ଜଣା ଅଜଣା

ସ୍ନାନଯାତ୍ରା, ହାତୀବେଶ ଓ ଆହୁରି ଅନେକ କଥା

ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ ସୁନା କୂଅ ରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ ।

ମହାନଦୀକୁ ନେଇ ଦଶଟି ଅନାଲୋଚିତ ତଥ୍ୟ

ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

ଜଣା ଅଜଣା: ଜୁଆର ଓ ଭଟ୍ଟା ଦ୍ଵାରା କେଉଁଠାରେ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେଉଛି ?

କେଉଁ ରାଜ୍ୟରେ ସର୍ବାଧିକ ତାର ଘର ଅଛି ? ଉ: ତାମିଲନାଡୁ

This website uses cookies.

Read More