Category: ରୋକ ଠୋକ

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟ

1 ବିଘ୍ନେଶ୍ୱର ସାହୁ ବିଚ୍ଛିନ୍ନାଞ୍ଚଳ କହିଲେ ଆମେ ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଓ ଉତ୍ତରପଟକୁ ଲାଗିରହିଥିବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ…

1 ବିଘ୍ନେଶ୍ୱର ସାହୁ ବିଚ୍ଛିନ୍ନାଞ୍ଚଳ କହିଲେ ଆମେ ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଓ ଉତ୍ତରପଟକୁ ଲାଗିରହିଥିବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମୁଖ୍ୟତଃ ବୁଝିଥାଉ । ପ୍ରାକ୍ ସ୍ୱାଧୀନତା କାଳରୁ ଆମେ ଓଡ଼ିଶାକୁ ଅଥବା ଓଡ଼ିଶାର ମାନଚିତ୍ରକୁ ଯେପରି ଭାବରେ ଦେଖୁଛୁ, ପୂର୍ବରୁ ତାହାର ପରିସୀମା କାହିଁ କେତେଗୁଣରେ ଅଧିକା ଥିଲା । କୁହାଯାଉଥିଲା, ଗଙ୍ଗାଠାରୁ ଗୋଦାବରୀ…

ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ପ୍ରିୟଲୋକ

୧୯୯୬ ମସିହାରେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପରଠୁଁ ଯେଉଁ ରାଜନୀତିକ ସଫଳତା…

୧୯୯୬ ମସିହାରେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପରଠୁଁ ଯେଉଁ ରାଜନୀତିକ ସଫଳତା ହାସଲ କରିଛନ୍ତି ତତ୍ତୁଲ୍ୟ ସଫଳତା ଅନ୍ୟ କୌଣସି ଓଡ଼ିଆ ରାଜନେତା ହାସଲ କରି ନାହାନ୍ତି ।

ଜଷ୍ଟିସ୍ କାଟଜୁ, ବିଦ୍ରୁପ ଓ ଓଡିଆ ସ୍ଵାଭିମାନ; କେତୋଟି କଥା

ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ, ଭାରତର ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି, ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ…

ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ, ଭାରତର ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି, ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ ଓ ସମ୍ପ୍ରତି ସୋସିଆଲ୍ ମିଡିଆ ରେ ସବୁଠୁ ବେଶୀ ଗାଳି ଦେଉଥିବା ଓ ଗାଳି ଖାଉଥିବା ଏକ ଚରିତ୍ର ।

ଧଳ ସାମନ୍ତଙ୍କ ସାମ୍ରାଜ୍ୟ ଓ ନେତାଙ୍କ ତଥାକଥିତ ନିରୀହତା

ରାଜନୀତିର କଦର୍ଯ୍ୟ ଚକ୍ରବ୍ୟୁହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ…

ରାଜନୀତିର କଦର୍ଯ୍ୟ ଚକ୍ରବ୍ୟୁହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ । ଏହି ସମର୍ଥନର ପରିଣତି ସ୍ୱରୂପ ଅପରାଧୀଙ୍କ କଳା ସାମ୍ରାଜ୍ୟ ବଢିଚାଲିଛି ଓ ନେତାମାନଙ୍କର କଳାରଙ୍ଗର ନିରୀହତା ଆମକୁ ସବୁବେଳେ ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ଅଭିପ୍ରେରିତ କରୁଛି ।

ଆଇନଜୀବିଙ୍କ ସାମାଜିକ ଦାୟିତ୍ୱବୋଧ (ରୋକ୍ ଠୋକ୍)

ଆଇନ ପେଶାକୁ କେବଳ ନିଜ ଉଦ୍ଦେଶ୍ୟରେ ନୁହେଁ ସମାଜ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ମଧ୍ୟ ଯୁବ ଆଇନଜୀବି ମାନେ…

ଆଇନ ପେଶାକୁ କେବଳ ନିଜ ଉଦ୍ଦେଶ୍ୟରେ ନୁହେଁ ସମାଜ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ମଧ୍ୟ ଯୁବ ଆଇନଜୀବି ମାନେ ଆଗଭର ହେଉନାହାଁନ୍ତି । ଆଇନଜୀବି ମାନଙ୍କ ଭୂମିକା କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ ନରହି ଆଇନ ତିଆରି କରିବା ଠାରୁ ଆରମ୍ଭ କରି ଆଇନରେ ସଂଶୋଧନ କରିବା ପର୍ଯ୍ୟନ୍ତ ଓ ଦେଶରେ ସୁପ୍ରଶାସନ…

କୃଷକଙ୍କ ଦୁରାବସ୍ଥା ଓ ରାଷ୍ଟ୍ରୀୟ କୃଷକ କମିସନ୍-ଜଗଦୀଶ ପ୍ରଧାନ

୨୦୦୪ ରୁ ୨୦୦୬ ମଧ୍ୟରେ ରାଷ୍ଟ୍ରୀୟ କୃଷକ କମିସନ ଦେଇଥିବା ପ୍ରସ୍ତାବମାନଙ୍କର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଅଛି ଏବଂ ଉଭୟ…

୨୦୦୪ ରୁ ୨୦୦୬ ମଧ୍ୟରେ ରାଷ୍ଟ୍ରୀୟ କୃଷକ କମିସନ ଦେଇଥିବା ପ୍ରସ୍ତାବମାନଙ୍କର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଅଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉକ୍ତ ପ୍ରସ୍ତାବ ସବୁର ଆଧାରରେ ପଦକ୍ଷେପ ନେଲେ ଦେଶରେ ତଥା ରାଜ୍ୟମାନଙ୍କରେ କୃଷକମାନଙ୍କର ଦୁରାବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ ।

ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ – କେତୋଟି ପ୍ରସ୍ତାବ: ଜଗଦୀଶ ପ୍ରଧାନ

ଯେଉଁ ଚାଷୀମାନେ ଫସଲହାନୀ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି, ପଞ୍ଚାୟତସ୍ତରରେ ସେଭଳି ଚାଷୀମାନଙ୍କୁ…

ଯେଉଁ ଚାଷୀମାନେ ଫସଲହାନୀ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି, ପଞ୍ଚାୟତସ୍ତରରେ ସେଭଳି ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାପାଇଁ ପଞ୍ଚାୟତ ପ୍ରତିନିଧି, ଗ୍ରାମସେବକ ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ସରକାର ତୁରନ୍ତ ନିୟୋଜିତ କରିବା ଆବଶ୍ୟକ।

କେବି ସିଂହଙ୍କ ପୁଲିସ ଡିଜି ପଦବୀରେ ନିଯୁକ୍ତି କାହିଁକି ଯଥାର୍ଥ : ଅଶୋକ ସାହୁ

ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା…

ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା କାରଣରୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି ତେବେ ସରକାର ତାହା ଅନୁରୂପ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ । କିନ୍ତୁ ଉପରୋକ୍ତ ମାମଲାରେ ସେମିତି କୌଣସି ନିର୍ଦ୍ଦେଶ ନଥିବା କାରଣରୁ ଶ୍ରୀ କେବି…

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’

ଦୁଇ ଦିନ ତଳେ ଇଣ୍ଡିଆ ଟୁଡେ ସର୍ଭେ ଅନୁଯାୟୀ ରାଜ୍ୟର ଯଥେଷ୍ଟ ବିକାଶ ହୋଇଥିବା କଥା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ…

ଦୁଇ ଦିନ ତଳେ ଇଣ୍ଡିଆ ଟୁଡେ ସର୍ଭେ ଅନୁଯାୟୀ ରାଜ୍ୟର ଯଥେଷ୍ଟ ବିକାଶ ହୋଇଥିବା କଥା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ବିଜୁ ଜନତା ଦଳ ମହିଳା ଶାଖାର ନେତୃତ୍ଵ ନେଇ ମଲ୍ଲିକ ନବୀନ ନିବାସ ଯାଇଥିଲେ। ସେଠାରୁ ବାହାରିବା ପରେ ଗଣମାଧ୍ୟମକୁ ଭେଟି ଏହି ଅଭାବନୀୟ ମନ୍ତବ୍ୟ ଦେଇ ଥିଲେ…

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ…

୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା । ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ…

This website uses cookies.