ଓଡିଶା ଖବର

ଓଡିଶା ଖବର

ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି

ଏଥିରେ ଆବେଦନ ତଥା ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.ossc.gov.inରେ କ୍ଲିକ୍ କରନ୍ତୁ ।

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।

ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି

ଓଡ଼ିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଥିଲେ ।

ନଳକୂପ ଗର୍ତ୍ତ୍ଵରେ ଖସିପଡିଥିବା ନାବାଳିକା ଉଦ୍ଧାର

ଅନୁଗୁଳ, ଡିସେମ୍ବର ୨୫ ( ଓଡିଶା ଡଟ କମ) ନଳକୂପ ପାଇଁ ଖୋଲା ଯାଇଥିବା ଏକ ଗର୍ତ୍ତ୍ଵରେ ଖେଳୁଥିବା ବେଳେ ଆକସ୍ମିକ ଭାବେ ଖସିପଡିଥିବା ଏକ ତିନି ବର୍ଷର ଝିଅକୁ ପ୍ରାୟ ଆଠ ଘଣ୍ଟାର ପରିଶ୍ରମ କରି ଅଗ୍ନିଶମ କର୍ମଚାରୀ ଓ ଓଡରାଫ ଟିମ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା…

ମହିଳାଙ୍କ ବିରୋଧରେ ଅତ୍ୟାଚାରର ତଦନ୍ତ ତ୍ୱରାନ୍ୱିତ ପାଇଁ ସ୍ଵତନ୍ତ୍ର ୟୁନିଟ

ଇନଭେଷ୍ଟିଗେଟିଙ୍ଗ ୟୁନିଟ୍ସ ଫର କ୍ରାଇମ୍ସ ଏଗେନଷ୍ଟ ୱୂମେନ (ଆଇୟୁସିଏଡବ୍ଲ୍ୟୁ) ନାମରେ ନାମିତ ଏହି ସ୍ଵତନ୍ତ୍ର ସଂସ୍ଥା ପାଇଁ ୧୦୫ ଜଣ ପୋଲିସ ଅଧିକାରୀ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଇନ୍ଦିରା ଗାନ୍ଧି ପାର୍କ ଠାରେ “ବାଳ କ୍ରିଡାସ୍ଥଳ” ଉଦ୍ଘାଟିତ

ଏଠାରେ ସୂଚନାଯୋଗ୍ୟ ଯେ, ସ୍ଥାପିତ ନୂତନ ଖେଳ ଉପକରଣ ଗୁଡିକ ୪ ରୁ ୧୪ ବର୍ଷ ବୟସ ବର୍ଗର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ଓ ଏହି କ୍ରିଡା ସାମଗ୍ରୀ ଗୁଡିକ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି ସଙ୍ଘତି ଆଶା ପ୍ରକଟ କରିଛି।

ଓଡିଶା ଜନସେବା ଅଧିକାର ଆଇନରେ ୨୩୫ ଟି ନୂଆ ସେବା ଅନ୍ତ୍ରର୍ଭୁକ୍ତ

ନୂତନ ନିସ୍ପତି ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗକୁ ପୂର୍ବରୁ ୧୩ଟି ସେବାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୩୨ଟି ସେବାକୁ ଓ ରାଜସ୍ୱ ବିଭାଗର ୧୨ଟି ସେବା ୩୪ କୁ ବୃଦ୍ଧି କରାଯାଇଛି । ସେହିପରି ଅର୍ଥ ବିଭାଗର ସେବାକୁ ୩ ରୁ ୮, ଗୃହ ବିଭାଗର ସେବାକୁ ୧୫ ରୁ ୩୧, ଅନୁସୁଚୀତ…

ଅବସରପ୍ରାପ୍ତ ପ୍ରଫେସରଙ୍କ ପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ୟାୟ

ବିଭାଗର କାର୍ଯ୍ୟାଳୟ ମଧ୍ୟ ବିଶ୍ୱବିଦ୍ୟାଳୟ ଅଧୀନର । କୌଣସି ଅନୁସନ୍ଧାନ ନକରି ବିଶ୍ୱବିଦ୍ୟାଳୟ ତାଙ୍କ ଅବସରକାଳୀନ ଭତ୍ତାରୁ ୫୦ ହଜାର ଓ ସୁଧ ବାବଦକୁ ୮୫ ହଜାର ୫ ଶହ ଟଙ୍କା ଗତ ୨୦୦୬ ମସିହାରୁ କାଟି ରଖିଛନ୍ତି ଯେ, ଯେତେ ଚିଠି ଲେଖିଲେ ବି କେହି କିଛି ଶୁଣୁନାହାନ୍ତି ବରଂ କିଛି ମାନସିକ ନିର୍ଯ୍ୟାତନା…

ନନ୍ଦନକାନନକୁ ଆସିଥିବା ମଣିପୁରୀ ହରିଣର ମୃତ୍ୟୁ

ଗତ ସୋମବାର ମଧ୍ୟରାତ୍ରିରେ ନନ୍ଦନକାନନର ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ପ୍ରାଣୀ ଉଦ୍ୟାନ କୁ ଦୁଇ ଗୟଳ ପଞ୍ଜାବ ଚଣ୍ଡିଗଡର ଛତବିର ଚିଡିଆଖାନାରୁ ଚାରୋଟି ପାଣିଗୋଧି, ଚାରୋଟି ଚଉଶିଙ୍ଗା ହରିଣ ଓ ଚାରୋଟି ଗେଣ୍ଡାଳିଆଙ୍କ ପ୍ରତିବଦଳରେ ଏବଂ ପାଞ୍ଚ ମଣିପୁରୀ ହରିଣ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ଚାରୋଟି ପାଣିଗୋଧି ଓ ଚାରୋଟି ଚଉଶିଙ୍ଗା ହରିଣ ଙ୍କ…

This website uses cookies.

Read More