ରୋକ ଠୋକ

ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

ସରକାରୀ ଋଣ ଆଦାୟ ହେଉନାହିଁ । ଋଣ ଦିଆଯାଉଛି । ସେହିଭଳି ଘରୋଇ ସଂସ୍ଥାରୁ ଚାଷ ପାଇଁ ଚାଷୀ ଋଣ କଲେ ଫସଲ ଉତୁରିବା ଆଗରୁ କେହି ଋଣ ମାଗନ୍ତି ନାହିଁ । ତେଣୁ ଋଣ ବୋଝ ସହିନପାରି ଅସମୟରେ ଯେ ଚାଷୀ ଆତ୍ମହତ୍ୟା କରୁଛନ୍ତି ଏକଥାକୁ ସହଜରେ ବିଶ୍ୱାସ କରିହେଉନାହିଁ ।

‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ

କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷି…

ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)

ସାଂପ୍ରତିକ ସାଂପ୍ରଦାୟୀକ ଶକ୍ତିମାନଙ୍କର ସ୍ୱେଚ୍ଚାଚାରିତା ବିରୁଦ୍ଧରେ ସୃଜନଶୀଳ ସମୁଦାୟର ଦାୟିତ୍ୱ’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ଯୋଗଦେଇଥିବା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ନାରଦ ସମ୍ମାନ ଫେରାଇବାକୁ ଘୋଷଣା କରିଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଛି । ସାଧାରଣ ଭାବରେ ଏଠାରେ ପ୍ରଶ୍ନ ଉଠେ ୨୦୦୩ ମସିହାରେ ନାରଦ ସମ୍ମାନ ପାଇଥିବା ପ୍ରଶାନ୍ତ ପଟ୍ଟନାୟକ ବିଶ୍ୱ…

ପୋଲିସ ଆଇନରେ ପରିବର୍ତ୍ତନ କାହିଁକି ଓ କାହା ପାଇଁ (ରୋକ୍ ଠୋକ୍)

ଚଳିତ ବିଧାନସଭା ଅଧିବେଶନରେ ଓଡ଼ିଶା ପୋଲିସ୍‍ ବିଧେୟକ -୨୦୧୫ ଗୃହୀତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବିଧାନସଭାର ପରିସ୍ଥିତି ଯାହା ସେଥିରେ ପୋଲିସ୍‍ ଆଇନ୍‍ ଭଳି ଏକ ସମ୍ବେଦନଶୀଳ ବିଧେୟକର ସଠିକ୍‍ ଆଲୋଚନା ହୋଇପାରିବ, ଏ ବିଶ୍ୱାସ ନାହିଁ ।

ଶହେ ଘଣ୍ଟାର ଭଣ୍ଡ ଭାଗବତ ଓ ଭକ୍ତିର ରାଜନୀତି (ରୋକ୍ ଠୋକ୍)

ଯେଉଁ ନିର୍ବୋଧମାନେ ଏହି ବଜାରର ପଣ୍ୟ ହେବାକୁ ଦଉଡ଼ିଯା’ନ୍ତି, ସେମାନଙ୍କ ପ୍ରତି ଦୟା ଦେଖାଇବାର କୌଣସି କାରଣ ନାହିଁ । ଭକ୍ତମାନେ ପ୍ରତାରିତ ହେବା ପାଇଁ ନିଜକୁ ସମର୍ପିତ କରିଥା’ନ୍ତି । ସତ କହିଲେ, ପ୍ରତାରଣା ସେମାନଙ୍କୁ କାଟେ ନାହିଁ । ଗୋଟିଏ ବାବା ବଦନାମ୍ ହେଲେ ସେମାନେ ଆଉ ଗୋଟିଏ ବାବା ବା ମାତାର…

କଙ୍କଡ଼ା ହେବାର ଗୌରବ ଓ ଓଡ଼ିଆ ମଧ୍ୟବିତ୍ତ (ରୋକ୍ ଠୋକ୍ )

ରଘୁରାଜପୁର ଗାଁର ପାନ ବରଜରେ କାମ କରୁଥିବା ଗୋଟେ ସାଧାରଣ ପରିବାରର ପିଲା କେଳୁ ଚରଣ ମହାପାତ୍ରଙ୍କ ଉଦ୍ୟମରେ ଓଡ଼ିଶୀ ଭଳି ଏକ ନୃତ୍ୟ ପଚାଶ ବର୍ଷ ଭିତରେ ସାରା ପୃଥିବୀରେ ବ୍ୟାପି ଗଲା  । କେଳୁବାବୁଙ୍କୁ ନେଇ ଏ ଜାତି କେତେ ଗର୍ବ କରିଛି ? ଆଜି ଓଡ଼ିଶୀ ନୃତ୍ୟ ପୃଥିବୀର ଶହେଟି ଦେଶରେ ନିଜର…

ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ…

ନବକଳେବର : ଯାହା ଆମେ ଜାଣିଲୁ ନାହିଁ (ରୋକ୍ ଠୋକ୍ )

ନବକଳେବର କେବଳ ଏକ ପୂଜା ଉପଚାର ନୁହେଁ । ଏହା ସହିତ ପାଖାପାଖି ହଜାର ବର୍ଷର ଓଡ଼ିଶା ରାଜନୀତି ଓ ତା’ର ଇତିହାସ ଜଡ଼ିତ । ମାଦଳା ପାଞ୍ଜି ଅନୁସାରେ ପ୍ରଥମ ନବକଳେବରର ବର୍ଣ୍ଣନା ସହିତ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମ୍ବନ୍ଧ ସ୍ପଷ୍ଟ ବାରି ହୋଇ ପଡ଼େ ।

ଖଣିଜ ଖୁସି ଓ କର୍କଟ ରୋଗର ଧୂଳି (ରୋକ୍ ଠୋକ୍)

ସୁକିନ୍ଦା ଭଳି କେଉଁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ୍‍, ମୟୂରଭଞ୍ଜ, ରାୟଗଡ଼ା ଇତ୍ୟାଦି ଜିଲ୍ଲାରେ ଏହି ସମସ୍ୟା ଆହୁରି ଗୁରୁତର । ଏହାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର୍କ ଥିଲା ପରି ମନେ ହେଉନାହିଁ । ସେହିପରି ରାଜ୍ୟର ପ୍ରଦୂଷଣକୁ ନେଇ କାମ କରୁଥିବା ବେସରକାରୀ ସଂଗଠନଗୁଡ଼ିକ ମଧ୍ୟ ଏ ସଂକ୍ରାନ୍ତରେ ନିରବ ରହିଥିଲା ଭଳି…

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ…

This website uses cookies.