Category: ସୂଚନା ପ୍ରଯୁକ୍ତି

ଓଡିଶା ବୈଜ୍ଞାନିକଙ୍କୁ ନାସା ଅନ୍ତର୍ଜାତୀୟ ପୁରସ୍କାର

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର…

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲାର ବୈଜ୍ଞାନିକ ସମୀର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କେ କେ ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ପଙ୍କଚର ହେଉନଥିବା…

ସୂର୍ଯ୍ୟନନ୍ଦନକୁ ‘ବେଷ୍ଟ ହୋଷ୍ଟିଂ’ ପାର୍ଟନର ପୁରସ୍କାର

ଗୋଡାଡିର ହୋଷ୍ଟିଙ୍ଗ ବିଭାଗ ଉପାଧ୍ୟକ୍ଷ ଜେଫ କିଂ ଓ ଗୋଡାଡି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ର ପରିଚାଳନା ନିର୍ଦ୍ଦେଶକ ରାଜୀବ…

ଗୋଡାଡିର ହୋଷ୍ଟିଙ୍ଗ ବିଭାଗ ଉପାଧ୍ୟକ୍ଷ ଜେଫ କିଂ ଓ ଗୋଡାଡି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ର ପରିଚାଳନା ନିର୍ଦ୍ଦେଶକ ରାଜୀବ ସୋଧିଙ୍କ ଠାରୁ ଦେଶ ଓ ଦେଶ ବାହାରୁ ଆସିଥିବା ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ହୋଷ୍ଟିଙ୍ଗ ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିଙ୍କ ସମ୍ମୁଖରେ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

ନିୟମଗିରି ପାହାଡ଼ ଉପରକୁ ଏଯାଏଁ ବିଜୁଳି ସଂଯୋଗ ସିନା ହୋଇନାହିଁ, ସେଠିକାର ନିରକ୍ଷର ଡଙ୍ଗରିଆ କନ୍ଧ ଯୁବକ ଯୁବତୀଙ୍କ ହାତରେ…

ନିୟମଗିରି ପାହାଡ଼ ଉପରକୁ ଏଯାଏଁ ବିଜୁଳି ସଂଯୋଗ ସିନା ହୋଇନାହିଁ, ସେଠିକାର ନିରକ୍ଷର ଡଙ୍ଗରିଆ କନ୍ଧ ଯୁବକ ଯୁବତୀଙ୍କ ହାତରେ ବି ଏବେ ମୋବାଇଲ୍ ଫୋନ୍ ଆଉ ସେଠାରୁ ହ୍ୱାଟ୍ସ ଆପ୍ ରେ କେତେ ରକମର ଫଟୋଚିତ୍ର ନିମିଷକ ଭିତରେ ଦେଶବିଦେଶକୁ ଚାଲିଯାଉଛି । ଆଜି ଯେଉଁସବୁ କଳ କୌଶଳ ଆମକୁ ଜଟିଳ ଲାଗୁଛି ଖୁବ…

ମତ୍ସ୍ୟ ବିଭାଗର ମୋବାଇଲ ମେସେଜିଂ ସେବାକୁ ପୁରସ୍କାର

ମୋଟ ୫୨୮ ଆବେଦନ ମଧ୍ୟରୁ ପ୍ରାୟ ୩୧ ଟି ପ୍ରକଳ୍ପର ଚୟନ ହୋଇଥିଲା ଓ ଓଡିଶାର ମୋବାଇଲ ଭଏସ ମେସେଜିଂ…

ମୋଟ ୫୨୮ ଆବେଦନ ମଧ୍ୟରୁ ପ୍ରାୟ ୩୧ ଟି ପ୍ରକଳ୍ପର ଚୟନ ହୋଇଥିଲା ଓ ଓଡିଶାର ମୋବାଇଲ ଭଏସ ମେସେଜିଂ ସେବା ର ନାମ ସେଥିରେ ସ୍ଥାନ ପାଇଥିଲା ।

ଅନଲାଇନ ଅର୍ଡର କରି ଘରେ ପାଆନ୍ତୁ ଓପୋଲଫେଡର ଚିକେନ, ଅଣ୍ଡା

ଏହି ବିକ୍ରୟ କେନ୍ଦ୍ର ଗୁଡିକରୁ ଅନ୍-ଲଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ଖାଉଟିମାନେ ଅନ୍ୟୁନ୍ୟ ପାଞ୍ଚ…

ଏହି ବିକ୍ରୟ କେନ୍ଦ୍ର ଗୁଡିକରୁ ଅନ୍-ଲଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ଖାଉଟିମାନେ ଅନ୍ୟୁନ୍ୟ ପାଞ୍ଚ ସହ ଟଙ୍କାର କୁକୁଡା ମାଂସ ଓ ଅଣ୍ଡା କିଣିବା ପାଇଁ ବରାଦ କଲେ, ସେମାନଙ୍କ ଘରେ ଏକ ଘଣ୍ଟା ଭିତରେ ଓପୋଲଫେଡ ପହଞ୍ଚାଇବ ବୋଲି ବିଭାଗର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ନବ କଳେବର ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ମୋବାଇଲ ଆପ୍

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ…

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ ବିଚାର କରାଯାଉଛି । ପୋଲିସ ଆଇଜି ସଂଜୀବ ପଣ୍ଡା ଦିନିକିଆ ପୁରୀ ଗସ୍ତ ରେ ଯାଇ ସେଠାରେ ପୋଲିସ କାର୍ଯ୍ୟଳୟରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମୀକ୍ଷା କରି ଏହା କହିଛନ୍ତି ।

୧ ଜୁନରୁ ଭୁବନେଶ୍ଵର ବିମାନବନ୍ଦରରେ ଇଣ୍ଟରନେଟ ସେବା

ଏହି ସେବା ଆରମ୍ଭ ହେଲେ ଏକ କାଳୀନ ଆଠ ଶହ ଉପଭୋକ୍ତା ଦଶ ଏମବିପିଏସ ସ୍ପୀଡରେ ଭାରତୀ ଏୟାରଟେଲର ଦ୍ଵାରା…

ଏହି ସେବା ଆରମ୍ଭ ହେଲେ ଏକ କାଳୀନ ଆଠ ଶହ ଉପଭୋକ୍ତା ଦଶ ଏମବିପିଏସ ସ୍ପୀଡରେ ଭାରତୀ ଏୟାରଟେଲର ଦ୍ଵାରା ଯୋଗାଇ ଦିଆଯାଉଥିବା ଇଣ୍ଟରନେଟ ସେବା ଗ୍ରହଣ କରିବାରେ ସକ୍ଷମ ହେବେ ।

ଓଡିଶା ସଂସ୍ଥାକୁ ଗୋଡାଡିର ଅଗ୍ରଣୀ ହୋଷ୍ଟିଂ ଚ୍ୟାନେଲ୍ ପାର୍ଟନର ମାନ୍ୟତା

ଗୋଡାଡି ସୁର୍ଯ୍ୟନନ୍ଦନକୁ ଅଗ୍ରଣୀ ଚ୍ୟାନେଲ ପାର୍ଟନରର ମାନ୍ୟତା ଦେଇଥିବାରୁ ଏଥର ଗ୍ରାହକ ମାନେ ସୁର୍ଯ୍ୟନନ୍ଦନ ଜରିଆରେ ଗୋ ଡାଡିର ସମସ୍ତ…

ଗୋଡାଡି ସୁର୍ଯ୍ୟନନ୍ଦନକୁ ଅଗ୍ରଣୀ ଚ୍ୟାନେଲ ପାର୍ଟନରର ମାନ୍ୟତା ଦେଇଥିବାରୁ ଏଥର ଗ୍ରାହକ ମାନେ ସୁର୍ଯ୍ୟନନ୍ଦନ ଜରିଆରେ ଗୋ ଡାଡିର ସମସ୍ତ ସେବା ସିଧାସଳଖ ପାଇପାରିବେ ବୋଲି ସେ କହିଛନ୍ତି ।

This website uses cookies.