ସୌନ୍ଦର୍ଯ୍ୟ ଚର୍ଚା

ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ

ଭୁବନେଶ୍ୱର, ଡିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍): ସହରୀକରଣ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସବୁଜ ବଳୟ ନଷ୍ଟ ହୋଇ ସାରିଥିବା ବେଳେ କ୍ୱଚିତ ଲୋକ ଏହାର ରକ୍ଷା ପାଇଁ ଆଗେଇ ଆସୁଛନ୍ତି । ଜଗତସିଂହପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ ଓ ଢିଙ୍କିଆ ଅଞ୍ଚଳର ଜଙ୍ଗଲ ଜମି ଯେଉଁଠି ଶହ ଶହ ବର୍ଷ ଧରି ଲୋକେ ପାନ ଚାଷ…

ଚୁଟି ଉପୁଡୁଥିଲେ କଣ କରିବେ ?

ଚୁଟିରେ ଚମକ ଚାହୁଁଥିଲେ ଗୋଟିଏ ଅଣ୍ଡାର ଧଳା ଅଂଶ ସହ ଦୁଇ ବଡଚାମଚ ମନ୍ଦାର ପେଷ୍ଟ, ଗୋଟିଏ ବଡଚାମଚ ଦହି, ଅଧା ବଡଚାମଚ ଲେମ୍ବୁରାସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତାକୁ ପୁରା ମୁଣ୍ଡରେ ଲଗାନ୍ତୁ ଓ ଏକ ଘଣ୍ଟା ପରେ ମୁଣ୍ଡ ଶାମ୍ପୂରେ ଧୋଇଦିଅନ୍ତୁ ।

ମୁହଁରେ ବ୍ରଣ ବାହାରିଲେ କଣ କରିବେ ?

ମୁହଁରେ ଅଧିକ ବ୍ରଣ ହେଉଥିଲେ ଏହା ଉପରେ ହଳଦୀ ଓ ନିମ ପତ୍ର ବାଟି ଲଗେଇବାର ୧୫ମିନିଟ ପରେ ଧୋଇ ଦିଅନ୍ତୁ । ଦେଖିବେ ବ୍ରଣ ହେବନି କି ଦାଗ ବି ରହିବନି । ସେହିପରି ଚାହିଁଲେ ନିମ ପତ୍ରକୁ ପାଣିରେ ଫୁଟାଇ ଟୋନର ପରି ବ୍ୟବହାର କରିପାରିବେ।

This website uses cookies.

Read More