Category: ସମଦୃଷ୍ଟି

contribution made by Samadrusti magazine on contemporary issues

ଅସୁବିଧାର ସଙ୍କେତ

ଭାରତର ବୈଦେଶିକ ମୁଦ୍ରା ବିନିମୟ ହିସାବ ଖାତାର ସନ୍ତୁଳନଟି ସାମଗ୍ରିକ ଭାବେ ଗଡ଼ବଡ଼ିଆ ସ୍ଥିତିରେ ଅଛି । ଗତ କିଛିମାସ…

ଭାରତର ବୈଦେଶିକ ମୁଦ୍ରା ବିନିମୟ ହିସାବ ଖାତାର ସନ୍ତୁଳନଟି ସାମଗ୍ରିକ ଭାବେ ଗଡ଼ବଡ଼ିଆ ସ୍ଥିତିରେ ଅଛି । ଗତ କିଛିମାସ ହେବ ରପ୍ତାନୀଟି ବଢ଼ିଛି ଗୋଟିଏ ବର୍ଷରୁ ଅଧିକ କାଳ ଏଥିରେ ହ୍ରାସ ଆସିବା ପରେ ।

ନୂତନ ସିଲକ୍ ପଥ

ବି.ଆର.ଆଇ ହେଉଛି ଭୌଗୋଳିକ ରାଜନୀତି ଦୃଷ୍ଟିରୁ ଏକ ବଡ଼ ଧରଣର ଚତୁର ପ୍ରୟାସ ଏବଂ ଏହାର ଅନ୍ତର୍ନିହିତ ରାଜନୈତିକ ଅର୍ଥନୀତିକୁ…

ବି.ଆର.ଆଇ ହେଉଛି ଭୌଗୋଳିକ ରାଜନୀତି ଦୃଷ୍ଟିରୁ ଏକ ବଡ଼ ଧରଣର ଚତୁର ପ୍ରୟାସ ଏବଂ ଏହାର ଅନ୍ତର୍ନିହିତ ରାଜନୈତିକ ଅର୍ଥନୀତିକୁ ଯଦି ଦେଖାଯାଏ, ଆଡ଼ାମ୍ ସ୍ମିଥ୍ ଏବଂ ଜନ୍ କିନସଙ୍କର ମୂଳ ବିଚାରଗୁଡ଼ିକ ସତେ ଯେମିତି ବେଜିଂରେ ବଞ୍ôଚ ରହିଛନ୍ତି ଏବଂ ଭଲରେ ଅଛନ୍ତି ଏଭଳି ମନେ ହେବ ।

ଉତ୍ତରପ୍ରଦେଶରେ ଦଳିତଙ୍କ ଦୃଢ଼ ସ୍ୱର

‘ରାବଣ’ ନାମରେ ପରିଚିତ ସାହାରନ୍ପୁରର ଯୁବ ଓକିଲ ଚନ୍ଦ୍ରଶେଖର ଆଜାଦଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମସେନା ଦଳିତଯୁବକମାନଙ୍କ ଭିତରେ ଲୋକପ୍ରିୟ, ଯେହେତୁ…

‘ରାବଣ’ ନାମରେ ପରିଚିତ ସାହାରନ୍ପୁରର ଯୁବ ଓକିଲ ଚନ୍ଦ୍ରଶେଖର ଆଜାଦଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମସେନା ଦଳିତଯୁବକମାନଙ୍କ ଭିତରେ ଲୋକପ୍ରିୟ, ଯେହେତୁ ଏମାନେ ନିର୍ଯାତନା ମାମଲାଗୁଡ଼ିକର ତୁରନ୍ତ ହସ୍ତକ୍ଷେପ କରନ୍ତି ଏବଂ ନିର୍ଯାତନାକାରୀ ଓ ପୋଲିସ ସହ ସାମରିକ ମୁକାବିଲା ମଧ୍ୟ କରନ୍ତି ।

ଅପରାଧ ଓ ଦଣ୍ଡ

ଜ୍ୟୋତି ସିଂହ ମାମଲାରେ ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ଅପରାଧକୁ ‘ବିରଳଙ୍କ ଭିତରେ ବିରଳତମ’…

ଜ୍ୟୋତି ସିଂହ ମାମଲାରେ ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ଅପରାଧକୁ ‘ବିରଳଙ୍କ ଭିତରେ ବିରଳତମ’ ଶ୍ରେଣୀଭୁକ୍ତ କରି ମୃତ୍ୟୁଦଣ୍ଡ ଦେବା କଥାଟିକୁ ଯୁକ୍ତିସିଦ୍ଧ କରାଇଥିଲେ ।

ଜନଗଣଙ୍କ ଖର୍ଚ୍ଚରେ

ଋଣ ଖିଲାପକାରୀ ଘରୋଇ କମ୍ପାନୀମାନେ ନିଜର ଖରାପ ସ୍ଥିତିରେ ଥିବା ସମ୍ପତିକୁ ବିକ୍ରି କରିଦେବେ ଏବଂ ସେଥି ସହିତ ଜଡ଼ିତ…

ଋଣ ଖିଲାପକାରୀ ଘରୋଇ କମ୍ପାନୀମାନେ ନିଜର ଖରାପ ସ୍ଥିତିରେ ଥିବା ସମ୍ପତିକୁ ବିକ୍ରି କରିଦେବେ ଏବଂ ସେଥି ସହିତ ଜଡ଼ିତ ବୋଝଗୁଡ଼ିକୁ ସରକାରୀ କ୍ଷେତ୍ରରେ କମ୍ପାନୀମାନଙ୍କୁ ଦେଇଦେବେ । ଏହା ଫଳରେ ଭଲ ଅବସ୍ଥାରେ ଥିବା ସରକାରୀ କମ୍ପାନୀମାନେ ଆର୍ଥିକ ଦୃଷ୍ଟିରୁ ଦୁଃସ୍ଥାବସ୍ଥାକୁ ଆସିଯିବେ ।

ସେମାନେ ଏକାଠି ଆସିପାରିବେ କି?

ଭାଜପାକୁ ଫଳପ୍ରଦ ଭାବେ ମୁକାବିଲା କରିବାକୁ ହେଲେ, ବିରୋଧୀମାନଙ୍କୁ ଭାରତ ପାଇଁ ଏକ ବିକଳ୍ପ ଦର୍ଶନର ଚିନ୍ତନ କରିବାକୁ ପଡ଼ିବ…

ଭାଜପାକୁ ଫଳପ୍ରଦ ଭାବେ ମୁକାବିଲା କରିବାକୁ ହେଲେ, ବିରୋଧୀମାନଙ୍କୁ ଭାରତ ପାଇଁ ଏକ ବିକଳ୍ପ ଦର୍ଶନର ଚିନ୍ତନ କରିବାକୁ ପଡ଼ିବ ଏବଂ ତା’ ସହିତ ଭିନ୍ନ ନୀତି ଓ କାର୍ଯ୍ୟକ୍ରମର ପରିକଳ୍ପନା କରିବାକୁ ପଡ଼ିବ ।

ସାଧାରଣ ଔଷଧ ପାଇଁ ଡାକ୍ତରୀ ଚିଠା

ସବୁ ମାପିବା ପାଇଁ କୌଣସି ବ୍ୟବସ୍ଥା ନଥାଇ ଏମ୍.ସି.ଆଇ କେମିତି ଡାକ୍ତରୀ ଚିଠା ବା ଔଷଧର ଯୁକ୍ତିଯୁକ୍ତତା ମାଗିପାରିବ ତାହା…

ସବୁ ମାପିବା ପାଇଁ କୌଣସି ବ୍ୟବସ୍ଥା ନଥାଇ ଏମ୍.ସି.ଆଇ କେମିତି ଡାକ୍ତରୀ ଚିଠା ବା ଔଷଧର ଯୁକ୍ତିଯୁକ୍ତତା ମାଗିପାରିବ ତାହା ଯେ କେହି ବି ଅନୁମାନ କରିପାରିବେ । ଔଷଧର ବ୍ୟବହାର ଓ ଡାକ୍ତରୀ ଚିଠାର ଯୁକ୍ତିଯୁକ୍ତତା ଡାକ୍ତର, ଔଷଧ ଦୋକାନୀ, ଔଷଧ ନିୟନ୍ତ୍ରକ ଏବଂ ଖାଉଟିମାନଙ୍କ ଉପରେ ନିର୍ଭର କରେ ।

ମେ ଦିବସର ସ୍ମରଣେ

ଜଣେ ନିଯୁକ୍ତିଦାତା ହିସାବରେ ସରକାର ନିଜେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି ୧୦ଲକ୍ଷରୁ ଅଧିକ ଲୋକ ନିୟମିତ ଶ୍ରମିକ…

ଜଣେ ନିଯୁକ୍ତିଦାତା ହିସାବରେ ସରକାର ନିଜେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି ୧୦ଲକ୍ଷରୁ ଅଧିକ ଲୋକ ନିୟମିତ ଶ୍ରମିକ ଭାବେ ସାମ୍ନାରେ ରହି ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଆସୁଛନ୍ତି ।

ଗାଈ ଗଣିବା, ମଣିଷ ମାରିବା

ମୁଖ୍ୟ ପ୍ରସଙ୍ଗଟି କିନ୍ତୁ ଗାଈ ନୁହେଁ, ଯଦିଓ ହିନ୍ଦୁତ୍ୱ ରାଜନୀତିରେ ଗାଈଟି କେନ୍ଦ୍ରରେ ଅଛି । ବାସ୍ତବରେ ଗାଈଟି ଏତେ…

ମୁଖ୍ୟ ପ୍ରସଙ୍ଗଟି କିନ୍ତୁ ଗାଈ ନୁହେଁ, ଯଦିଓ ହିନ୍ଦୁତ୍ୱ ରାଜନୀତିରେ ଗାଈଟି କେନ୍ଦ୍ରରେ ଅଛି । ବାସ୍ତବରେ ଗାଈଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସରକାର ପ୍ରତ୍ୟେକଟି ଗାଈ ପାଇଁ ଆଧାର ଭଳି ପରିଚୟ ପତ୍ର ଦେବା ପାଇଁ ନିଷ୍ପତି ନେଇଛନ୍ତି ।

ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଉନ୍ନତ ଚେତନାମୁକ୍ତ କରାଇବା

ଯେଉଁ କଥାଟି ବିପଦରେ ପଡ଼ିଛି ତାହା ହେଲା ବୃହତ୍ତର ସମାନତା ଓ ପ୍ରତିନିଧିତ୍ୱ ପାଇଁ ଶିକ୍ଷାକ୍ରମ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବଦଳାଇବା…

ଯେଉଁ କଥାଟି ବିପଦରେ ପଡ଼ିଛି ତାହା ହେଲା ବୃହତ୍ତର ସମାନତା ଓ ପ୍ରତିନିଧିତ୍ୱ ପାଇଁ ଶିକ୍ଷାକ୍ରମ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବଦଳାଇବା କ୍ଷେତ୍ରରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଗବେଷଣାର କାର୍ଯ୍ୟସୂଚୀ ତିଆରି କରାଯାଇଥିଲା ତାହାର ପତନ ।

This website uses cookies.