Category: ଚିଠି ପତ୍ର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ (ଚିଠି ପତ୍ର)

ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା…

ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା ମୁ ଦେଖିଥିଲି। ଠିକ ସେହି ପରି କେତେକ ସ୍ଥାନରେ ପାରା ମଳତ୍ୟାଗ କରିଥିବା ଦେଖିବାକୁ ପାଇଥିଲି । ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।

ଅନଲାଇନ ଓଡିଆ ବ୍ୟବହାରରେ ଆମେ ବହୁତ ପଛରେ (ଚିଠି ପତ୍ର)

ଆମେ ଓଡିଆ ଭାଷାକୁ ସଂସ୍କୃତିକ ଭାଷାରେ ଗ୍ରହଣ କରିସାରିଛୁ ମାତ୍ର ଆଜି ଓଡିଆ ଭାଷାରେ ଅନଲାଇନ ମାଧ୍ୟମରେ ସୂଚନା ଓ…

ଆମେ ଓଡିଆ ଭାଷାକୁ ସଂସ୍କୃତିକ ଭାଷାରେ ଗ୍ରହଣ କରିସାରିଛୁ ମାତ୍ର ଆଜି ଓଡିଆ ଭାଷାରେ ଅନଲାଇନ ମାଧ୍ୟମରେ ସୂଚନା ଓ ସମ୍ବାଦ ଦେବାରେ ଓ ପାଇବାରେ ଆମେ ବହୁତ ପଛରେ ।

This website uses cookies.