Category: ଅର୍ଥ-ବ୍ୟବସାୟ

economy and business

ରହସ୍ୟଜନକ ମାଛ ମୃତ୍ୟୁରେ ବନ୍ଦରର କୌଣସି ଭୂମିକା ନାହିଁ, ଗୋପାଳପୁର ବନ୍ଦର କତ୍ତୃପକ୍ଷ

୨୬ ଜୁନ୍ ୨୦୧୭ରେ (ମଲା ମାଛ ଦେଖାଯିବାର ଗୋଟିଏ ଦିନ ପରେ) ଜଳର ଯେଉଁ ନମୁନା ସେଠାରୁ ସଂଗ୍ରହ କରାଯାଇଥିଲା ସେଥିରେ କୌଣସି ରାସାୟନିକ ଉପାଦାନ କିମ୍ବା ସାର ନଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି ।

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀ

କେନ୍ଦୁପତ୍ର ତୋଳାଳିଟିର ଲୁହ,ରକ୍ତ,ଝାଳର ପରିଶ୍ରମରେ ତୋଳାଯାଉଥିବା କେନ୍ଦୁପତ୍ର ଆଜି ସରକାରଙ୍କୁ ଚାରିଶ କୋଟି ଟଙ୍କାର ବେପାରରେ ପହଁଚାଇ ପାରିଛି । ଗଛ ବୃଦ୍ଧିରେ ଯେପରି ଚେରର ପ୍ରମୁଖ ଭୂମିକା ରହିଥାଏ, ଠିକ୍ ସେହିପରି ସରକାରଙ୍କର ରାଜସ୍ୱ ବୃଦ୍ଧିରେ କେନ୍ଦୁପତ୍ର ତୋଳାଳିଙ୍କ ଅବଦାନ ଅତୁଳନୀୟ ।

କେତେ ମାଗଣା ଫେସବୁକର ଫ୍ରି ବେସିକ୍ସ?

ଫେସବୁକ ଉଇକିପିଡ଼ିଆ Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନି । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ ।

ଲୋକଙ୍କ ଉଦ୍ୟମରେ ପରିଚାଳିତ ସଫଳ ପନିପରିବା ବଜାର

ଏହି ବଜାର ଯେ ସ୍ଥାନୀୟ ଚାଷୀ ତଥା ଖାଉଟିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଛି ସେଥିରେ କାହାରିକୁ ଦ୍ୱିମତ ହେବାର ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବିଭିନ୍ନ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ଏବଂ ସମୟ ସମୟରେ ନିଜର ମୂଳ ମଜୁରି ମଧ୍ୟ ଉଠାଇ ପାରୁନାହାନ୍ତି…

ଦେଶୀ ଗାଈଙ୍କ ବିକାଶ ଉପରେ ସରକାରଙ୍କ ଗୁରୁତ୍ଵ: ମୁଖ୍ୟମନ୍ତ୍ରୀ

ଶନିବାର ଭୁବନେଶ୍ଵରର ଜୟଦେବ ଭବନ ଠାରେ ପଶୁସମ୍ପଦ ବିକାଶ ଦ୍ଵାରା ଆୟୋଜିତ ଏକ କର୍ମଶାଳା ଉଦଘାଟନ କରି ସେ କହିଥିଲେ ରାଜ୍ୟର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ଦିଗରେ ପ୍ରାଣୀଧନ କ୍ଷେତ୍ରର ଏକ ମହତ୍ଵପୂର୍ଣ ଯୋଗଦାନ ରହିଛି ।

ବଜାର ପ୍ରବେଶ କଲା ଓମଫେଡ ରସଗୋଲା,ଗୋଲାପ ଜାମୁନ

ଏକ କେଜି ଓ ଅଧା କେଜି ପୃଥକ ଟିଣ ପ୍ୟାକ ର ମୂଲ୍ୟ ଯଥାକ୍ରମେ ୧୭୦ ଓ ୯୦ ଟଙ୍କା ରଖା ଯାଇଛି । ଏହା ପ୍ରାରମ୍ଭିକ ଭାବେ ଭୁବନେଶ୍ଵରରେ ଥିବା ଓମଫେଡର ନିଜର ଆଇସକ୍ରିମ ପାର୍ଲର ମାନଙ୍କରେ ଉପଲବ୍ଧ ହେଉଥିବା ଓମଫେଡ ମାର୍କେଟିଙ୍ଗ ବିଭାଗ ମୁଖ୍ୟ ବସନ୍ତ ମିଶ୍ର ଓଡିଶା ଡଟ କମ କୁ…

ବିଷ୍ଣୁପଦ ସେଠୀ ପାଇବେ ଉଦ୍ୟୋଗ ରତ୍ନ ପୁରସ୍କାର

ତାଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସ୍ଵତନ୍ତ୍ର ଗୋ-ମହିଷାଦି ନୀତି ଓ କୁକ୍କୁଟ ନୀତି ପ୍ରଣୟନ ହୋଇଥିବା ବେଳେ ଉକ୍ତ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସ୍ତୃଷ୍ଟି ହୋଇଛି ।

ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ପାଇଁ କାର୍ଯ୍ୟାରମ୍ଭ

ୟୁକେର ମେଗିଟ୍ ଡ଼ିଫେନସ ସହ ମିଳିତ ସହଯୋଗରେ ସିୟୋର ସେଫଟି ସଲୁ୍ୟସନ ଏହି ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ସ୍ଥାପନ କରିବ । ୫ ଏକର ଜମିରେ ମେକ୍ ଇନ୍ ଇଣ୍ଡିଆ ସ୍କିମ୍ ଆଧାରରେ ହେଉଥିବା ଏହି ଆସେମ୍ବ୍ଲି ପ୍ଲାଣ୍ଟରେ ୫୦ ରୁ ୬୦ କୋଟି ଟଙ୍କା ନିବେଶ ହେବ ବୋଲି କମ୍ପାନୀ ପକ୍ଷରୁ…

ବଜାରରେ ଓମଫେଡ଼ର ନୂଆ ପ୍ରିମିୟମ କ୍ଷୀର

ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଥିବା ରାଜ୍ୟର ଦୁଗ୍ଧ ଚାଷୀଙ୍କ ଏହି ସର୍ବୋଛ ସମବାୟ ସଂସ୍ଥା ଗତ କେତେ ମାସ ମଧ୍ୟରେ ନିଜର ଉତ୍ପାଦର ପରିସର ବଢାଇବା ପାଇଁ ଓ ଉପଭୋକ୍ତାଙ୍କ ହୃଦୟ ଜିଣିବା ପାଇଁ ଅନେକ ଗୁଡିଏ ନୁଆ ପଦକ୍ଷେପ ନେଇଥିବା ପରିଲକ୍ଷିତ ହୋଇଛି ।

ଆଇବିଏମକୁ ବେଆଇନ ଲୁହାପଥର ପୋତା ମାମଲାର ତଦନ୍ତ ନିର୍ଦ୍ଦେଶ

ଜିଲ୍ଲାର କୋଇଡା ଅଞ୍ଚଳରେ ଥିବା ରେଞ୍ଡ଼ା ରେଲୱେ ସାଇଡିଂ ନିକଟରେ ପ୍ରାୟ ଦୁଇଶହ କୋଟି ଟଙ୍କାର ଏହି ଲୁହାପଥର ମାଟି ତଳେ ପୋତି ରଖାଯାଇଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ସଂଗଠନ ଅଭିଯୋଗ କଲାପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ଲୋକ ସଭା ସାଂସଦ ଜୁଏଲ ଓରାମ ଉକ୍ତ ଅଞ୍ଚଳ ଗସ୍ତ…

This website uses cookies.