ଓଡିଶା ନ୍ୟୁଜ/ Odisha News

ଅପରାଧ

all crime related news

ଅପରାଧ

ପୋଲିସ ଗୁଳିରେ ତିନି ମାଓବାଦୀଙ୍କ ମୃତ୍ୟୁ

ସ୍ଥାନୀୟ ଜଙ୍ଗଲରେ ମାଓବାଦୀମାନଙ୍କର ଏକ ବୈଠକ ଆୟୋଜନ କରାଯାଉଥିବା ସୂଚନା ପାଇ ଜିଲ୍ଲା ପୁଲିସ ମୁଖ୍ୟଙ୍କ ନେତୃତ୍ଵରେ ଏକ ପୋଲିସ ଟିମ ସେହି ସ୍ଥାନରେ ପହଞ୍ଚିଥିଲା ।

ବିସ୍ତୃତ
ଅପରାଧ

ମାଲକାନଗିରିରେ ୫ ମାଓବାଦୀଙ୍କ ଆତ୍ମସମର୍ପଣ

ଆନ୍ଧ୍ର ଓ ଛତିଶଗଡର ପ୍ରାୟ ୫୦ ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ଏହି ମାଓବାଦୀ ମୋବାଇଲ ଟାୱାର ବିସ୍ଫୋରଣ, ଜିଲ୍ଲାର ଏମପିଭି-୨୧ ଗ୍ରାମରେ ନିର୍ବାଚନୀ ହିଂସା, କୋରାପୁଟର ଦାମନଯୋଡ଼ିରେ ଆକ୍ରମଣ ଓ ପୋଲିସ୍ ଇନଫର୍ମର ସନ୍ଦେହରେ ବହୁ ନିରୀହ ଆଦିବାସୀଙ୍କୁ ହତ୍ୟା ଆଦି ମାମଲାରେ ଜଡିତ ଥିବା ପୁଲିସ ଦାବି କରିଛି ।

ବିସ୍ତୃତ
ଅପରାଧ

ତାରାଦତ୍ତଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ଵାରସ୍ଥ ହେଲେ ପତ୍ନୀ

ଅନ୍ୟ ଜଣେ ମହିଳାଙ୍କ ସହ ତାରାଦତ୍ତ ଅନୈତିକ ସଂପର୍କ ରଖିଥିବା ଦର୍ଶାଇ ଇନ୍ଦୁଲତା ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଓ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ । ଏହି ମାମଲାର ତଦନ୍ତ ପାଇଁ ସେ ମହିଳା କମିଶନଙ୍କୁ ମଧ୍ୟ ଲେଖିଥିଲେ ।

ବିସ୍ତୃତ
ଅପରାଧ

ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା

ଗାଁର କେତେକ ଶିଶୁ ନିକଟରେ ଅସୁସ୍ଥ ହୋଇଥିଲେ । ମୁଣ୍ଡା ପରିବାର ଗୁଣି ଗାରିଡି କରିଥିବା ଯୋଗୁଁ ସେମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରି ଗ୍ରାମର କେତେକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି ।

ବିସ୍ତୃତ
ଅପରାଧ

ମାଓବାଦୀ ଗିରଫ ହେବାପରେ ସାଥିର ଆତ୍ମହତ୍ୟା

ନିର୍ମଳା ନାମକ ଏହି ମହିଳା ସାଥି ଗୌତମ ବାଗ ସହିତ ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ଚିକିତ୍ସିତ ହେବାକୁ ଯାଉଥିବା ବେଳେ ବଲାଙ୍ଗୀର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ତାକୁ ଚିହ୍ନଟ କରି ଗିରଫ କରିଥିଲା ।

ବିସ୍ତୃତ
ଅପରାଧ

ସପିଙ୍ଗ ମଲରୁ ଚୋରୀ କରି ମା ସହ ଡାକ୍ତରାଣୀ ଗିରଫ

ବୁଟିକ ମାଲିକାଣୀ ପରବର୍ତ୍ତୀ ସମୟରେ ଦୋକାନ ସିସିଟିଭି ଫୁଟେଜ ଦେଖିବାରୁ ସେମାନେ ପୂର୍ବରୁ ମଧ୍ୟ ସମାନ ପ୍ରକାର ଚୋରୀ କରିଥିବା ଜଣାପଡିଥିଲା । ଏହାପରେ ଧଳ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସିସିଟିଭି ଆଧାରରେ ପୃଷ୍ଟିଙ୍କ ଘର ଖାନତଲାସ କରି ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ପାଇବାପରେ ସେମାନଙ୍କୁ ଗିରଫ କରିଥିଲେ ।

ବିସ୍ତୃତ
ଅପରାଧ

ନିଖୋଜ ରଗବୀ ଖେଳାଳିଙ୍କୁ ପ୍ରେମିକ ସହ ଠାବ କଲା ପୁଲିସ

ତାଙ୍କୁ ଅପହରଣ କରାଯାଇ ନ ଥିବା ଓ ସେ ସ୍ଵଇଚ୍ଛାରେ ନିଜ ପ୍ରେମିକ ପ୍ରଭାତଙ୍କ ସହ ଯାଇଥିବା ସୁଜାତା କହିଛନ୍ତି । ସେମାନେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିବା ସେ ସୂଚନା ଦେଇଛନ୍ତି ।

ବିସ୍ତୃତ
ଅପରାଧ

କାଟଲୁନ୍ କୋ ଅପରେଟିଭ କ୍ରେଡିଟ୍ ଲିମିଟେଡର ଡାଇରେକଟର ଗିରଫ

ଭିଯୋଗକୁ ଭିତ୍ତିକରି ପୋଲିସ ଅଶ୍ୱିନୀ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିବା ସହ ଏହି ଚିଟଫଣ୍ଡ ସମ୍ପର୍କିତ ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି।

ବିସ୍ତୃତ
ଅପରାଧ

ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ ମୃତ, ଉତ୍ତେଜନା

ଦୁର୍ଘଟଣା ପରେ କାରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତି ପୂରଣ ଦେବାପାଇଁ ଦାବି କରି ଶତାଧିକ ଶ୍ରମିକ ଧାରଣ ଦେଇଛନ୍ତି।

ବିସ୍ତୃତ
1 2 3 6
Page 2 of 6