ଓଡିଶା ନ୍ୟୁଜ/ Odisha News

ଅପରାଧ

all crime related news

ଅପରାଧଶିକ୍ଷା

ଯୁଗ୍ମ ପ୍ରବେଶିକ ପରୀକ୍ଷାର ଜାଲ ୱେବସାଇଟ କରି ଯୁବକ ଗିରଫ

ସୂଚନା ଯୋଗ୍ୟଯେ ଗତ ବର୍ଷ ଓଜେଇଇ କତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ପାଇଁ ନିଜର ୱେବସାଇଟ ଖୋଲିବା ପୂର୍ବରୁ ଜାନୁଆରୀ ମାସରେ ସମାଉଳ ହକ ଏକ ୱେବସାଇଟ ଖୋଲି ଥିଲେ ଓ ବହୁ ସଂଖ୍ୟାରେ ନିଜର ବ୍ୟକ୍ତିଗତ ସୂଚନା ଦେଇ ଛାତ୍ର ଛାତ୍ରୀ ମାନେ ଏ ହି ୱେବସାଇଟ ଜରିଆରେ ଆବେଦନ କରିଥିଲେ ।

ବିସ୍ତୃତ
ଅପରାଧଧର୍ମ

ସୋସିଅଲ ମେଡିଆରେ ପ୍ରସାରିତ ବିବାଦୀୟ ‘ବ୍ରହ୍ମ’ ଛବିକୁ ନେଇ ଏତଲା

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଏହି ଚିତ୍ରଗୁଡ଼ିକୁ ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଥିଲେ । ଇଣ୍ଟରନେଟରୁ ପୁରୁଣା ଫଟୋ ଡାଉନଲୋଡ କରି କିଛି ଲୋକ ଏହି ବିଭ୍ରାନ୍ତି ସୃଷ୍ଟି କରିଥିବାରୁ ଏହାର ଯାଞ୍ଚ ପାଇଁ ଦାବି ହୋଇଥିଲା ।

ବିସ୍ତୃତ
ଅପରାଧ

ସାମ୍ବାଦିକଙ୍କୁ ମାଡ ମାରି ଆରପିଏଫ ଅଧିକାରୀ ନିଲମ୍ବିତ

ଯାତ୍ରୀଙ୍କ ପ୍ରତିବାଦର ଦୃଶ୍ୟ କନକ ଟିଭିର ସାମ୍ବାଦିକ ସତ୍ୟଜିତ ସେନ ଓ କ୍ୟାମେରାମେନ ଶଙ୍କର ପାତ୍ର ଉତ୍ତୋଳନ କରୁଥିବ ବେଳେ ଆରପିଏଫ ଇନିସପେକ୍ଟର ସଞ୍ଜୟ କୁମାର ସ୍ଵାଇଁ ତାଙ୍କୁ ମାଡ ମାରି ତାଙ୍କ କ୍ୟାମେରା ଭାଙ୍ଗିବା ସହ କ୍ୟାମେରାରୁ କ୍ୟାସେଟ କାଢି ନେଇଯାଇଥିଲେ ।

ବିସ୍ତୃତ
ଅପରାଧ

ଗାଡି ଚୋରି ମାମଲାରେ ଦୁଇ ଇଂଜିନିୟରିଂ ଛାତ୍ର ଗିରଫ

ଶେଷ ବର୍ଷ ଇଂଜିନିୟରିଂର ୨୦-୨୨ ବର୍ଷ ବୟସ୍କ ଏହି ଦୁଇ ଛାତ୍ର ନିଜର ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ ପୁରୀରେ ଗୋଟିଏ ସ୍କର୍ପିଓ ଗାଡି ଗତ ସପ୍ତାହରେ ଭଡା କରି ଭୁବନେଶ୍ଵରର ଚନ୍ଦକା ଅଞ୍ଚଳକୁ ଆସିଥିଲେ।

ବିସ୍ତୃତ
ଅପରାଧ

ରାଜଧାନୀରେ ବେଆଇନ ଗୁଟଖା କାରଖାନା ଠାବ, ୨୫ ଅଟକ

ଖାରବେଳନଗର ଓ ଚନ୍ଦକା ଅଞ୍ଚଳରେ ଚାଲୁଥିବା ଏହି ନକଲି ଗୁଟୁଖା କାରଖାନାଗୁଡିକ ଉପରେ ଶୁକ୍ରବାର ସନ୍ଧ୍ୟାରେ ଚଢଉ ହୋଇଥିବା ଡେପୁଟି କମିଶନର ସତ୍ୟବ୍ରତ ଭୋଇ ଓଡିଶା ଡଟ କମ କୁ କହିଛନ୍ତି। ରାଜ୍ୟରେ ଗୁଟଖା ତିଆରି ଓ ବିକ୍ରିକୁ ସରକାର ନିଷିଦ୍ଧ କରିସାରିଛନ୍ତି ।

ବିସ୍ତୃତ
ଅପରାଧ

ଠିକାଦାର କ୍ୟାମ୍ପରେ ମାଓବାଦୀଙ୍କ ପୋଡା ଜଳା

ପ୍ରାୟ ୩୦ ଜଣ ମାଓବାଦୀ ଦଳଗତ ଭାବେ ଏହି କାଣ୍ଡ ଘଟାଇଥିବା ସେ ସୂଚନା ଦେଇଛନ୍ତି। ଜଳା ପୋଡା କରି ଫେରିବା ସମୟରେ ଠିକାଦାର କ୍ୟାମ୍ପରେ ଦୁଇଟି ଚିଠି ଛାଡିଯିବା ସହ ସେ ଜାଗା ଶୀଘ୍ର ଖାଲି କରିବା ପାଇଁ ନିର୍ମାଣ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଧମକ ଦେଇଥିବା ସେ କହିଛନ୍ତି ।

ବିସ୍ତୃତ
ଅପରାଧରାଜନୀତି

ପର୍ଶୁରାମ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଶେଷ ବ୍ୟକ୍ତିର ଆତ୍ମସମର୍ପଣ

ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବିସ୍ତୃତ
ଅପରାଧରାଜନୀତି

ପର୍ଶୁରାମ ଶତପଥୀ ହତ୍ୟା ମାମଲାରେ ଜଣକର ଆତ୍ମସମର୍ପଣ

ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ । ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ଶୁକ୍ରବାର ଗିରଫ କରାଯାଇଥିବା ବେଳେ ପ୍ରସନ୍ନ ପାଲଙ୍କୁ ପୁଲିସ ଗିରଫ କରିପାରିନାହିଁ

ବିସ୍ତୃତ
ଅପରାଧ

ପୂର୍ବତନ ଜଜଙ୍କ ଘର ଡକାୟତିରେ ଛଅ ଗିରଫ, ଟଙ୍କା, ସୁନା ଜବତ

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ରୁ ୩୦ ମଧ୍ୟରେ ଓ ସେମାନେ ମୁଖ୍ୟତଃ କଟକ ଓ କେନ୍ଦ୍ରାପଡା ଜିଲ୍ଲାର । ୪୨ ବର୍ଷ ବୟସ୍କ ରମାକାନ୍ତ ପରିଡା ହେଉଛି ଏହି ଦଳର ମୁଖ୍ୟ ଓ ସେ ୧୭ରୁ ଊର୍ଦ୍ଧ୍ଵ ଡକାୟତି ମାମଲାରେ ଜଡିତ ଥିବା ସୂଚନା ମିଳିଛି ।

ବିସ୍ତୃତ
ଅପରାଧଅର୍ଥ-ବ୍ୟବସାୟ

ଗୁଳିକାଣ୍ଡ ଘଟଣାରେ ନିର୍ମାଣ କମ୍ପାନୀ ଏଆର୍ ଏସ୍ଏସ୍ ର ଅଧ୍ୟକ୍ଷ ଗିରଫ

ରେଳବାଇ ଠିକା କାମ କୁ ନେଇ ନିର୍ମାଣ କମ୍ପାନୀ ଏଆର୍ ଏସ୍ଏସ୍ ର ଅଧ୍ୟକ୍ଷ ସୁବାସ ଅଗ୍ରୱାଲ ଅଫିସକୁ ଆସି ସମସ୍ତଙ୍କ ସାମ୍ନାରେ ତାଙ୍କୁ ଧମକ ଦେଇଥିବାରୁ ସେ ଏହି ଘଟଣାରେ ସମ୍ପୃକ୍ତ ବୋଲି ଅଜୟ କହିବା ପରେ ଏହି ଗିରଫ କରାଯାଇଥିବା ପୁଲିସ କହିଛି ।

ବିସ୍ତୃତ
1 2 3 4 6
Page 3 of 6