Category: ମନୋରଞ୍ଜନ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

ଭାବ ସମୁଦ୍ରରେ ଅନନ୍ତ ସପ୍ତକ; ନିମାଇଁ ଚରଣ ହରିଚନ୍ଦନଂକ ବାଣୀକଣ୍ଠ

୧୯୧୬ ମସିହାରେ ନିମାଇଁ ତାଂକର ସମ୍ପର୍କୀୟ ଗୋକୂଳ ଶ୍ରୀଚନ୍ଦନଙ୍କ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ନିମାଇଁଙ୍କ କକେଇ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେତେବେଳର ଓଡିଶାରେ ଏକମାତ୍ର ସଂଗୀତ ବିଶାରଦ।

ମଣିମାଳା ଦେବୀ ; ଏକ ସୁବର୍ଣ ଯୁଗର କାହାଣୀ

୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ ବାନ୍ଧି ରଖିଥିଲା।

କଳା ଓ କ୍ରୀଡା ର ସମନ୍ଵୟ ‘ଗଂଜପା’- କେତୋଟି ପ୍ରମୁଖ କଥା

ଗଂଜପାକୁ କେହି କେହି ତାସ୍ ବୋଲି କହୁଥବା ବେଳେ ଗାଁ ରେ ଏହାକୁ “ସାର” ବା “ଚକାସାର” ବୋଲି କୁହନ୍ତି। ସାର କୁ ଆମେ ତାସ୍ ଖେଳ ର ସେଟ୍ ସହ ତୁଳନା କରିପାରିବା ।

ରଜ, ସାଜ ଓ ମଉଜକୁ ନେଇ ସାତୋଟି କଥା

ଏହା ବୋଧେ ସେଇ ଅଳ୍ପ କେତୋଟି ପାର୍ବଣ ଭିତରୁ ଗୋଟିଏ ଯହିଁରେ ନାରୀକୁ ଓ ନାରୀତ୍ଵର ଶକ୍ତିକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଥାଏ।

ଓଡିଶାରେ ଆଇନଷ୍ଟାଇନ:ଏକ ମହାନ ନାଟକର ଦଶଟି ଲକ୍ଷଣ

ଅତି ସହଜରେ ଓ ଅବିକଳ ଭାବରେ ଦର୍ଶକ ଆଗରେ ଯେଉଁ ବୁଢା ଲୋକଟି ଛିଡା ହେବ ସେ ନାସିରୁଦ୍ଦୀନ ଶାହା କି ଖୋଦ୍ ଆଇନଷ୍ଟାଇନ, ସେକଥା ବୁଝୁ ବୁଝୁ ଆପଣ ଗୋଟେ କୁହୁକ ଅନୁଭବରେ ବାନ୍ଧି ହୋଇ ସାରିଥିବେ।

ଶୀତଳ ଷଷ୍ଠୀ ଯାତ୍ରା –ଯାହା ଆପଣ ଜାଣିବାକୁ ଚାହାନ୍ତି

ବିଶେଷ କରି ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ବିଭିନ୍ନ ଶୈବ ପୀଠ ମାନଂକରେ ଶୀତଳ ଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ।

ଟିଭି ପରଦାରେ ପୁଣି ଫେରୁଛି ଛୋଟ ମୋର ଗାଁଟି

ନିରୋଳାରେ କେବେ ବସିଥିଲେ ଏଇ କାହାଣୀ ହାତଠାରି ଡାକେ ତାରି କୋଳକୁ । ଆଉ ଏମିତି ଏକ ବିଷୟବସ୍ତୁକୁ ନେଇ ପ୍ରଥମ ଓଡ଼ିଆ ଘରୋଇ ଚାନେଲ ଇଟିଭି ଓଡ଼ିଆ ରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ “ଛୋଟ ମୋର ଗାଁ’ଟି” ।

ଓଡିଆ ସିନେମା; ଅଶୀ ବର୍ଷର ବର୍ଣମୟ ଯାତ୍ରା

'କା' 'ଅସ୍ତରାଗ' 'ଭାଇ ଭାଉଜ' 'ମଲା ଜହ୍ନ' ଶେଷ ଶ୍ରାବଣ ଇତ୍ୟାଦି ସିନେମା ର ପୋଷ୍ଟର ଅନେକାଂଶରେ ଆଧୁନିକ ଛବି ର ମର୍ଯ୍ୟାଦା ବହନ କରନ୍ତି ।

ହଳଧର ନାଗ, ନୀଳମାଧବ ପଣ୍ଡାଙ୍କୁ ମିଳିଲା ପଦ୍ମ ସମ୍ମାନ

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଓ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଏମ.ଭେଙ୍କେୟା ନାଇଡୁ ପ୍ରମୂଖ ଉପସ୍ଥିତ ଥିଲେ ।

This website uses cookies.