ଶିକ୍ଷା

ଶିକ୍ଷା

ଏବିଭିପିର ବଲାଙ୍ଗୀର ବନ୍ଦ, ଜୀବନଯାତ୍ରା ପ୍ରଭାବିତ

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଦାବିରେ ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷର ପକ୍ଷରୁ ଦିଆଯାଇଥିବା ୧୨ ଘଂଟିଆ ବନ୍ଦ ଡ଼ାକରା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ବିସ୍ତୃତ
ଶିକ୍ଷା

ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା

ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ସମୁଦାୟ ୨୨,୦୪୮ ଜଣ ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି ।

ବିସ୍ତୃତ
ଶିକ୍ଷା

ବିଜ୍ଞାନ କଂଗ୍ରେସକୁ ଲୋକପ୍ରିୟ କରାଇବା ପାଇଁ “ବିଜ୍ଞାନ ରଥ”

ଆସନ୍ତା ୧୪ ତାରିଖରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଠାରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ବିସ୍ତୃତ
ଶିକ୍ଷା

ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶିତ

ପରିକ୍ଷା ଫଳ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟରେ ଏକ ସମୟରେ ପ୍ରକାଶିତ ହୋଇଛି । ମୋଟ୍ ୩୨.୪୨ ପ୍ରତିଶତ ଛାତ୍ରଛାତ୍ରୀ ଏଥିରେ ଉତୀର୍ଣ୍ଣ ହୋଇଛନ୍ତି ।

ବିସ୍ତୃତ
ଶିକ୍ଷା

ପଞ୍ଚାୟତ ନିର୍ବାଚନ ପାଇଁ ମ୍ୟାଟ୍ରିକ ପରୀକ୍ଷାରେ ପରିବର୍ତନ

ଫେବୃଆରୀ ତୃତୀୟ ସପ୍ତାହରେ ଏହି ପରୀକ୍ଷା ହେବାକୁ ଥିଲା କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାହାକୁ ପରିବର୍ତନ କରାଯାଇଥିବା ମଙ୍ଗଳବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ବିସ୍ତୃତ
ଶିକ୍ଷା

ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ବନ୍ଦ ଡ଼ାକରା

ବନ୍ଦକୁ କୋରାପୁଟ ନାଗରିକ କମିଟି, ବ୍ୟବସାୟ ସଂଘ ଆଦି ସମର୍ଥନ ଜଣାଇଥିବା ବେଳେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହାକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ କରାଯାଇଛି ।

ବିସ୍ତୃତ
ଶିକ୍ଷା

ବନ୍ୟଜନ୍ତୁଙ୍କ ଗୁରୁତ୍ୱ ଉପରେ “ଜୁ ଶିକ୍ଷା କାର୍ଯ୍ୟକ୍ରମ”

ଜୈବମଣ୍ଡଳରେ ସନ୍ତୁଳନ ରକ୍ଷା ସହ ପୃଥିବୀକୁ ଜୀବଜଗତ ପାଇଁ ଏକ ଆଦର୍ଶ ବାସସ୍ଥଳୀରେ ପରିଣତ କରିବା ନିମନ୍ତେ ପ୍ରାଣୀ ଓ ଉଦ୍ଭିଦର ଭୂମିକା ଉପରେ ଏଥିରେ ଆଲୋକପାତ କରାଯାଇଛି ।

ବିସ୍ତୃତ
ଶିକ୍ଷା

ନଭେମ୍ବର ୨ରେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ ସମେତ ୪ଟି ଆଞ୍ଚଳିକ କେନ୍ଦ୍ରରେ ପରୀକ୍ଷା ଫଳ ଏକାସାଙ୍ଗେ ପ୍ରକାଶ ପାଇବ । ପୂର୍ବାହ୍ନ ୧୦ଟା ସମୟରେ ପରୀକ୍ଷା ଫଳ ପୁସ୍ତିକା ମିଳିବା ସହ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ ।

ବିସ୍ତୃତ
1 5 6 7
Page 6 of 7