Category: ଅପରାଧ

ଫେସବୁକରେ ନିଜର ଅଶ୍ଲୀଳ ଫଟୋ ଯୋଗୁଁ ନାବାଳିକାର ଆତ୍ମହତ୍ୟା

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଛାତ୍ରୀ ଜଣକ ଗାଧେ।ଇବା ସ୍ଦମୟରେ ସେହି ଗ୍ରାମ କମଳାକାନ୍ତ ମଲ୍ଲ ଲୁକ୍କାୟିତ ଭାବେ…

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଛାତ୍ରୀ ଜଣକ ଗାଧେ।ଇବା ସ୍ଦମୟରେ ସେହି ଗ୍ରାମ କମଳାକାନ୍ତ ମଲ୍ଲ ଲୁକ୍କାୟିତ ଭାବେ ତାଙ୍କ ଫଟୋ ଉଠାଇଥିଲା ଓ ପରେ ଏହାକୁ ସେ ଇଣ୍ଟରନେଟ ରେ ଛାଡି ଥିଲା । ଏହି ଖବର ପ୍ରଚାର ହେବ ପରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ବିଷ ପିଇଦେଇଥିଲେ ।

ମାଓବାଦୀଙ୍କ ସହ ଯାଇଥିବା ଗ୍ରାମବାସୀଙ୍କ ପ୍ରତ୍ୟାବର୍ତ୍ତନ

ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ…

ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି । ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ପ୍ରତ୍ୟାବର୍ତ୍ତନ କରିଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ତିନି…

ତନ୍ତ୍ର ସିଦ୍ଧି ପାଇଁ ନାବାଳକକୁ ବଳି, ଦୁଇ ଗିରଫ

ଏହି ମାମଲାରେ ପୁଲିସ ଚୌଧୁରୀ ଅବିନାଶ ଦାସ ଓରଫ ମୁନ୍ନା ଓ ବୈକୁଣ୍ଠ ଦାସ ନାମକ ଦୁଇଜଣ ବ୍ୟକ୍ତିକୁ ଗିରଫ…

ଏହି ମାମଲାରେ ପୁଲିସ ଚୌଧୁରୀ ଅବିନାଶ ଦାସ ଓରଫ ମୁନ୍ନା ଓ ବୈକୁଣ୍ଠ ଦାସ ନାମକ ଦୁଇଜଣ ବ୍ୟକ୍ତିକୁ ଗିରଫ କରିଛି। ଦୁହେଁ ତନ୍ତ୍ରସାଧନ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵୀକାର କରିଛନ୍ତି ।

ଗିରଫଦାରୀ ବିରୋଧରେ ସମ୍ବଲପୁର ବନ୍ଦ, ଜନ ଜୀବନ ଅସ୍ତବ୍ୟସ୍ତ

ବନ୍ଦ ଡାକରା ଯୋଗୁଁ ସହରରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନ ଓ ବ୍ୟବସାୟୀକ…

ବନ୍ଦ ଡାକରା ଯୋଗୁଁ ସହରରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ବିରୋଧକାରୀ ମାନେ ରେଳ ଲାଇନ ଉପରେ ବସି ରହିବାରୁ ରେଳ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା କୁହା ଯାଇଛି ।

ଖଣ୍ଡା ବୁଲାଇ ଜୟ ନାରାୟଣ ଗିରଫ, ଜେଲ ହାଜତ ଗଲେ

ଏ ସଂକ୍ରାନ୍ତରେ ମିଶ୍ରଙ୍କ ବିରୁଦ୍ଧରେ ଟାଉନ ଥାନା ଓ ଧନୁପାଲି ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା…

ଏ ସଂକ୍ରାନ୍ତରେ ମିଶ୍ରଙ୍କ ବିରୁଦ୍ଧରେ ଟାଉନ ଥାନା ଓ ଧନୁପାଲି ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା । ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ…

ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

ବନ୍ଧୁଙ୍କୁ ନିଆଁରେ ଜାଳି ହତ୍ୟା କରିବାପରେ ବ୍ୟକ୍ତିର ଆତ୍ମ ସମର୍ପଣ

ଡାକ୍ଟର ମିସ୍ତ୍ରୀଙ୍କୁ ପରେ ମୃତ ଘୋଷଣା କରିଥିଲେ । ଘଟଣାର କିଛି ସମୟ ପରେ ପଣ୍ଡା ପୁଲିସ ପାଖରେ ଆତ୍ମସମର୍ପଣ…

ଡାକ୍ଟର ମିସ୍ତ୍ରୀଙ୍କୁ ପରେ ମୃତ ଘୋଷଣା କରିଥିଲେ । ଘଟଣାର କିଛି ସମୟ ପରେ ପଣ୍ଡା ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲା ଏବଂ ନିଜର ଅପରାଧକୁ ସ୍ଵୀକାର କରିଥିବା ସ୍ଥାନୀୟ ପୁଲିସ କହିଛି । କୌଣସି କାରଣରୁ ପଣ୍ଡା ମିସ୍ତ୍ରୀକୁ ବିଭିନ୍ନ ସମୟରେ ଧମକଚମକ ଦେଇ ଆସୁଥିଲା ।

ଘରମାଲିକଙ୍କୁ ଦେବାକୁ ପଡିବ ଭଡ଼ାଟିଆଙ୍କ ତଥ୍ୟ

ଦ୍ଵେତ ସହରକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଘର ମାଲିକ ଏହି ଫର୍ମ…

ଦ୍ଵେତ ସହରକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଘର ମାଲିକ ଏହି ଫର୍ମ କମିଶନରେଟ ପୁଲିସ ର ୱେବସାଇଟ ରୁ ଡାଉନଲୋଡ କରିପାରିବେ ଓ ଆବଶ୍ୟକୀୟ ତଥ୍ୟ ନିକଟସ୍ଥ ଥାନା ରେ ଦାଖଲ କରିବାକୁ କୁହା ଯାଇଛି ।

ଧର୍ଷଣ ଭିଡିଓ ମାମଲାରେ ସିବିଆଇ ଦ୍ଵାରା ଆଉ ଜଣେ ଗିରଫ

ସାହୁ ବହୁ ମହିଳା ଏବଂ ଝିଅଙ୍କୁ ନିଜ ଜ।ଳ ରେ ଫସାଇ ତାଙ୍କୁ ବ୍ଲାକମେଲ କରିଥିବା ସିବିଆଇ ଯାଞ୍ଚ ସମୟରେ…

ସାହୁ ବହୁ ମହିଳା ଏବଂ ଝିଅଙ୍କୁ ନିଜ ଜ।ଳ ରେ ଫସାଇ ତାଙ୍କୁ ବ୍ଲାକମେଲ କରିଥିବା ସିବିଆଇ ଯାଞ୍ଚ ସମୟରେ ଜାଣିବାକୁ ପାଇଛି । ଏହି ମାମଲାରେ କେତେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ସିବିଆଇ ଅନୁସନ୍ଧାନ ର ପରିସରକୁ ନେଇଛି ।

This website uses cookies.