Category: ମନୋରଞ୍ଜନ

ଶୁଟିଂ ବେଳେ ଅଭିନେତ୍ରୀ ଅର୍ଚ୍ଚିତା ଆହତ

ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଚଳଚ୍ଚିତ୍ରର ଶୁଟିଂ ବନ୍ଦ କରିିଆଯାଇଛି ।

ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଚଳଚ୍ଚିତ୍ରର ଶୁଟିଂ ବନ୍ଦ କରିିଆଯାଇଛି ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ୧୨ ଡ଼ିସେମ୍ବର ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗ ବୋପାଇଁ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ୧୨ ଡ଼ିସେମ୍ବର ସୋମବାର ଭୁବନେଶ୍ୱରରେ…

ଏକ କାର୍ଯ୍ୟକ୍ରମରେ ଯୋଗ ବୋପାଇଁ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ୧୨ ଡ଼ିସେମ୍ବର ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି ।

ଧର୍ମପଦ ପୁରସ୍କାର ଚୟନ ବିବାଦର ତଦନ୍ତ ନିଷ୍ପତ୍ତି

ରାଜ୍ୟର ଏହି ସର୍ବୋଚ୍ଚ ସମ୍ମାନକୁ ଖାମଖିଆଲି ଭାବେ କୌଣସି ନିୟମାବଳୀକୁ ଅନୁସରଣ କରାନଯାଇ ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ଧର୍ମପଦ ପୁରସ୍କାର…

ରାଜ୍ୟର ଏହି ସର୍ବୋଚ୍ଚ ସମ୍ମାନକୁ ଖାମଖିଆଲି ଭାବେ କୌଣସି ନିୟମାବଳୀକୁ ଅନୁସରଣ କରାନଯାଇ ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ଧର୍ମପଦ ପୁରସ୍କାର ପାଇଁ ଚୂଡାନ୍ତ କରାଯିବା ଏହି ସମ୍ମାନରେ ଗଭୀର ଆଞ୍ଚ ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ…

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ଶୂନ୍ୟ ସ୍ୱରୂପ'ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

This website uses cookies.