ସାହିତ୍ୟ

literature

ମୁଖ୍ୟ ଖବରସାହିତ୍ୟ

ତୈ୍ରମାସିକ ସାହିତ୍ୟ ସଂସ୍କୃତି ପତ୍ରିକା ମଧୁର ଭାରତୀ ଉନ୍ମୋଚିତ

ମଧୁର ଝଙ୍କାର କଳାକାରବୃନ୍ଦଙ୍କ ଦ୍ୱାରା ପରିବେଶିତ ଭଂଜ ସଂଗୀତ ଓ ଓଡିଆ ସଂଗୀତ ବିଚିତ୍ରା ଦର୍ଶକମାନଙ୍କୁ ବିମୁଗ୍ଧ କରିେଇଥିଲା ।

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବରସାହିତ୍ୟ

‘ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା’ ଶୀର୍ଷକ ଆଲୋଚନା

ସେମାନେ ନିରପେକ୍ଷ ଭାବେ ସମ୍ବାଦପରିବେଷଣ କଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଆହ୍ୱାନ ଦେଇଥିଲେ ।

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବରସାହିତ୍ୟ

ବହୁଭାଷୀ ନାଟ୍ୟ ଲୋକପ୍ରିୟତା ହରାଇ ନାହିଁ: ଆଲୋଚନାରେ ମତ

ଇନ୍ଟାକ ଶାଖାର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସମେତ ନାଟ୍ୟପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଭରପୂର ପ୍ରଦର୍ଶନୀ କକ୍ଷରେ ନାଟ୍ୟ ପ୍ରଦର୍ଶନକୁ ମନଭରି ଉପଭୋଗ କରିଥିଲେ ।

ବିସ୍ତୃତ
ସାହିତ୍ୟ

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍(ମୋ ଶବ୍ଦର ଦୁନିଆ)ର କବିତା ସଂକଳନରେ ଥିବା କବିତା ମାନଙ୍କ ଭିତରକୁ ପ୍ରବେଶ କଲେ ପାଠକକୁ ହିଁ ହଜି ଯିବାକୁ ପଡ଼ିଥାଏ । ବିଷ୍ଣୁପଦଙ୍କ କବିତା ଭିତରେ ଜଣେ ପାଠକ ଏଇଥି ପାଇଁ ସହଜରେ ନିଜକୁ ହଜେଇ ଦେଇ ପାରିବ ବୋଧହୁଏ ଯେ ତାଙ୍କ କବିତା ଖୁବ୍ ସରଳ ଭାବାର୍ଥରେ ଓ ବୋଧଗମ୍ୟ ଭାଷାରେ ଲିପିବଦ୍ଧ ହୋଇଥାଏ ।

ବିସ୍ତୃତ
1 3 4
Page 4 of 4