Category: ସ୍ୱାସ୍ଥ୍ୟ

health

ସ୍ୱାସ୍ଥ୍ୟ ସେବା ନା ଶୋଷଣ

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର…

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ…

ମହାପ୍ରୟାଣ ଯୋଜନା; ଦଶଟି ପ୍ରମୁଖ ତଥ୍ୟ

ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାରଂକ ଚେତା ପଶିଛି ଓ ସରକାର ରାଜ୍ୟର ସବୁ ଡାକ୍ତରଖାନା ଗୁଡିକୁ ଏକ…

ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାରଂକ ଚେତା ପଶିଛି ଓ ସରକାର ରାଜ୍ୟର ସବୁ ଡାକ୍ତରଖାନା ଗୁଡିକୁ ଏକ ନିର୍ଦ୍ଦେଶାବଳୀ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ମୃତଦେହ ପ୍ରତି ଅବହେଳା କରାଯିବନି । ସମ୍ପୂଣ୍ଣ ବିଧି ମୁତାବକ ମୃତଦେହର ଅନ୍ତିମ ସଂସ୍କାର ହେବ ।

ରକ୍ତ ଟାଣିବା

ଦୁଃସ୍ଥ ଜନସ୍ୱାସ୍ଥ୍ୟ ସେବା ଡାକ୍ତର-ରୋଗୀମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରାଇଦେଉଛି ।

ଦୁଃସ୍ଥ ଜନସ୍ୱାସ୍ଥ୍ୟ ସେବା ଡାକ୍ତର-ରୋଗୀମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରାଇଦେଉଛି ।

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ…

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ଭିଆଇପି ଗସ୍ତ ଯୋଗୁଁ ଆମ୍ବୁଲାନ୍ସ ଗାଡି ନ ଅଟକାଇବାପାଇଁ ନିର୍ଦ୍ଦେଶ

ସହରର ପ୍ରମୁଖ ଟ୍ରାଫିକ୍ ଛକ ନିକଟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏହି ଗାଡି ଯେପରି ନ ଅଟକିବା ସେଥି ପାଇଁ…

ସହରର ପ୍ରମୁଖ ଟ୍ରାଫିକ୍ ଛକ ନିକଟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏହି ଗାଡି ଯେପରି ନ ଅଟକିବା ସେଥି ପାଇଁ ସ୍ଵତନ୍ତ୍ର କରିଡର ନିର୍ମାଣ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବଦଳିଲେ କଟକ ଶିଶୁଭବନ ଅଧିକ୍ଷକ

ତାଙ୍କ ସ୍ଥାନରେ ସରୋଜ ଶତପଥିଙ୍କୁ ଦାୟିତ୍ବ ଦିଆଯାଇଛି । ଶିଶୁ ମୃତ୍ୟୁ ଘଟଣାରେ ଡିଏମଇଟିଙ୍କ ତଦନ୍ତ ରିପୋର୍ଟ ରେ ପରିଚାଳନାଗତ…

ତାଙ୍କ ସ୍ଥାନରେ ସରୋଜ ଶତପଥିଙ୍କୁ ଦାୟିତ୍ବ ଦିଆଯାଇଛି । ଶିଶୁ ମୃତ୍ୟୁ ଘଟଣାରେ ଡିଏମଇଟିଙ୍କ ତଦନ୍ତ ରିପୋର୍ଟ ରେ ପରିଚାଳନାଗତ ଅବ୍ୟବସ୍ଥାକୁ ଦାୟୀ କରାଯାଇଥିବାରୁ ସେହି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହା ଯାଇଛି ।

କଂଗ୍ରେସ ଦ୍ଵାରା ଶିଶୁଭବନ ମୃତ୍ୟୁ ଘଟଣାର ଯାଞ୍ଚ

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଯାଇଥିବା ଏହି ଦଳ ମୃତ ଶିଶୁ ମାନଙ୍କର ପରିବାରର ସଦସ୍ୟ ଓ ହାସପାତାଲର…

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଯାଇଥିବା ଏହି ଦଳ ମୃତ ଶିଶୁ ମାନଙ୍କର ପରିବାରର ସଦସ୍ୟ ଓ ହାସପାତାଲର ଡାକ୍ତର ଓ କର୍ମଚାରୀଙ୍କୁ ପଚରା ଉଚୁରା କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ପରିସ୍ଥିତି (ତୃତୀୟ ନୟନ)

ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଛେଦ ହୋଇଥିବା ପଦବୀକୁ ମିଶାଇ ପ୍ରାୟ ୧୭ ହଜାର ପଦବୀ ଖାଲିଥିବା କଥା ପୂର୍ବରୁ ଅର୍ଥମନ୍ତ୍ରୀ ସ୍ୱୀକାର…

ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଛେଦ ହୋଇଥିବା ପଦବୀକୁ ମିଶାଇ ପ୍ରାୟ ୧୭ ହଜାର ପଦବୀ ଖାଲିଥିବା କଥା ପୂର୍ବରୁ ଅର୍ଥମନ୍ତ୍ରୀ ସ୍ୱୀକାର କରିଛନ୍ତି । କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ଗୋଟିଏ ନୋଡାଲ କଲେଜରେ ୩୭୫ ଶିକ୍ଷକ ପଦବୀ ଖାଲିପଡ଼ିଛି ।

ଜନଜାତି ଛାତ୍ରୀନିବାସରେ ୧୧୫ ଏଏନ୍ଏମ ନିଯୁକ୍ତି ପାଇଁ ନିର୍ଦ୍ଦେଶ

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ…

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ଓ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପିଇବା ପାଣି ଓ ପରିମଳ ଆଦି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା ।

‘ଡେଙ୍ଗୁ’ରୋକିବା ପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲର ଅଭିଯାନ

କାରଖାନା ପରିସର ମଧ୍ୟରେ ୩୪ଟି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏହାବ୍ୟତୀତ କାରଖାନା ପରିସରରେ ସମ୍ଭାବିତ ଡେଙ୍ଗୁ ପ୍ରଜନନ…

କାରଖାନା ପରିସର ମଧ୍ୟରେ ୩୪ଟି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏହାବ୍ୟତୀତ କାରଖାନା ପରିସରରେ ସମ୍ଭାବିତ ଡେଙ୍ଗୁ ପ୍ରଜନନ ସ୍ଥଳୀ ଚିହ୍ନଟ କରିବା ପରେ ଲାର୍ଭିସାଇଡାଲ ସ୍ପ୍ରେ ମାଧ୍ୟମରେ ମଶାଙ୍କ ଲାର୍ଭାକୁ ନଷ୍ଟ କରାଯାଉଛି ।

This website uses cookies.