ସମଦୃଷ୍ଟି

ଅଦାଲତର ଜୟ ହେଉ

ସ୍ୱାଧୀନତ୍ତୋର ଭାରତର ସାମ୍ପ୍ରଦାୟିକ ଇତିହାସ ଅଧ୍ୟାୟଗୁଡ଼ିକ ଅନେକ ଘଟଣାଗୁଡ଼ିକ ଦ୍ୱାରା ଚିହ୍ନିତ । ତଥାପି, ଡିସେମ୍ବର ୬, ୧୯୯୨ ସବୁଠାରୁ ନିଆରା, ଯାହାକି ଭାରତରେ ହିନ୍ଦୁତ୍ୱ ରାଜନୀତିକୁ ପ୍ରେରଣା ଦେଲା ଯେଉଁ କଥାଟି ପ୍ରତିଦିନ ବଢ଼ି ବଢ଼ି ଚାଲିଛି ।

ନିଜ ଶକ୍ତିକୁ ନିଜେ ଚିହ୍ନିବା

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସଠିକ ଭାବେ ଗୁରୁତ୍ୱାରୋପ କରିଛି ଯେ, ‘ଗୋଟିଏ ଶ୍ରେଣୀର ନାଗରିକମାନଙ୍କୁ ସ୍ୱଚ୍ଛ ରଖିବା ପାଇଁ, ଆଉ ଗୋଟିଏ ଶ୍ରେଣୀକୁ କ୍ରିତଦାସ ଭଳି ନିୟୋଜିତ କରାଯାଇପାରିବ ନାହିଁ ।’

ଆମେରିକାର ଦାୟିତ୍ୱହୀନ ସିରିଆ ନୀତି

ସମୟ ଆସିଛି, ସଂଯୁକ୍ତ ରାଷ୍ଟ୍ର ଦାବି କରିବା ଦରକାର ଯେ ଆମେରିକା, ସାଉଦୀ ଆରବ ଏବଂ ଖାଡ଼ିର ସରକାରମାନେ ଏହି ସଲାଫି ଜିହାଦି ସାମରିକ ଦଳଗୁଡ଼ିକୁ ସହଯୋଗ କରିବା ବନ୍ଦ କରନ୍ତୁ ଯେଉଁମାନେ ଆମେରିକୀୟ ସାମ୍ରାଜ୍ୟବାଦର ପ୍ରତିନିଧି ଭଳି ସିରିଆରେ କାମ କରୁଛନ୍ତି ।

କାଶ୍ମୀରରୁ ସ୍ପଷ୍ଟ ବାର୍ତା

ଶ୍ରୀନଗର ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୯, ୨୦୧୭ରେ ହେଇଥିବା ଉପନିର୍ବାଚନରେ ଅତି ନଗଣ୍ୟ ଅର୍ଥାତ ଶତକଡ଼ା ୭-୧୪ ଭାଗ ଭୋଟଦାନ ଏବଂ ଠିକ୍ ସେହି ଦିନ ହିଂସାରେ ୮ଜଣ ଯୁବ ବିକ୍ଷୋଭକାରୀଙ୍କ ମୃତ୍ୟୁ ତଥା ୨୦୦ କ୍ଷତବିକ୍ଷତ ହେବା ବାସ୍ତବ କଥାଟି କ’ଣ ଆମକୁ ସୂଚାଇ ଦେଉଛି ।

କୃଷିର ଦୁଃସ୍ଥାବସ୍ଥା ପାଇଁ କୌଣସି ସର୍ବୌଷଧି ନାହିଁ

କୃଷିଋଣ ଛାଡ଼ ଏବଂ ରିହାତି ଭାରତର ଗ୍ରାମାଂଚଳର ଦରିଦ୍ରତମ ଲୋକମାନଙ୍କୁ ସାହାଯ୍ୟ କରିନଥାଏ । ପ୍ରକୃତରେ ଋଣଛାଡ଼ ଭୂମିହୀନ ଏବଂ କ୍ଷୁଦ୍ରଚାଷୀମାନଙ୍କ ଭଳି ଅସୁରକ୍ଷିତ ବର୍ଗର ଋଣବୋଝକୁ ହ୍ରାସ କରିବାରେ ସାହାଯ୍ୟ କରିନଥାଏ ।

ସ୍ୱୀକାର କରୁନଥିବା ଗୋଟିଏ ରାଷ୍ଟ୍ର

ଲରେନ୍ସ ଗ୍ରେଟର ନୋଏଡ଼ାରେ ହେଇଥିବା ହିଂସ୍ର ଆକ୍ରମଣ ଭଳି ଘଟଣାଗୁଡ଼ିକୁ ଉଲ୍ଲେଖ କରି କହିଥିଲେ ଯାହା ଖବରକାଗଜର ପ୍ରଥମପୃଷ୍ଠାରେ ପ୍ରକାଶିତ ହେଉଥିଲା । କିନ୍ତୁ ସବୁଠାରୁ ବେଶୀ ମାରାତ୍ମକ ହେଉଛି ପାଦଟୀକା ବର୍ଣ୍ଣବାଦ ବୋଲି ସେମାନେ କୁହନ୍ତି ।

ଅନେକ ବାଟ ଯିବାକୁ ଅଛି

ଏହି ଏକ ହ୍ରାସ ପୁଷ୍ଟିହୀନତାରେ ହ୍ରାସ ଘଟିଥିବା କଥାକୁ ସୂଚାଇ ଦେଉଛି । ତଥାପି ବିଶ୍ୱ ପରିସଂଖ୍ୟାନକୁ ଦେଖିଲେ କମ୍ ପୁଷ୍ଟିଜନିତ ସ୍ଥିତି ବଳବ ର ରହିଛି । ଅନ୍ୟ ଏକ ସକାରାତ୍ମକ ଦିଗରୁ ଦେଖିଲେ ସମ୍ପୂର୍ଣ୍ଣ ଭାବେ ଟୀକା ନେଇଥିବା ପିଲାଙ୍କ ସଂଖ୍ୟା ଶତକଡ଼ା ୪୪ରୁ ବଢ଼ି ଶତକଡ଼ା ୬୨ରେ ପହଞ୍ଚିଛି।

ଧ୍ୱଂସକାରୀ ନୀରବତା

୨୦୦୯ମସିହାରୁ ଭ୍ୟାପମ୍ ବୋର୍ଡ଼ର ଅନିୟମିତତା ଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବା କାମଟି ଏସବୁ କଥା ଜାଣିପାରୁଥିବା ଲୋକମାନେ କହିଆସିଛନ୍ତି ଯେଉଁମାନେ ଏହାର ଚେର କେତେ ଗଭୀର ଓ କେତେକ ବ୍ୟାପକ ଏବଂ ବିବିଧ ଉପାୟରେ ସେମାନେ କେମିତି ଠକି ଚାଲିଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି ।

ବିନା ସଂସଦରେ ଗଣତନ୍ତ୍ର

ବିତୀୟ ବିଲ୍ ୨୦୧୭, ଆମ ଗଣତନ୍ତ୍ରର ଲୋକାଚାରାକୁ ପ୍ରଚଣ୍ଡ ଆଘାତ ଦେଇଛି ।

ରାମ ଲାଲାଙ୍କ ପାଇଁ ରାସ୍ତା ସଫା?

ବିଚାର ଅପେକ୍ଷା ଆପୋଷ ଆଲୋଚନା ପାଇଁ ଉଚ୍ଚତମ ନ୍ୟାୟାଳୟ ପ୍ରାଥମିକତା ଦେବା ଅପ୍ରୀତିକର ଫଳାଫଳ ଲଦି ଦେଇପାରେ ।

This website uses cookies.