Category: ରୋକ ଠୋକ

ଆମ ଗାଁରେ ଆମେ ସରକାର

ସୁନ୍ଦରଗଡ ଜିଲ୍ଲାର ଛୋଟିଆ ଜଙ୍ଗଲ ଗ୍ରାମ ବାଞୀକଚ୍ଚାରରୁ ଏକ ବଡ ସାମ୍ବୀଧାନିକ ବିବାଦ ମୁଣ୍ଡଟେକିଛି । ପ୍ରାୟ ୩୨ ଘର…

ସୁନ୍ଦରଗଡ ଜିଲ୍ଲାର ଛୋଟିଆ ଜଙ୍ଗଲ ଗ୍ରାମ ବାଞୀକଚ୍ଚାରରୁ ଏକ ବଡ ସାମ୍ବୀଧାନିକ ବିବାଦ ମୁଣ୍ଡଟେକିଛି । ପ୍ରାୟ ୩୨ ଘର ବିଶିଷ୍ଟ ଏହି ଗାଁର ଲୋକେ ଗତ କିଛି ଦିନ ହେବ ନିଜ ପାରମ୍ପାରିକ ସୀମା ଭିତରେ ଥିବା ଜମି ଓ ଜଙ୍ଗଲକୁ ସୁରକ୍ଷିତ ରିଖିବାକୁ ସଂଘର୍ଷ କରୁଛନ୍ତି । ମେ ୧୬ରେ ଏହା ଭିନ୍ନ…

କ୍ଷେତକେ ମୁଡାଟେ – ଘରକେ ବୁଢାଟେ

‘କ୍ଷେତକେ ମୁଡା (ଛୋଟ ପୋଖରୀ)ଟେ ଆରୁ ଘରକେ ବୁଢାଟେ’ ପଶ୍ଚିମ ଓଡିଶାର ଏକ ଲୋକ ଉକ୍ତି । ବିଭିନ୍ନ କଥା…

‘କ୍ଷେତକେ ମୁଡା (ଛୋଟ ପୋଖରୀ)ଟେ ଆରୁ ଘରକେ ବୁଢାଟେ’ ପଶ୍ଚିମ ଓଡିଶାର ଏକ ଲୋକ ଉକ୍ତି । ବିଭିନ୍ନ କଥା ପ୍ରସଙ୍ଗରେ ଲୋକେ ଏହାକୁ କହିଥାନ୍ତି । କହିବାର ତାତ୍ପର୍ଯ୍ୟ, ପାଚିବାକୁ ଥିବା ଫସଲ ବର୍ଷା ଅଭାବରୁ ନଷ୍ଟ ହେବାକୁ ବସିଥିବା ବେଳେ ବିଲରେ ମୁଡାଟିଏ ଥିଲେ ଅତି କମରେ ଥରେ ପାଣି ମଡାଯାଇ ଜୀବନ…

ରାଜା ଘରେ କୁଣିଆ

କନାରୁ କର୍ପୁର ଉଡିଯାଇଥିଲେ ବି କନା ସହିତ ଯୋଡି ହୋଇଥିବା ଇତିହାସ ଓ କିମ୍ବଦନ୍ତି ସର୍ବଦା ରହସ୍ୟ ଓ ରୋମାଂଚ…

କନାରୁ କର୍ପୁର ଉଡିଯାଇଥିଲେ ବି କନା ସହିତ ଯୋଡି ହୋଇଥିବା ଇତିହାସ ଓ କିମ୍ବଦନ୍ତି ସର୍ବଦା ରହସ୍ୟ ଓ ରୋମାଂଚ ଭରା । ଏଣୁ ଏହା ଲୋକଙ୍କୁ ରୋଚକ ଲାଗିବା ସହ ଅନୁତ୍ସନ୍ଧିସୁ କରେ । ସ୍ୱାଧିନୋତ୍ତର ଭାରତ ବର୍ଷରେ ରାଜୁଡି ଶାସନ କେବେଠୁ ଗଲେବି ସେହି ସମାନ କାରଣରୁ ଏଯାଏଁ ରାଜା ଓ ରାଜ…

ଶ୍ରମ ବଜାରରେ ଭିନ୍ନକ୍ଷମ ଅଲୋଡା

ସମସ୍ତଙ୍କ ସହିତ ଓ ସମସ୍ତଙ୍କ ବିକାଶ ବର୍ତ୍ତମାନ ସରକାରଙ୍କ ସ୍ଲୋଗାନ ହୋଇଥିଲେବି ଭିନ୍ନକ୍ଷମମାନେ ଏହି ‘ସମସ୍ତ’ଙ୍କ ଭିତରେ ବୋଧହୁଏ ଏପର୍ଯ୍ୟନ୍ତ…

ସମସ୍ତଙ୍କ ସହିତ ଓ ସମସ୍ତଙ୍କ ବିକାଶ ବର୍ତ୍ତମାନ ସରକାରଙ୍କ ସ୍ଲୋଗାନ ହୋଇଥିଲେବି ଭିନ୍ନକ୍ଷମମାନେ ଏହି ‘ସମସ୍ତ’ଙ୍କ ଭିତରେ ବୋଧହୁଏ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି । ସମସ୍ତ ପ୍ରକାରର ଭିନ୍ନକ୍ଷମଙ୍କୁ ଗୋଟିଏ ଭାବରେ ଗଣିଲେ ଏମାନେ ଦେଶର ସର୍ବବୃହତ ସଂଖ୍ୟାଲଘୁ ଗୋଷ୍ଠି ହେବେ । ଏହା ସତ୍ତେ୍ୱବି ଭୋଟ ରାଜନୀତିକୁ ଏମାନେ ପ୍ରଭାବିତ କରିପାରି ନାହାନ୍ତି…

ଉତ୍ତରଦାୟୀତ୍ୱରୁ ଓହରି ଯାଉଛନ୍ତି ସରକାର

ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବୀଧାନିକ ବିଧି ବ୍ୟବସ୍ଥା ଆଧାରରେ ନାଗରିକଙ୍କ ପ୍ରତି ନିର୍ବାଚିତ ସରକାରଙ୍କ ଉତ୍ତରଦାୟୀତ୍ୱ ନ୍ୟସ୍ତ କରାଯାଇଛି । ସମସ୍ତଙ୍କ…

ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବୀଧାନିକ ବିଧି ବ୍ୟବସ୍ଥା ଆଧାରରେ ନାଗରିକଙ୍କ ପ୍ରତି ନିର୍ବାଚିତ ସରକାରଙ୍କ ଉତ୍ତରଦାୟୀତ୍ୱ ନ୍ୟସ୍ତ କରାଯାଇଛି । ସମସ୍ତଙ୍କ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ , ଗମନାଗମନ ପରି ମୌଳିକ ସେବା ପାଇଁ ଭିତ୍ତିଭୂମି ତିଆରି ଓ ପରିଚାଳନା କରିବା ତାରି ଭିତରୁ ଏକ ପ୍ରମୁଖ ଦାୟୀତ୍ୱ । ଆମ ରାଜ୍ୟ ପରିପ୍ରେକ୍ଷିରେ ଯଦି ଆଲୋଚନା…

ଧାରା ୩୭୫ ଓ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ

  ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ରେ ଧର୍ଷଣ ଓ ଏ ସଂକ୍ରାନ୍ତିୟ ଦଣ୍ଡ ବିଧିର ବ୍ୟାଖ୍ୟା କରାଯାଇଛି ।…

  ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ରେ ଧର୍ଷଣ ଓ ଏ ସଂକ୍ରାନ୍ତିୟ ଦଣ୍ଡ ବିଧିର ବ୍ୟାଖ୍ୟା କରାଯାଇଛି । ଏଥିରେ ଥିବା ଅନେକ ପ୍ରାବଧାନ ଭିତରୁ ୧୮ ବର୍ଷରୁ କମ ବାଳିକାଙ୍କ ସହ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରାଯିବା ଗୁରୁତ୍ୱପୂର୍ଣ୍ଣ । ହେଲେ ନାବାଳିକା ବିବାହିତ ହୋଇଥିବେ ଓ ସ୍ୱାମୀ ସହ ସହବାସ…

ଭାଗଚାଷ ପାଇଁ ଚୁକ୍ତି

ଆଗାମି ବିଧାନସଭା ଅଧିବେଷନରେ ଭାଗଚାଷିଙ୍କୁ ମାନ୍ୟ‎ତା ଦେବା ପାଇଁ ସରକାର ଏକ ଆଇନ ଆଣିବାକୁ ଘୋଷଣା କରିଛନ୍ତି । ମରୁଡି…

ଆଗାମି ବିଧାନସଭା ଅଧିବେଷନରେ ଭାଗଚାଷିଙ୍କୁ ମାନ୍ୟ‎ତା ଦେବା ପାଇଁ ସରକାର ଏକ ଆଇନ ଆଣିବାକୁ ଘୋଷଣା କରିଛନ୍ତି । ମରୁଡି ପ୍ରଭାବିତ ଚାଷ ଓ ଚାଷି ଆତ୍ମହତ୍ୟା ପ୍ରସଙ୍ଗରେ ଜନମତ ହୁଏତ ସରକାରଙ୍କୁ ଏଥିପାଇଁ ପ୍ରଭାବିତ କରିପାରିଥାଏ । ପ୍ରଥମ ପାଦକ୍ଷେପ ସ୍ୱରୁପ ଏହି ପରିପ୍ରେକ୍ଷିରେ ଗତ ଏପ୍ରିଲ ୩୦ ତାରିଖ ଦିନ ରାଜସ୍ୱ ବିଭାଗ…

ଗ୍ରୀଷ୍ମର ତାତି ଓ ସରକାରଙ୍କ ନୀତି

ପ୍ରଚଣ୍ଡ ରୌଦ୍ର ତାପରେ ଏବେ ଡହକ ବିକଳ ହେଉଛନ୍ତି ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଜନସାଧାରଣ । ସଧାରଣତଃ…

ପ୍ରଚଣ୍ଡ ରୌଦ୍ର ତାପରେ ଏବେ ଡହକ ବିକଳ ହେଉଛନ୍ତି ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଜନସାଧାରଣ । ସଧାରଣତଃ ଏପ୍ରିଲରୁ ଜୁନ ଭିତରେ ୪୫ଂ ରୁ ଅଧିକ ତାପମାତ୍ରା ଲଗାତାର ଭାବରେ ରହିଲେ ଗ୍ରୀଷ୍ମ ପ୍ରବାହ ଜନୀତ ସତର୍କତା ଜାରି ହୋଇଥାଏ । ହେଲେ ଏଥରର ମାର୍ଚ ମାସରୁ ପରିସ୍ଥିତି ଅସମ୍ଭାଳ ହେଲାଣି ।…

ଭିଟାମାଟିର ବାସ୍ନା

ଦୃଢ ମନୋବଳ ଓ କଠିନ ପରିଶ୍ରମ ଦାଦନର ଦୁଃଖ ଭିତରେ ବି ସ୍ୱାଭୀମାନ ଓ ସ୍ୱାବଲମ୍ବନର ଇଚ୍ଛାକୁ ଜାଗ୍ରତ କରିବାରେ…

ଦୃଢ ମନୋବଳ ଓ କଠିନ ପରିଶ୍ରମ ଦାଦନର ଦୁଃଖ ଭିତରେ ବି ସ୍ୱାଭୀମାନ ଓ ସ୍ୱାବଲମ୍ବନର ଇଚ୍ଛାକୁ ଜାଗ୍ରତ କରିବାରେ ଏକଥା ରଞନଙ୍କ ସଂଘର୍ଷମୟ ଜୀବନ କାହାଣୀ ବଖାଣ କରେ । ରଞନ ସାହୁ, ବୟସ ୪୫ । ବରଗଡ ଜିଲ୍ଲା ଗଇସିଲେଟ ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗ୍ରାମର ବସିନ୍ଦା । ଗରିବ ପରିବାରରେ ଜନ୍ମନେଇଥିଲେ…

ଘର ନାହିଁ ଯାହାର

  ଶୀତର ଜାଡରେ ଘର ଭିତରେ ଶୋଇଥିବା ବେଳେ ଦେହରୁ କମ୍ବଳ ଖସିଗଲେ ନିଦ ଭାଙ୍ଗି ଯାଉଛି । ହେଲେ…

  ଶୀତର ଜାଡରେ ଘର ଭିତରେ ଶୋଇଥିବା ବେଳେ ଦେହରୁ କମ୍ବଳ ଖସିଗଲେ ନିଦ ଭାଙ୍ଗି ଯାଉଛି । ହେଲେ ଭାଗ୍ୟର ବିଡମ୍ବନା, କେବଳ ଶୀତ ନୁହେଁ, ଖରା ଓ ବର୍ଷାରେ ବି ଅନେକଙ୍କ ରାତି କଟୁଛି ରାସ୍ତା କଡରେ, ବସ ଷ୍ଟାଣ୍ଡରେ, ରେଳ ଷ୍ଟେଶନରେ, ମନ୍ଦିରର ବାରଣ୍ଡାରେ, ଫ୍ଲାଇ ଓଭର ତଳେ । ଗାଁରେ…

This website uses cookies.