Category: ଧର୍ମ

ଭାବ ଓ ଭକ୍ତିର କାଳାତୀତ ସ୍ଵର ; ଦଶଟି ଜଗନ୍ନାଥ ଜଣାଣ

ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଭକ୍ତି ଭାବର ପ୍ରାବଲ୍ୟ ରହିଥିବା ବେଳେ ଓଡିଶାରେ ଭକ୍ତି ଗୀତର ଧାରା ବହୁମୁଖୀ ଓ ବିବିଧ।ଭଜନ.…

ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଭକ୍ତି ଭାବର ପ୍ରାବଲ୍ୟ ରହିଥିବା ବେଳେ ଓଡିଶାରେ ଭକ୍ତି ଗୀତର ଧାରା ବହୁମୁଖୀ ଓ ବିବିଧ।ଭଜନ. କୀର୍ତନ ଓ ଜଣାଣ ଭିତରେ ଭାବଗତ ମୌଳିକ ପାର୍ଥକ୍ୟ ରହିଛି ।

ଓଡିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ…

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ ।

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ…

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।

ଓଡିଆ ପାଂଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସାତୋଟି କଥା

ହିନ୍ଦୁ ହୋଇଥିବାବେଳେ ଏହାର ପ୍ରକାଶକ ଜଣେ ଉଦାରବାଦୀ ମୁସଲମାନ। କୋହିନୂର୍ ପାଞ୍ଜି ଓଲଟାଇଲେ ଏହାର ପ୍ରତିଷ୍ଠାତା ଭାବରେ ଯାହାଂକ ନାମ…

ହିନ୍ଦୁ ହୋଇଥିବାବେଳେ ଏହାର ପ୍ରକାଶକ ଜଣେ ଉଦାରବାଦୀ ମୁସଲମାନ। କୋହିନୂର୍ ପାଞ୍ଜି ଓଲଟାଇଲେ ଏହାର ପ୍ରତିଷ୍ଠାତା ଭାବରେ ଯାହାଂକ ନାମ ଆଖିରେ ପଡେ ସେ ହେଉଛନ୍ତି ଶେଖ୍ ଅମିନୁଲ୍ଇସଲାମ୍।

ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ

ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା।…

ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।

ଶ୍ରୀଜଗନ୍ନାଥ, ଜଗମୋହନ ଓ ଓଡ଼ିଶା ରାଜନୀତି

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର…

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର ଉତ୍ତେଜନା ଆସିଲା ଓ ଗଲା । ନବକଳେବର ସମୟରେ ଭିତ୍ତିଭୂମିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଗଲା । ତା'ର ହିସାବ ମାଗିବାକୁ କାହାର ସାହସ ନାହିଁ!

ସାଧୁ ସନ୍ଥଙ୍କୁ ଉଚିତ ସମ୍ମାନ ଦାବିରେ ସମାବେଶ, ଶୋଭାଯାତ୍ରା

ଯେଉଁ ରାଜନେତା, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ମାଲିକ, ଶିଳ୍ପପତି, ନ୍ୟାୟାଧୀଶ ଓ ବ୍ୟବସାୟୀ ଆଦିଙ୍କ ବିରୁଦ୍ଧରେ ଜମି ହଡପ ଅଭିଯୋଗ…

ଯେଉଁ ରାଜନେତା, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ମାଲିକ, ଶିଳ୍ପପତି, ନ୍ୟାୟାଧୀଶ ଓ ବ୍ୟବସାୟୀ ଆଦିଙ୍କ ବିରୁଦ୍ଧରେ ଜମି ହଡପ ଅଭିଯୋଗ ନିକଟ ଅତୀତରେ ଆସିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସରକାର ସେ ସମ୍ପତିକୁ ନିଜ ଅକ୍ତିଆରକୁ ନିଅନ୍ତୁ, ମଠ ମନ୍ଦିର ଓ ଆଶ୍ରମଗୁଡିକର ଅଚଳାଚଳ ସମ୍ପତିକୁ ସାରା ରାଜ୍ୟରେ କେତେକ…

ନିରାଡ଼ମ୍ବର ପୂଜା ସପକ୍ଷରେ: ବିଦ୍ୟାଧର ପଣ୍ଡା

ବିପଦନାଶିନୀ ମା’ ଦୁର୍ଗାଙ୍କ ପୂଜା ହେଉ । ହେଲେ ବିଜୁଳି ସଂକଟ ପରିପ୍ରେକ୍ଷୀରେ ଆଲୁଅ ଜାଳି ହଜାର ହଜାର ମେଗାୱାଟ୍…

ବିପଦନାଶିନୀ ମା’ ଦୁର୍ଗାଙ୍କ ପୂଜା ହେଉ । ହେଲେ ବିଜୁଳି ସଂକଟ ପରିପ୍ରେକ୍ଷୀରେ ଆଲୁଅ ଜାଳି ହଜାର ହଜାର ମେଗାୱାଟ୍ ବିଜୁଳି ସାରି ନିଜ ପାଇଁ ଅଧିକ ବିପଦକୁ ଡ଼ାକିବା କଣ ବୌଦ୍ଧିକତା ଓ ଧର୍ମ ? ରାସାୟନିକ ରଙ୍ଗର ବିଷ ବଳୟ ଆମ ପାଇଁ କେତେ ଶୁଭଙ୍କର? ବିଳମ୍ବିତ ରାତ୍ରିରେ ଭସାଣ ଉତ୍ସବ, ବିକଟାଳ…

ହଜ୍‌ ଦଳାଚକଟା : ଓଡିଶାର ସମସ୍ତ ହଜ୍‌ଯାତ୍ରୀ ସୁରକ୍ଷିତ

ଓଡିଶାର ସମସ୍ତ ଯାତ୍ରୀ ଦୁର୍ଘଟଣା ସ୍ଥଳରୁ ଦୂରବର୍ତ୍ତୀ ସ୍ଥାନରେ ଥିବାରୁ ସୌଭାଗ୍ୟକ୍ରମେ ଏଥିରୁ ବର୍ତ୍ତି ଯାଇଥିବା ଓ ସୁରକ୍ଷିତ ଥିବା…

ଓଡିଶାର ସମସ୍ତ ଯାତ୍ରୀ ଦୁର୍ଘଟଣା ସ୍ଥଳରୁ ଦୂରବର୍ତ୍ତୀ ସ୍ଥାନରେ ଥିବାରୁ ସୌଭାଗ୍ୟକ୍ରମେ ଏଥିରୁ ବର୍ତ୍ତି ଯାଇଥିବା ଓ ସୁରକ୍ଷିତ ଥିବା ସରକାର କହିଛନ୍ତି ।

ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି, ଧର୍ମାନ୍ତିକରଣ ନା ସ୍ଵେଛାରେ ଅନ୍ୟ ଧର୍ମ ଗ୍ରହଣ ?

ବିଭିନ୍ନ ଧର୍ମାବଲମ୍ବୀଙ୍କ ସଂଖ୍ୟା ଉପରେ ହୋଇଥିବା ୨୦୧୧ ଜନ ଗଣନା ଅନୁସାରେ ୨୦୦୧- ୨୦୧୧ ମଧ୍ୟରେ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା…

ବିଭିନ୍ନ ଧର୍ମାବଲମ୍ବୀଙ୍କ ସଂଖ୍ୟା ଉପରେ ହୋଇଥିବା ୨୦୧୧ ଜନ ଗଣନା ଅନୁସାରେ ୨୦୦୧- ୨୦୧୧ ମଧ୍ୟରେ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୩.୧୭ ପ୍ରତିଶତ ବଢିଥିବା ବେଳେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨୯.୩୯ ପ୍ରତିଶତ ବୃଦ୍ଧି ଘଟିଛି ।

This website uses cookies.