ଓଡିଶା ନ୍ୟୁଜ/ Odisha News

ଅପରାଧ

all crime related news

ଅପରାଧ

ଖୋର୍ଦ୍ଧା ନିକଟରେ ବେଆଇନ ବନ୍ଧୁକ କାରଖାନା ଠାବ , ଚାରି ଗିରଫ

କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସ ଦୁଇଜଣ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ଧରିଥିଲେ ଓ ତାଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ପିସ୍ତଲ ଜବତ ହୋଇଥିଲା ।ସେମାନେ ଜେରା ସମୟରେ ଖୋର୍ଦ୍ଧାର ଏକ ଗ୍ରାମର ନାମ ପ୍ରକାଶ କରିବା ସହ କିଛି ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଥିଲା ।

ବିସ୍ତୃତ
ଅପରାଧରାଜନୀତି

୪୧ ବର୍ଷତଳର ପରଶୁରାମ ହତ୍ୟାକାଣ୍ଡରେ ଜଣେ ଗିରଫ

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବିସ୍ତୃତ
ଅପରାଧ

ଚାରି ଯୁବତୀ ଉତ୍ତରପ୍ରଦେଶରୁ ଉଦ୍ଧାର, ଦୁଇ ଅଟକ

ପୁଲିସର ଏକ ଦଳ ଉତ୍ତରପ୍ରଦେଶ ଯାଇ ଯୁବତୀମାନଙ୍କୁ ଠାବ କରି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ, ସେଠାକାର ପୁଲିସ ସହାୟତାରେ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଥିବା ଡେଲାଙ୍ଗ ଥାନାର ଜଣେ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ବିସ୍ତୃତ
ଅପରାଧ

୪୧ ବର୍ଷତଳର ହତ୍ୟାକାଣ୍ଡରେ ନଅ ଜଣଙ୍କୁ ଆଜୀବନ ସଜା

ପରଶୁରାମ ଶତପଥି ନାମକ ସହରର ଭାରତୀୟ ଲୋକ ଦଳ ପାର୍ଟିର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ଉକ୍ତ ବ୍ୟକ୍ତିମାନେ ୨୯ ନଭେମ୍ବର ୧୯୭୪ ମସିହାରେ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବିସ୍ତୃତ
ଅପରାଧଶିକ୍ଷା

ଅପ୍ରାକୃତିକ ଯୌନ କ୍ରିୟା: ଓୟୁଏଟି ପ୍ରଫେସରଙ୍କ ବିରୁଦ୍ଧରେ ଚାରୋଟି ମାମଲା

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିଲା ।

ବିସ୍ତୃତ
ଅପରାଧଶିକ୍ଷା

ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଓୟୁଏଟି ପ୍ରଫେସର ନିଲମ୍ବିତ

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିବା, ବିଶ୍ଵବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ।

ବିସ୍ତୃତ
ଅପରାଧ

ଦାଦନ ଶ୍ରମିକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ଦାଦନ ଖଟିବାକୁ ଯାଇଥିବା ରାଇକିଆ ଥାନା ଅନ୍ତର୍ଗତ ଟିଆଙ୍ଗିଆ ଗାଁର ଟାଇଟସ୍ ଦିଗାଲ (୧୭)ଙ୍କ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ କେରଳରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ।

ବିସ୍ତୃତ
ଅପରାଧ

ସନ୍ଦେହ ଜନକ ଗତିବିଧି ଯୋଗୁଁ ହୁଇଲର ଦ୍ଵୀପରୁ ବ୍ୟକ୍ତି ଗିରଫ

ଗିରଫ ବ୍ୟକ୍ତି ନିଜ ନାମ ଥୋମାସ ଓ ତାମିଲନାଡୁ ରାଜ୍ୟର କନ୍ୟାକୁମାରୀର ବାସିନ୍ଦା କହୁଥିବା ବେଳେ ଉକ୍ତ ରାଜ୍ୟର ପ୍ରଶାସନ ସହ ଯୋଗାଯୋଗ କରି ତାହା ନିଶ୍ଚିତ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

ବିସ୍ତୃତ
ଅପରାଧ

ଚିଟଫଣ୍ଡ ମାମଲାରେ ତିନିଜଣଙ୍କୁ ସଶ୍ରମ କାରାଦଣ୍ଡ ଆଦେଶ

ମାନ୍ୟବର ଜଜ ବେହେରାଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ଆଦେଶ କରିଥିବା ବେଳେ, ଅନ୍ୟ ଦୁଇଜଣଙ୍କୁ ଜଣ ପିଛା କୋଡିଏ ଲକ୍ଷ ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିସ୍ତୃତ
ଅପରାଧ

ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ପରେ ଲୋକଙ୍କ ପୋଡାଜଳା

ଶୁକ୍ରବାର ମଧ୍ୟ ସ୍ଥାନୀୟ ବାସିନ୍ଦା ନିଜର ପ୍ରତିବାଦ ଜାରି ରଖି ରାସ୍ତା ରୋକୋ କରିଥିଲେ ଫଳରେ ଯାନ ବାହନ ଚଳାଚଳ ବ୍ୟାହତ ହୋଇଥିଲ।

ବିସ୍ତୃତ
1 4 5 6
Page 5 of 6