Category: ପ୍ରବାସୀ ଓଡିଆ

ମଇ ୧୭ରେ ବାଙ୍ଗାଲୋରରେ ମଧୁଲିତା ମହାପାତ୍ରଙ୍କ ଓଡିଶୀ

୧୪ କ୍ରଶ ମାଲେଶ୍ଵରମ ଠାରେ ଥିବା ସହରର ସେବା ସଦନ ଅଡିଟୋରିଅମରେ ଏହି ବିଶେଷ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ରେ ଆରମ୍ଭ ହେବ ବୋଲି ଜଣେ ଆୟୋଜକ ଓଡିଶା ଡଟ୍ କମ୍ କୁ ଜଣାଇଛନ୍ତି ।

ନେପାଳରୁ ରାଜ୍ୟର ଆଉ ୬୩ ଜଣଙ୍କ ଗୃହ ପ୍ରତ୍ୟାବର୍ତ୍ତନ

ସ୍ଵତନ୍ତ୍ର ରାଜସ୍ଵ କମିଶନରଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ନେପାଳରେ ଏବେ ମଧ୍ୟ ରାଜ୍ୟର ପ୍ରାୟ ତିନିଶହରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇ ସୁରକ୍ଷିତ ରହିଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

ନେପାଳରେ ଓଡିଶାର ସମସ୍ତ ୪୪୫ ଜଣ ସୁରକ୍ଷିତ

ସେମାନଙ୍କ ମଧ୍ୟରୁ ୩୦ ଜଣ ଦେଶକୁ ଅଥବା ରାଜ୍ୟକୁ ଫେରିଆସିଛନ୍ତି । କାଠମାଣ୍ଡୁ ବିମାନବନ୍ଦରରେ ବ୍ୟାପକ ଭିଡ ଥିବାରୁ କେତେକ ବ୍ୟକ୍ତି ସଡକ ମାର୍ଗରେ ପ୍ରତ୍ୟାବର୍ତନ କରିଛନ୍ତି ।

ନେପାଳରେ ରହୁଥିବା ଓଡିଆଙ୍କ ପାଇଁ ହେଲ୍ପ ଲାଇନ

ସରକାରଙ୍କୁ ମିଳିଥିବା ସୂଚନା ଅନୁସାରେ ନେପାଳରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ୩୩୫ ଜଣ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅରୁତମଣୋହୀ ଗ୍ରାମର ବୁଲୁ କୁମାର ସେଠୀ, କ୍ଷୀରୋଦ ବେହେରା, ମନୋଜ ବେହେରା ଓ ବଡାଙ୍କୋ ଗାଁର ମମତା ବେହେରା ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।

ଜାପାନରେ ଧୁମଧାମରେ ପାଳିତ ହେଲା ରଥଯାତ୍ରା

ଏହି ଉପଲକ୍ଷେ ଜାପାନରେ ଥିବା ଭାରତୀୟ ଦୂତାବାସ ର ଡେପୁଟି ଚିଫ କମିଶନ ସଞ୍ଜୟ ପଣ୍ଡା ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ରଥରେ ଛେରା ପହରା କରିଥିଲେ ।

ବାରଣସୀରେ ଓଡିଶା ସଂ।ସ୍କୃତିକ ମୂଲ୍ୟବୋଧର ପ୍ରଚାର କରୁଛି ଓଡିଆ ସଂଗଠନ

ବାରାଣସେୟ ଉତ୍କଳ ସମାଜ ନାମକ ଏହି ସୀକୃତିପ୍ରାପ୍ତ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ପ୍ରତେକ ବର୍ଷ ଗଣେଶ ପୂଜା, ସରସ୍ଵତୀ ପୂଜା ଓ ଉତ୍କଳ ଦିବସ ପାଳନ କରିବା ଅବସରରେ ଓଡିଆମାନକୁ ଏକାଠି କରିବାରେ ଅବସର ସୃଷ୍ଟି କରୁଛି ।

ଇରାକରୁ ଫେରିଲେ ତିନି କେନ୍ଦ୍ର।ପଡା ଶ୍ରମିକ

ଘରକୁ ଫେରିଥିବା ବ୍ୟକ୍ତି ମାନେ ହେଲେ ଷଣ୍ଢପାଲି ଗ୍ରାମର ବାସିନ୍ଦା ।

ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଜୁଲାଇ ୧୧ ରେ

ଉକ୍ତ ତାରିଖ ଦିନ ପରୀକ୍ଷା ଫଳ ପୂର୍ବାହ୍ନ ଏଗାରଟାରେ ଘୋଷଣା ହେଉଥିବା ବେଳେ ୱେବସାଇଟ ରେ ଏହା ଏଗାରଟା ତିରିଶ ରେ ଉପଲବ୍ଧ ହେବ ।

This website uses cookies.