ମନୋରଞ୍ଜନ

ମନୋରଞ୍ଜନ, ଫିଲ୍ମ , ଦୂରଦର୍ଶନ, ଟେଲିଭିଜନ, ନାଟକ

ଓଡିଶା ଖବରପର୍ଯଟନମନୋରଞ୍ଜନ

ରାଜାରାଣୀ ଉତ୍ସବ: ଉଦ୍ଯାପନୀ ସଂଧ୍ୟାରେ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ଶେଷରେ ବେହେଲାରେ ଡ଼. ସୁବ୍ରମନ୍ୟୟମ ଅନ୍ୟ।ନ୍ୟ ଯନ୍ତ୍ର ସଙ୍ଗୀତ ସହିତ ବିଭିନ୍ନ ଧୁନ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କବିତାଙ୍କ ସୁଲଳିତ କଣ୍ଠ ସ୍ୱର ଏବଂ ଡ଼.ସୁବ୍ରମନ୍ୟୟମଙ୍କର ଅପୁର୍ବ ବେହେଲା ବାଦନ ଶ୍ରୋତାମାନଙ୍କୁ ଶେଷପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନ

ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ୟୁନେସ୍କୋ ପୁରସ୍କାର

ଏ ବର୍ଷ ଏହି ପୁରସ୍କାରର ଆୟୋଜକ ଥିଲେ “ୟୁନେସ୍କୋ-ବେଙ୍କକ୍” ଏବଂ ମାଲେସିଆ ସରକାରଙ୍କ ସଂସ୍କୃତି ବିଭାଗ । ସମଗ୍ର ପଶ୍ଚିମ ଏସିଆରୁ ଭାରତର ଆଠ ଜଣ ଶିଳ୍ପୀ ଏହି ମର୍ଯ୍ୟାଦାପୁର୍ଣ୍ଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବିସ୍ତୃତ
ଓଡିଶା ଖବରପର୍ଯଟନମନୋରଞ୍ଜନ

ଓଡ଼ିଶୀ ନୃତ୍ୟ ସମ୍ଭାରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ

ଗୁରୁ ରାମହରି ଦାସଙ୍କ ସ୍ୱର ସଂଯୋଜନା ଏବଂ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳ ସଂଯୋଜନାରେ ସଙ୍ଗୀତା ନିଜେ ନୃତ୍ୟ ସଂଯୋଜନା କରିଥିଲେ । ତାଙ୍କର ପରବର୍ତୀ କାର୍ଯ୍ୟକ୍ରମ ଥିଲା ଅଭିନୟ । କବି ବନମାଳୀଙ୍କ ରଚନାରୁ ସେ ରାଧାକୃଷ୍ଣ ମିଳନର ଏକ କାବି୍ୟକ ଏବଂ ରସୋତିୀର୍ଣ୍ଣ ପରିବେଷଣ କରିଥିଲେ ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନ

ଓଡ଼ିଶୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧାରେ ଛାନ୍ଦ, ଚମ୍ପୁ ଓ ଓଡ଼ିଶୀ

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରିଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୂଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ଶିବାଙ୍ଗୀ ମହାପାତ୍ର ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନ

ଲିମ୍କା ରେକର୍ଡ଼ କୁଇଜ୍ ଫାଇନାଲରେ ପୋଖରୀପୁଟ ଡିଏଭି

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସାରା ଦେଶର ଯୁବ ପ୍ରତିଯୋଗୀମାନଙ୍କୁ ପ୍ରୋଶ୍ଚାହିତ କରି ଜ୍ଞାନର ବୃଦ୍ଧି ଘଟାଇବା । ଚଳିତ ବର୍ଷ ୮୦ଟି ସହରରେ ୪୦୦୦ ସ୍କୁଲର ପ୍ରତିଯୋଗୀମାନଙ୍କୁ ନେଇ ଆୟୋଜିତ ହୋଇଛି ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନ

ଧୁଲ୍ କେ ଫୁଲ୍ : ବସ୍ତି ପ୍ରତିଭା ଲୋକଲୋଚନକୁ ଆଣିବାର ପ୍ରୟାସ

ଏହି ଧୁଲ୍ କେ ଫୁଲ୍ ର ଯାତ୍ରାରେ ୪୫୦ ଜଣ ବିଭିନ୍ନ ବସ୍ତିର ପିଲା ସାମିଲ ହୋଇ ବିଭିନ୍ନ ପର୍ଯ୍ୟାୟରେ ଶେଷ ଫିନାଲ ଷ୍ଟେଜକୁ ୧୬ଜଣ ମନୋନିତ ହୋଇଥିଲେ । ନୃତ୍ୟ ଓ ସଂଗୀତ ଉଭୟ ବିଭାଗରେ ଉଶ୍ଚୁକତା ଦେଖାଇ ଏହି ପିଲାମାନେ ସମବେତ ଜନତାଙ୍କ ମନ ମୋହିପାରିଥିଲେ ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନ

ଡିଜାୟର୍ସ ଅଫ୍ ଦି ହାର୍ଟ : ହଲିଉଡ ଚଳଚ୍ଚିତ୍ର ଓ ଓଡିଆ ନିର୍ମାତା

ସଲିଲା ପରିଡା, ଡିଓଟିଏଚ୍ ଏଣ୍ଟରଟେନମେଣ୍ଟ ର ପ୍ରତିଷ୍ଠାତା ଜଣେ ବହୁପ୍ରତିଭାଶାଳୀ ବ୍ୟକ୍ତିତ୍ୱ । ସେ ଅର୍ଥନୀତିର ଜଣେ ଛାତ୍ରୀ ତେବେ ସେ ହଲିଉଡ ଫିଲ୍ୱ ଇନଷ୍ଟିଚ୍ୟୁଟରୁ ନିର୍ଦେଶନା ଓ ପ୍ରଡକ୍ସନ୍ ପାଠ୍ୟକ୍ରମ ସହ ଲଣ୍ଡନରୁ ଫ୍ୟାସନ ଡିଜାଇନିଂ ମଧ୍ୟ କରିଛନ୍ତି ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନମୁଖ୍ୟ ଖବର

ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ

ଏଥିସହିତ ଉପସ୍ଥିତ ଥିଲେ ସ୍ଥାନୀୟ ସ୍କୁଲ୍ର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟତ୍ରୀ,ଫିଲ୍ମ ପ୍ରଡ଼କ୍ସନ କଣ୍ଟୋଲର ଜିତୁ ଭାଇ,ଶୁଭେନ୍ଦୁ ମହାନ୍ତି,ବାବି ମହାପାତ୍ର,ବାଟିଭାଇ ପ୍ରମୁଖ ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନମୁଖ୍ୟ ଖବର

ନିର୍ମାଣ ହେଉଛି ଆକ୍ସନ ଫିଲ୍ମ ‘ଆଦିତ୍ୟ ଦି ଏନକାଉଣ୍ଟର ସ୍ପେଶାଲିଷ୍ଟ’

ଏହାକୁ ପ୍ରଯୋଜନା କରୁଛନ୍ତି ସରୋଜ କୁମାର ସାମନ୍ତରାୟ ଓ ର୍ନିେଶନା ଦେଉଛନ୍ତି ନିମାଇଁ ଓଝା ।

ବିସ୍ତୃତ
1 5 6 7
Page 6 of 7