Category: ରୋକ ଠୋକ

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ…

ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

କୃଷ୍ଣଲୀଳା:ନୂଆ ଆବିଷ୍କାର ନା ପୁରୁଣାର ଅନୁକରଣ !(ରୋକ୍ ଠୋକ୍)

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ…

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ…

ମାଡ଼ ଖାଉଥିବା ପୋଲିସ ଓ ବସ୍ତିର ଲେଡି ଡନ୍‍

ଗୋଟିଏ ଛୋଟ ଘଟଣା ଏତେ ବଡ଼ ଖଳନାୟିକାକୁ ଜନ୍ମ ଦେଇପାରେ - ଏହା ହେଉଛି ଆମ ଗଣମାଧ୍ୟମର ଚାଲାକି ।…

ଗୋଟିଏ ଛୋଟ ଘଟଣା ଏତେ ବଡ଼ ଖଳନାୟିକାକୁ ଜନ୍ମ ଦେଇପାରେ - ଏହା ହେଉଛି ଆମ ଗଣମାଧ୍ୟମର ଚାଲାକି । ଆମେ ଜଣେ ସାଧାରଣ ଗଣ୍ଡଗୋଳକାରିଣୀଙ୍କୁ କଙ୍ଗାରୁ କୋର୍ଟ ଚଲାଉଥିବା ନକ୍ସଲ ବୋଲି କହିପାରୁ । ଏହାହିଁ ଆମ ସମୟର ବିଡମ୍ବନା ।

ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା…

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ…

ହଳଧର ନାଗ କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର

ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ…

ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ । ଘଣ୍ଟା…

‘ଆଦିମ ବିଚାର’ର ବିଚାର

ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ…

ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ ଯେମିତି ଆମର ମରି ଯାଇଛି । କା’, ମାଟିର ମଣିଷ କିମ୍ବା ସ୍କୁଲ୍‍ ମାଷ୍ଟର ଭଳି ସିନେମା କରିବା ପାଇଁ ଆଜି ଆମ ପାଖରେ ଆଗ୍ରହ ନାହିଁ । ସେହି ପୃଷ୍ଠଭୂମିରେ ସବ୍ୟସାଚୀ ମହାପାତ୍ର…

ଓଡିଆ ନିଉଜ ଚ୍ୟାନେଲର ବୁମ ଟାଇମ

ଗଣମାଧ୍ୟମରେ ପ୍ରତିଯୋଗିତା ଏକ ଶୁଭ ସୂଚନା । ପ୍ରତିଯୋଗିତା ମାଧ୍ୟମରେ ହିଁ ଖବରର ମାନ, ନିରପେକ୍ଷତା ଓ ପ୍ରଭାବ ବଢ଼ିଥାଏ…

ଗଣମାଧ୍ୟମରେ ପ୍ରତିଯୋଗିତା ଏକ ଶୁଭ ସୂଚନା । ପ୍ରତିଯୋଗିତା ମାଧ୍ୟମରେ ହିଁ ଖବରର ମାନ, ନିରପେକ୍ଷତା ଓ ପ୍ରଭାବ ବଢ଼ିଥାଏ । ନୂଆ ଶୈଳୀ ତଥା ବିଚାରଧାରା ଆସିଥାଏ । ତେବେ ଗତ କେତେ ବର୍ଷର ଟେଲିଭିଜନ୍‍ ଅନୁଭୂତିରୁ କହି ହେବ ଯେ ଖବର ପ୍ରସାରଣର ଶୈଳୀ ଓଡିଆ ଦର୍ଶକଙ୍କ ବ୍ୟାପକ ଆଦୃତି ଲାଭ କରି…

ଜାନକୀ ବାବୁ ; ବ୍ୟକ୍ତିତ୍ୱ ଓ ନେତୃତ୍ୱ

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ…

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ ବହୁ ବଡବଡ ଦ୍ରୁମଙ୍କୁ ରାଜନୀତିରେ ସେ ଉଡାଇ ଦେଇଛନ୍ତି । ବହୁ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରି ସେ ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି । ଜାନକୀ ବାବୁ ଓଡିଆ ଭାଷା, ସାହିତ୍ୟ…

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ?…

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ । ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି…

This website uses cookies.