ଧାନ ଚାଷ ହେଉଥିବା ବେଳେ ଏବେ ତାହା କମି କମି ମାତ୍ର ୩ କିସମକୁ କମି ଆସିଛି । ଏଇ ନୂଆଖାଇରେ ୫୦ ଟି ଧାନ ମଞ୍ଜିଥିବା ଗୋଟିଏ କେଣ୍ଡା ଧାନର ମୂଲ୍ୟ ୫ ଟଙ୍କା ରୁ ଆରମ୍ଭ କରି ୧୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ଗତ କିଛି ବର୍ଷ ହେଲା ଗାଁ ମାନଙ୍କରେ ଦେବୀ ପୂଜକ ମାନେ ସୀମାନ୍ତ ଛତିଶଗଡ଼ ଅଞ୍ଚଳରୁ ଧାନ ସଂଗ୍ରହ କରି ପୂଜାପାଇଁ ବଣ୍ଟନ କରିଛନ୍ତି ।

ବିସ୍ତୃତ
1 2 3 114
Page 2 of 114