ମୁଖ୍ୟ ଖବର

ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା

ନିକଟରେ ଗୁରଗାଓଁର ଏକ ବେସରକାରୀ ବିଦ୍ୟାଳୟରେ ଘଟିଯାଇଥିବା ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମର ସକ୍ରିୟତା ପ୍ରଶାସନକୁ କ୍ରିୟାଶିଳ ହେବାକୁ ବାଧ୍ୟ କରିଛି । ଫଳସ୍ୱରୂପ ସିବିଏସଇ, ଦିଲ୍ଲୀ ପୋଲିସ ଓ ଆମ ଗଣ ଶିକ୍ଷା ବିଭାଗ ସମସ୍ତେ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତାକୁ ନେଇ ସାନି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏପରି…

ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା…

ଶିକ୍ଷାର ଘରୋଇକରଣ ଓ ସରକାରୀ ଆଭିମୂଖ୍ୟ

ସରକାରୀ ବିଦ୍ୟାଳୟ ପ୍ରତି ଅବହେଳା ଓ ଘରୋଇଙ୍କୁ ଅନୁଗ୍ରହ ପ୍ରାଥମିକ ଶିକ୍ଷାରେ ଘରୋଇକରଣର ପଥ ପ୍ରସ୍ତୁତ କରୁଛି । ଲଗାତାର ଭାବେ ଗତ ଦୁଇ ବର୍ଷ ହେଲା ଉପସ୍ଥାନ ଅଭାବ ଆଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଉଛି । ଅପର ପକ୍ଷରେ ବିନା ସ୍ୱୀକୃତି ପ୍ରମାଣ ପତ୍ରରେ ରାଜ୍ୟରେ ହଜାର ହଜାର ଘରୋଇ ବିଦ୍ୟାଳୟ…

ସ୍ୱାସ୍ଥ୍ୟ ସେବା ନା ଶୋଷଣ

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ…

ବିଦ୍ୟାଳୟ ବାହାରେ କେତେ ପିଲା ?

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ଶିକ୍ଷାକୁ ମାଗଣା ଓ ବାଧ୍ୟତା ମୂଳକ କରାଯାଇଛି । ଏଥି ସହିତ ସମସ୍ତଙ୍କ ପାଇଁ ପ୍ରାକ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଏହି ଆଇନରେ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି । ସମସ୍ତେ ବିଦ୍ୟାଳୟକୁ ଯାଇପାରିବେ, ଏଣୁ ଏକ କିଲୋମିଟର…

ଭେଦଭାବ ମୁକ୍ତ ବିଦ୍ୟାଳୟ

ସାମାଜିକ ଅସମାନତାର ପରିବେଶରେ ଆମେ ବହୁତ ସମୟରେ ଜାତି, ଲିଙ୍ଗ, ଧର୍ମ, ଶାରୀରିକ ଗଠନ ଇତ୍ୟାଦି ଆଧାରରେ ଘଟୁଥିବା ଭେଦଭାବର ସମ୍ମୁଖିନ ହେଉ । ଭେଦଭାବ ଦ୍ୱାରା ଜଣେ ଆଉ ଜଣକୁ ନୀଚ ବୋଲି ଦେଖାଏ । ଧର୍ମ ଓ ସାମାଜିକ ପ୍ରଥା, ପାରମ୍ପରା, ଚଳଣିରେ ଥିବା ରିତି ନୀତି ଯୋଗୁଁ ନୀଚ ବୋଲି ଗଣାଯାଉଥିବା…

ବାଲ୍ୟ ବିବାହକୁ ନାଁ

କୋରାପୁଟ ଜିଲ୍ଲା ଗମକାପଦର ଗ୍ରାମର ଦଶମ ଶ୍ରେଣୀରେ ପଢୁଥିବା ଦୈମତି ସାନ୍ତା ନିଜ ପାଇଁ ଆସିଥିବା ବାହାଘର ପ୍ରସ୍ତାବକୁ ନାଁ କହିବା ସମସ୍ତଙ୍କୁ ଆଶ୍ଚର୍ଯ କରିଥିଲା । ତାଙ୍କ ଭଳି ଅନେକ ଝିଅ ଏଇ ବୟସରେ ବାହା ହୋଇଯିବା ବା ଉଧୁଲିଆ ପଳେଇବା ସେହି ଗାଁ ଓ ଆଖ ପାଖ ଅଞ୍ଚଳରେ ଏକ ସାଧାରଣ କଥା…

ବାଲ୍ୟ ବିବାହ ଅସିଦ୍ଧ ହେଉ

ଝିଅ ହେଉ ବା ପୁଅ, କମ ବୟସରେ ବାହା ହେଲେ ସେମାନଙ୍କର ପାଠ ପଢା ବ୍ୟାହତ ହୁଏ, ନିର୍ଯ୍ୟାତନା ଓ ମାନସିକ ଦୁଶ୍ଚିନ୍ତା ବଢେ, ସ୍ୱାସ୍ଥ୍ୟହାନୀ ହୁଏ । କହିବାକୁ ଗଲେ ଏହାଦ୍ୱାରା ବଂଚିବା, ସୁରକ୍ଷା, ବିକାଶ ଓ ସହଭାଗିତା ପ୍ରଭୃତି ସବୁ ପ୍ରକାରର ଶିଶୁ ଅଧିକାରର ଉଲଂଘନ ହୁଏ । କିଛି ବର୍ଷ ତଳେ…

ବନ୍ଦ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ

  ଭାରତୀୟ ସମ୍ବୀଧାନର ୮୬ ତମ ସଂଶୋଧନରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇଛି । ଏଥି ନିମିତ୍ତ ଦେଶରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାଙ୍କ ଅଧିକାର ଆଇନ, ୨୦୦୯ ମଧ୍ୟ ପ୍ରଣୟନ କରାଯାଇଛି । ଉଦ୍ଦେଶ୍ୟ, ଦେଶର ପ୍ରତିଟି ପିଲା ନିରବଚ୍ଛିନ୍ନ ଭାବରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁ…

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ । ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ…

This website uses cookies.

Read More