Author: News Bureau

ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ

୧୯୭୩ ରୁ ୧୯୭୭ ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ରହିଥିବା ଶ୍ରୀବଲ୍ଲଭ ରାଜସ୍ୱ, ଜଳସେଚନ ଓ ଶକ୍ତି, ଆଇନ, ଶିକ୍ଷା,…

୧୯୭୩ ରୁ ୧୯୭୭ ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ରହିଥିବା ଶ୍ରୀବଲ୍ଲଭ ରାଜସ୍ୱ, ଜଳସେଚନ ଓ ଶକ୍ତି, ଆଇନ, ଶିକ୍ଷା, ସଂସଦୀୟ ବ୍ୟାପାର, ଖାଦ୍ୟ ଓ ଯୋଗାଣ ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ଦାୟିତ୍ୱ ସମ୍ଭାଳିଥିଲେ ।

ସପିଙ୍ଗ ମଲରୁ ଚୋରୀ କରି ମା ସହ ଡାକ୍ତରାଣୀ ଗିରଫ

ବୁଟିକ ମାଲିକାଣୀ ପରବର୍ତ୍ତୀ ସମୟରେ ଦୋକାନ ସିସିଟିଭି ଫୁଟେଜ ଦେଖିବାରୁ ସେମାନେ ପୂର୍ବରୁ ମଧ୍ୟ ସମାନ ପ୍ରକାର ଚୋରୀ କରିଥିବା…

ବୁଟିକ ମାଲିକାଣୀ ପରବର୍ତ୍ତୀ ସମୟରେ ଦୋକାନ ସିସିଟିଭି ଫୁଟେଜ ଦେଖିବାରୁ ସେମାନେ ପୂର୍ବରୁ ମଧ୍ୟ ସମାନ ପ୍ରକାର ଚୋରୀ କରିଥିବା ଜଣାପଡିଥିଲା । ଏହାପରେ ଧଳ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସିସିଟିଭି ଆଧାରରେ ପୃଷ୍ଟିଙ୍କ ଘର ଖାନତଲାସ କରି ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ପାଇବାପରେ ସେମାନଙ୍କୁ ଗିରଫ କରିଥିଲେ ।

ସାମ୍ବାଦିକଙ୍କୁ ମାଡମାରି ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଗିରଫ

କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର…

କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର ନିଲମ୍ବିତ ହୋଇଥିଲେ ।

ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ଦ୍ଦେଶ

ଯାତ୍ରୀମାନଙ୍କୁ ନବକଳେବର ଓ ଟ୍ରାଫିକ ସୂଚନା ପ୍ରଦାନ କରିବା ପାଇଁ ପୁରୀରେ ୨୦ଟି ବଡ ଏଲଇଡ଼ି ଟିଭି ସ୍କ୍ରିନର ବ୍ୟବସ୍ଥା…

ଯାତ୍ରୀମାନଙ୍କୁ ନବକଳେବର ଓ ଟ୍ରାଫିକ ସୂଚନା ପ୍ରଦାନ କରିବା ପାଇଁ ପୁରୀରେ ୨୦ଟି ବଡ ଏଲଇଡ଼ି ଟିଭି ସ୍କ୍ରିନର ବ୍ୟବସ୍ଥା କରାଯିବ। ସେହିପରି ସହରର ୨୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାବେଳେ ଏହି ବିଷୟରେ ଯାତ୍ରୀଙ୍କୁ ଅଧିକ ସଚେତନ କରିବା ପାଇଁ ବୁକଲେଟ ବଣ୍ଟାଯିବ ।

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ…

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ…

ନିଜର କେବୁଲ ଗ୍ରାହକଙ୍କୁ ଓରଟେଲର ମାଗଣା ବ୍ରଡବ୍ୟାଣ୍ଡ ସେବା

ଯଦି ଗ୍ରାହକ ଅଧିକ ଡାଟା ଆବଶ୍ୟକ କରନ୍ତି ତେବେ ତାଙ୍କୁ ଏଥିପାଇଁ ସ୍ୱଳ୍ପ ଦେୟ ପଇଠ କରିବାକୁ ପଡିବ ।

ଯଦି ଗ୍ରାହକ ଅଧିକ ଡାଟା ଆବଶ୍ୟକ କରନ୍ତି ତେବେ ତାଙ୍କୁ ଏଥିପାଇଁ ସ୍ୱଳ୍ପ ଦେୟ ପଇଠ କରିବାକୁ ପଡିବ ।

ଅଗଷ୍ଟ ୧୯ ରୁ ବିଧାନସଭା ମୌସୁମୀ ଅଧିବେଶନ

ଏହି ଅଧିବେଶନରେ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟକୁ ବିରୋଧି ଦଳ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପିତ କରିପାରନ୍ତି ।

ଏହି ଅଧିବେଶନରେ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟକୁ ବିରୋଧି ଦଳ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପିତ କରିପାରନ୍ତି ।

ସଞ୍ଜୀବ ପଣ୍ଡା ଓଏସ୍ଏପି ଆଇଜି

ଏସ.ସାଇନିଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡ଼ିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବି. ରାଧିକାଙ୍କୁ ଅତିରିକ୍ତ ମହାନିର୍ଦେଶକ (ଏଡିଜି) ଭାବେ…

ଏସ.ସାଇନିଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡ଼ିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବି. ରାଧିକାଙ୍କୁ ଅତିରିକ୍ତ ମହାନିର୍ଦେଶକ (ଏଡିଜି) ଭାବେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏସସିଆରବି) ର ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାସ୍ତା ଦବି ଯିବାରୁ ପୁରୀରେ ବିରୋଧିଦଳର ପ୍ରତିବାଦ

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି…

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି ବହୁ ସମୟ ଧରି ରାସ୍ତା ଅବରୋଧ କରିବା ଥିଲେ ଓ ପରେ ଭିଜିଲାନ୍ସ କତୃପକ୍ଷଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଏକ ଦାବିପତ୍ର ଦେଇଥିଲେ ।

ନିଖୋଜ ରଗବୀ ଖେଳାଳିଙ୍କୁ ପ୍ରେମିକ ସହ ଠାବ କଲା ପୁଲିସ

ତାଙ୍କୁ ଅପହରଣ କରାଯାଇ ନ ଥିବା ଓ ସେ ସ୍ଵଇଚ୍ଛାରେ ନିଜ ପ୍ରେମିକ ପ୍ରଭାତଙ୍କ ସହ ଯାଇଥିବା ସୁଜାତା କହିଛନ୍ତି…

ତାଙ୍କୁ ଅପହରଣ କରାଯାଇ ନ ଥିବା ଓ ସେ ସ୍ଵଇଚ୍ଛାରେ ନିଜ ପ୍ରେମିକ ପ୍ରଭାତଙ୍କ ସହ ଯାଇଥିବା ସୁଜାତା କହିଛନ୍ତି । ସେମାନେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିବା ସେ ସୂଚନା ଦେଇଛନ୍ତି ।

This website uses cookies.