Category: ମାନବାଧିକାର

ସାମ୍ବାଦିକଙ୍କୁ ମାଡମାରି ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଗିରଫ

କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର ନିଲମ୍ବିତ ହୋଇଥିଲେ ।

କିଡନି ବିକ୍ରି ମାମଲା ରେ ରିପୋର୍ଟ ତଲବ

ବାପାଙ୍କ ସମେତ ପରିବାରର ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ସେ କିଛି କରିବାକୁ ଚାହୁଁଥିଲା । ଏହି ପରିସ୍ଥିତିରେ ବ୍ରହ୍ଣପୁରର ଜଣେ ଲୋକଙ୍କ ସହ ଦେଖା ହୋଇ କିଡନି ଆବଶ୍ୟକ ଥିବା ସମ୍ପର୍କରେ ସେ ଜାଣି ପାରିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ବଦଳରେ କିଡନି ବିକ୍ରି କରିବା ପାଇଁ ରାଜି ହୋଇଥିଲା ।

ମୁଖ୍ୟ ସୂଚନା କମିଶନର ପଦ ପାଇଁ ବିଜ୍ଞପ୍ତି, ଜୁଲାଇରେ ନିଯୁକ୍ତି ସମ୍ଭାବନା

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୦୫ ଅକ୍ଟୋବରରେ ତିଆରି ହୋଇଥିବା ଏହି କମିଶନର ମୁଖ୍ୟ ସୂଚନା କମିଶନର ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣ କାନ୍ତି ମିଶ୍ରଙ୍କ କାର୍ଯ୍ୟକାଳ ଗତ ମାର୍ଚ ମାସରେ ସରିବା ପରେ ଏହି ପଦବୀ ଖାଲି ଅଛି ।

(ଶ୍ରଦ୍ଧାଞ୍ଜଳି) ସାଇ ସ୍ମୃତି

ମୁମ୍ବାଇରେ ଥାଇ ଓଡିଶାର ବହୁ ଲୋକଙ୍କ ସହ ସମ୍ପର୍କ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଥିଲା ତାଙ୍କର ଅଭ୍ୟାସ ।ମଝିରେ ମଝିରେ ଭୁବନେଶ୍ୱର ଆସିଲେ ମୋତେ ଡାକନ୍ତି ଓ ଆମର ଦେଖାହୁଏ । ମାନବାଧିକାର ସମ୍ପର୍କିତ ମିଟିଂ ଓ କର୍ମଶାଳାରେ ମଧ୍ୟ ଦେଖାହୁଏ । ଗତ ମାସରେ ସେ ଡିଜିଟାଲ୍ ଓଡିଶା ଉପରେ…

ଟ୍ରେନ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ରେଳବାଇକୁ ନିର୍ଦ୍ଦେଶ

ବଗିରେ ମୂଷା ଓ ଅସରପା ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ପାଇଖାନାଗୁଡିକର ଅବସ୍ଥା କହିଲେ ନସରେ । ଏଗୁଡିକରୁ ଦୁର୍ଗନ୍ଧ ବାହାରୁଥିବା ସତ୍ୱେ ସଫା କରାନଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିଥିଲ। । ସେହିପରି ସେ ବିଳାସପୁରରୁ ଫେରିବା ବେଳେ ମଧ୍ୟ ଅନ୍ୟ ଏକ ସୁପରଫାଷ୍ଟ ଟ୍ରେନ୍ ରେ ସମାନ ଅବସ୍ଥା…

ଟ୍ରେନ୍ ପୋଡି ମାମଲାରେ ଗିରଫଦାରୀକୁ ନେଇ ରିପୋର୍ଟ ତଲବ

ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ଆଳରେ ପୁଲିସ୍ ୧୯ ତାରିଖ ରାତିରେ ଉକ୍ତ ଗାଁର ୫୧ ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅପରେସନ୍ ସମୟରେ ପୁଲିସ୍ ଲୋକଙ୍କ ଘର କବାଟ…

ଶିଶୁକୁ କୁକୁର ଖାଇଥିବା ଅଭିଯୋଗ ଉପରେ ସାନି ତଦନ୍ତ ନିର୍ଦେଶ

ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ବେସରକାରୀ ସଂଗଠନମାନଙ୍କୁ ସନ୍ଦେହ କରା ନ ଯାଉ:ସ୍ଵେଚ୍ଛାସେବୀ

ବିଶ୍ୱ ଦିବସ ୨୦୧୫ ପାଳନ ଅବସରରେ ଶନିବାର ୟୁଥ୍ ଫର ସୋସିଆଲ ଡେଭଲାପମେଣ୍ଟ , ସିଭିକସ୍ ଏବଂ ଅନ୍ୟାନ୍ୟ ନାଗରିକ ସଂଗଠନ ଦ୍ୱାରା ସ୍ଥାନୀୟ ଗଂଜାମ କଳା ପରିଷଦ ଠାରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଉର୍ଦ୍ଧ ନାଗରିକ ସଂଗଠନ ପ୍ରତିନିଧି, ସାମାଜିକ କର୍ମୀ, ବସ୍ତି ବାସିନ୍ଦା, ଯୁବକ ଓ ମହିଳା ସରକାରଙ୍କର…

ବୁର୍ଲା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ଦାୟର କରିଥିଲେ । ବୁର୍ଲା ହସ୍ପିଟାଲକୁ ବଦଳି ହୋଇଥିବା ଡାକ୍ତରମାନେ ପ୍ରାୟତଃ ଡାକ୍ତରଖାନାକୁ ଆସୁନଥିବା ସେ ଅଭିଯୋଗ କରିଥିଲେ । ଡାକ୍ତରଖାନାକୁ ଯୋଗାଣ ହେଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ୱୀକାର କରିଥିବାରୁ…

ସରକାରୀ ନିଷ୍କ୍ରିୟତା ଅଭିଯୋଗ କରି ବିଚାରାଧୀନ ବନ୍ଦୀଙ୍କ ଅନଶନ

ଗୋଟିଏ ପଟେ ସେମାନଙ୍କୁ ଜାମିନ ମିଳୁନାହିଁ ଏବଂ ଅନ୍ୟପଟେ ବିଚାର ପ୍ରକ୍ରିୟା ମଧ୍ୟ ସରୁ ନାହିଁ। ସାକ୍ଷୀ ମାନେ ଆସୁନାହାନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କୁ ହାଜର କରାଇବା ଦିଗରେ କୋର୍ଟ କିମ୍ବା ପୁଲିସ କୋଣସି ପଦକ୍ଷେପ ଗ୍ରହଣ କରୁନ ଥିବା ଅଭିଯାନ ଅଭିଯୋଗ କରିଛି ।

This website uses cookies.