ରାଜାରାଣୀ ଉତ୍ସବ: ଉଦ୍ଯାପନୀ ସଂଧ୍ୟାରେ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା
ଶେଷରେ ବେହେଲାରେ ଡ଼. ସୁବ୍ରମନ୍ୟୟମ ଅନ୍ୟ।ନ୍ୟ ଯନ୍ତ୍ର ସଙ୍ଗୀତ ସହିତ ବିଭିନ୍ନ ଧୁନ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କବିତାଙ୍କ ସୁଲଳିତ କଣ୍ଠ ସ୍ୱର ଏବଂ ଡ଼.ସୁବ୍ରମନ୍ୟୟମଙ୍କର ଅପୁର୍ବ ବେହେଲା ବାଦନ ଶ୍ରୋତାମାନଙ୍କୁ ଶେଷପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।