Category: ପ୍ରବାସୀ ଓଡିଆ

ଓଡିଶାର ସଂଜୀବ ମହାନ୍ତି ‘ଜବଙ୍ଗ’ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତ

ଭାରତରେ ବେନେଟୋନକୁ ସଫଳତାର ସହ ସ୍ଥାପନ କରିବା ସହ ଉକ୍ତ କମ୍ପାନୀର ବ୍ୟବସାୟକୁ ନିଜର ଏଗାର ବର୍ଷ କରଜ୍ୟକାଳ ମଧ୍ୟରେ…

ଭାରତରେ ବେନେଟୋନକୁ ସଫଳତାର ସହ ସ୍ଥାପନ କରିବା ସହ ଉକ୍ତ କମ୍ପାନୀର ବ୍ୟବସାୟକୁ ନିଜର ଏଗାର ବର୍ଷ କରଜ୍ୟକାଳ ମଧ୍ୟରେ ଦେଶର ଶ୍ରେଷ୍ଠ ଫେସନ ବ୍ରାଣ୍ଡ ଭାବେ ଛିଡା କରି ତୋଳିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି ।

ଘରେ ପହଞ୍ଚିଲେ ଲିବିୟାରେ ଅପହୃତ ଓଡିଆ ଇଞ୍ଜିନିୟର

ପ୍ରାୟ ଦଶ ଦିନ ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଫଳରେ ସେ ସୌଭାଗ୍ୟକ୍ରମେ ମୁକୁଳି ପାରିଥିଲେ । "…

ପ୍ରାୟ ଦଶ ଦିନ ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଫଳରେ ସେ ସୌଭାଗ୍ୟକ୍ରମେ ମୁକୁଳି ପାରିଥିଲେ । " ଏବେ ମୋର ପ୍ରଥମ କାମ ହେଉଛି ଓଡିଶା ଯାଇ ପରିବାରର ଲୋକଙ୍କୁ ଦେଖିବା, ନିଜ ମୁକ୍ତିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଉଦ୍ୟମକୁ ପ୍ରଶଂସା କରି ସେ କହିଛନ୍ତି।

ଗୁଗୁଲ୍‌ ବିଜ୍ଞାନ ମେଳାରେ ଓଡ଼ିଆ ଛାତ୍ରୀଙ୍କ ସଫଳତା

ଲଳିତା ଦାମନଯୋଡ଼ି ଡିପିଏସ୍‌ରେ ନବମ ପଢୁଛନ୍ତି । ଏହି ବିଜ୍ଞାନ ମେଳାରେ ପୁରସ୍କୃତ ହୋଇଥିବା ଆଠଜଣଙ୍କ ମଧ୍ୟରେ ଲଳିତା ହେଉଛନ୍ତି…

ଲଳିତା ଦାମନଯୋଡ଼ି ଡିପିଏସ୍‌ରେ ନବମ ପଢୁଛନ୍ତି । ଏହି ବିଜ୍ଞାନ ମେଳାରେ ପୁରସ୍କୃତ ହୋଇଥିବା ଆଠଜଣଙ୍କ ମଧ୍ୟରେ ଲଳିତା ହେଉଛନ୍ତି ଏକମାତ୍ର ଭାରତୀୟ ଛାତ୍ରୀ । ପୁରସ୍କାର ଭାବେ ତାଙ୍କୁ ଦଶ ହଜାର ଡଲାର ପ୍ରଦାନ କରାଯାଇଛି । ଶ୍ରୀପଦା ଏହି ପ୍ରତିଯୋଗିତାରେ ଜଳବିଶୋଧନ ସମ୍ପର୍କିତ ଏକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।

ଅପହୃତ ଓଡିଆ ଯୁବକ ସର୍ତ୍ତମୂଳକ ମୁକ୍ତି ପାଇଥିବା ପରିବାରର ସୂଚନା

ଗୁରୁବାର ଅପରାହ୍ନ ସମୟରେ ରାଉଳ ଫୋନକରି ଆତଙ୍କବାଦୀମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସମ୍ପର୍କରେ ସୂଚନା ଦେଇଥିବା ତାଙ୍କ…

ଗୁରୁବାର ଅପରାହ୍ନ ସମୟରେ ରାଉଳ ଫୋନକରି ଆତଙ୍କବାଦୀମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସମ୍ପର୍କରେ ସୂଚନା ଦେଇଥିବା ତାଙ୍କ ଭାଉଜ ମାନସୀ ନାୟକ କହିଛନ୍ତି ।

ଓଡିଶାର ତ୍ରିଲୋଚନ ମହାପାତ୍ର ଆଇଏ ଆରଆଇର ନିର୍ଦେଶକ ନିଯୁକ୍ତ

ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା…

ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା ସଂସ୍ଥା ନୂଆଦିଲ୍ଲୀରୁ ୧୯୮୭ ରେ ଜେନେଟିକସରେ ସ୍ନାତ୍ତକୋତ୍ତର ଓ ୧୯୯୨ ରେ ସେହି ସଂସ୍ଥାରୁ ଡକ୍ଟରେଟ ହାସଲ କରିଛନ୍ତି ।

ବେଙ୍ଗାଲୁରୁରେ ନମନ ଉତ୍ସବ : ଶ୍ରଦ୍ଧା, ବିଶ୍ୱାସ ଓ ସମର୍ପଣର ନୃତ୍ୟାୟନ

ଓଡ଼ିଶୀ ନୃତ୍ୟ ପାଇଁ ଏକ ବିରାଟ ଦର୍ଶକ ଗୋଷ୍ଠୀ ସୃଷ୍ଟି କରିବା ସହ ଏକ ବିଶାଳ ଛାତ୍ରଛାତ୍ରୀ ବାହିନୀ ମଧ୍ୟ…

ଓଡ଼ିଶୀ ନୃତ୍ୟ ପାଇଁ ଏକ ବିରାଟ ଦର୍ଶକ ଗୋଷ୍ଠୀ ସୃଷ୍ଟି କରିବା ସହ ଏକ ବିଶାଳ ଛାତ୍ରଛାତ୍ରୀ ବାହିନୀ ମଧ୍ୟ ମଧୁଲିତା ସୃଷ୍ଟି କରିଛନ୍ତି । ୫ ବର୍ଷ ତଳେ ନମନ୍ ନାମରେ ଏକ ବାର୍ଷିକ ଓଡ଼ିଶୀ ନୃତ୍ୟର ଉତ୍ସବ ମଧୁଲିତା ଆରମ୍ଭ କରିଥିଲେ  । ଏହାକୁ ଉଦ୍ଘାଟନ କରିଥିଲେ ସ୍ୱର୍ଗତଃ ଗୁରୁ ଗଙ୍ଗାଧର ପ୍ରଧାନ …

ରାଉରକେଲାର ତାନ୍ନି ବୋଷ ଓ ଭୂଟାନରେ ତାଙ୍କ ସାହିତ୍ୟ ସର୍ଜନା (ସାକ୍ଷାତକାର)

ଭୁଟାନରେ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତରେ ଶିକ୍ଷକତା କରୁଥିବା ରାଉରକେଲାର ସୋମ୍ୟରଞ୍ଜନ ପଣ୍ଡାକୁ ୧୯୯୯ ମସିହାରେ ଜୀବନ ସାଥିରୁପେ ଗ୍ରହଣ…

ଭୁଟାନରେ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତରେ ଶିକ୍ଷକତା କରୁଥିବା ରାଉରକେଲାର ସୋମ୍ୟରଞ୍ଜନ ପଣ୍ଡାକୁ ୧୯୯୯ ମସିହାରେ ଜୀବନ ସାଥିରୁପେ ଗ୍ରହଣ କରିବା ପରେ ତାନ୍ନି ୨୦୦୨ ମସିହାରୁ ଭୂଟାନର ତେନ୍ଦୁକ ସହରରେ ଥିବା ଏକ ସିନିଅର ସେକେଣ୍ଡାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି।

ଓଡିଶାର ମନୋଜ ପରିଡା ପଣ୍ଡିଚେରୀର ମୁଖ୍ୟ ଶାସନ ସଚିବ

ପଣ୍ଡିଚେରୀରେ ବହୁସଂଖ୍ୟାରେ ଓଡିଆ ରହିଥିବାରୁ ତଥା ଓଡ଼ିଶା ସହ ପଣ୍ଡିଚେରୀର ବହୁ ପୁରୁଣା ସମ୍ପର୍କ ରହିଥିବାରୁ ପରିଡାଙ୍କ ନିଯୁକ୍ତି ସେଠାରେ…

ପଣ୍ଡିଚେରୀରେ ବହୁସଂଖ୍ୟାରେ ଓଡିଆ ରହିଥିବାରୁ ତଥା ଓଡ଼ିଶା ସହ ପଣ୍ଡିଚେରୀର ବହୁ ପୁରୁଣା ସମ୍ପର୍କ ରହିଥିବାରୁ ପରିଡାଙ୍କ ନିଯୁକ୍ତି ସେଠାରେ ରହୁଥିବା ଓଡିଆ ବାସିନ୍ଦାଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି କରିଛି ।

ଅର୍ନ୍ତଜାତୀୟ କାନ୍ସ ଚଳଚିତ୍ର ଉତ୍ସବରେ ବହୁ ଓଡିଆ

ଏହି ମହୋତ୍ସବରେ ଯେଉଁମାନେ ଯୋଗ ଦେଇଛନ୍ତି ସେମାନେ ହେଲେ ପ୍ରସିଦ୍ଧ ଅଭିନେତ୍ରୀ ନନ୍ଦିତା ଦାସ, ଆଇ ଏମ କଲାମର ନିର୍ଦ୍ଦେଶକ…

ଏହି ମହୋତ୍ସବରେ ଯେଉଁମାନେ ଯୋଗ ଦେଇଛନ୍ତି ସେମାନେ ହେଲେ ପ୍ରସିଦ୍ଧ ଅଭିନେତ୍ରୀ ନନ୍ଦିତା ଦାସ, ଆଇ ଏମ କଲାମର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା, ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, କାଦମ୍ବିନୀ ମେଡିଆର ଦ୍ଵିତୀ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଓ ଓଡିଆ ଚଳଚିତ୍ର ଜିଅନ୍ତା ଭୁତର ପ୍ରଯୋଜକ ତଥା ନିର୍ମାତା ଅକ୍ଷୟ ପରିଜା ।

ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ…

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି…

This website uses cookies.