ବିଜୁ ଜନ୍ମ ଶତବାର୍ଷିକୀ

Sorry, This block requests minimum 3 posts to display, Please try to select other queries or add more posts...

ବିଜୁ ଜନ୍ମ ଶତବାର୍ଷିକୀ

ବିଜୁ ଜନ୍ମ ଶତବାର୍ଷିକୀ: ମୋ ଦୃଷ୍ଟିରେ ବିଜୁବାବୁ

ଅନ୍ୟାନ୍ୟ ରାଜନୀତିଜ୍ଞ ସମ୍ପର୍କରେ ସମ୍ବାଦପତ୍ରରେ କଟୁ ମନ୍ତବ୍ୟ ପ୍ରକାଶ ପାଇଲେ ପ୍ରାୟ ସମସ୍ତେ କ୍ଷୁବ୍ଧ ହୋଇଥାଅ।ନ୍ତି । କ୍ଷମତାସୀନ ରାଜନୀତିଜ୍ଞମାନଙ୍କ ଦୋଷ ଦୁର୍ବଳତା ସମ୍ବାଦପତ୍ରରେ ପ୍ରକାଶ କଲେ ଅନେକ ସମୟରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବାର ଦେଖାଯାଇଥାଏ । ମାତ୍ର ବିଜୁବାବୁ ତାହାର ଏକ ବ୍ୟତିକ୍ରମ ।

ବିସ୍ତୃତ
ବିଜୁ ଜନ୍ମ ଶତବାର୍ଷିକୀ

ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ

ଓଡିଅ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଓଡିଶାରୁ ପ୍ରକାଶ ପାଉଥିବା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଗଣତନ୍ତ୍ର ପ୍ରଭୃତି ସମ୍ବାଦପତ୍ରଗୁଡିକରେ ବହୁ ଉଚ୍ଚ ଶିକ୍ଷିତ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପେଶା ପ୍ରତି ଶିକ୍ଷିତ ଯୁବକମାନଙ୍କୁ ଅ।କର୍ଷିତ କରିବା ଭଳି ଦରମା ମିଳୁନଥିବାରୁ ଅନେକ ଏଥିପ୍ରତି ଅ।ଗ୍ରହୀ ହେଉନଥିଲେ ।

ବିସ୍ତୃତ