Category: ରାଜନୀତି

politics

‘ବଞ୍ଚିବା ପାଇଁ ଦୁର୍ନୀତିଗ୍ରସ୍ତ ବିରୋଧୀ ଏକାଠି’

କଟକ: କଟକ ଜନକଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଏନଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ମୋଦି । ଫୋକସ୍‌ରେ ମହାନଦୀ : କିଲ୍ଲା ପଡିଆରୁ ନବୀନ ପଟ୍ଟନାୟକଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ମହନଦୀ ନେଇ ଓଡ଼ିଶାର ନବୀନ ପଟ୍ଟନାୟକ…

‘ମନ୍ କି ବାତ୍’ରେ କଟକର ଚା’ ବିକାଳିଙ୍କୁ ପ୍ରଶଂସା

ସିଲଭର ସିଟି କଟକର ଚା ଦେକାନୀ ଡି. ପ୍ରକାଶ ରାଓଙ୍କୁ ‘ମନ କି ବାତ୍’ରେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ପଚାଶ ବର୍ଷ ହେଲାଣି ଡି. ପ୍ରକାଶ ରାଓ ଚା ବିକି ଚଳୁଛନ୍ତି । କିନ୍ତୁ, ନିଜ ଆୟର ପଚାଶ ପ୍ରତିଶତ ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ…

ଲୋକପ୍ରିୟତା ବ୍ୟାକୁଳ ରାଜନୀତି ଓ ମାଗଣା ମାନସିକତା

ରାଜନୀତିରେ ଲୋକପ୍ରିୟ ହେବା ପାଇଁ ପ୍ରୟାସ କରିବାରେ କିଛି ଅସ୍ୱଭାବିକତା ନାହିଁ । ଗଣତନ୍ତ୍ରରେ ଲୋକପ୍ରିୟତାର ଆଧାର ଶାସନ କ୍ଷମତାରେ ରହିବା ନରହିବା କୁ ଧାର୍ଯ୍ୟ କରେ । ଫଳସ୍ୱରୂପ ରାଜନୈତିକ ଦଳ ମାନେ ଲୋକପ୍ରିୟ ହେବା ପାଇଁ କୌଣସି ବି ପଦକ୍ଷେପ ନେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଶାସନରେ ଥିବା ଦଳ ପାଖରେ…

ବିଜେପୁର ଉପନିର୍ବାଚନ: ସବୁଦଳରେ ଅନ୍ତର୍ଦ୍ଵନ୍ଦ

ଦେବଦତ୍ତ ରଥ ଚଳିତ ମାସ ୨୪ରେ ହେବାକୁ ଥିବା  ବିଜେପୁର ଉପ ନିର୍ବାଚନରେ ଜିତିବା ପାଇଁ  ତିନୋଟି ଯାକ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପୂରା ମନ ପ୍ରାଣରେ ଲାଗି ପଡ଼ିଛନ୍ତି। ଏହି ନିର୍ବାଚନ ଫଳାଫଳ ତିନୋଟି ଯାକ ଦଳ ପାଇଁ ଗୁରୁତ୍ୱ ବହନ କରୁଛି।ଏମିତିରେ ଅନ୍ୟ ସ୍ଥାନରେ ଉପ ନିର୍ବାଚନ ହେବା…

ବିଜେପିକୁ ପ୍ରତିହତ କରିବାପାଇଁ ରଣନୀତି ବଦଳାଉଛନ୍ତି ନବୀନ !

ରଘୁନାଥ ମହାନଦୀ ପ୍ରସଙ୍ଗ ହେଉ କିମ୍ବା ପୋଲାବରମ ହେଉ, ରାଜ୍ୟକୁ ଅନୁଦାନ ଦେବା ପ୍ରସଙ୍ଗ ହେଉ କି ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ନ ମିଳିବା ବିଷୟକୁ ନେଇ ହେଉ ବାରମ୍ବାର କେନ୍ଦ୍ରକୁ ସମାଲୋଚନା କରିଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜ୍ୟର ଶାସକ ବିଜୁ ଜନତା ଦଳର ୨୦ ତମ ଜନ୍ମ…

ଲୁଲୁ ମହାପାତ୍ର ; ଜୀବନ ଓ ରାଜନୀତିକୁ ନେଇ କିଛି କଥା

ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।

ମହାନଦୀ ପାଣିକୁ ନେଇ ଓଡ଼ିଶା ରାଜନୀତିର ନୂଅ। ସମୀକରଣ

ତେବେ ମହାନଦୀ ରକ୍ତରେ ନୁହେଁ ବରଂ ପାଣିରେ ପରିପୁଷ୍ଟ ହେବା ଦରକାର । ମହାନଦୀ କାହାର ରକ୍ତରେ ହେଇ ନାହିଁ କିମ୍ବା କାହାର ଶେଷ ନିଃଶ୍ୱାସରେ ମହୀୟାନ୍ ହେବାକୁ ଅପେକ୍ଷା କରେନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା ।

ମହାନଦୀର ମହାଯୁଦ୍ଧ : ସତ୍ୟ ଓ ତଥ୍ୟ

ଗତ ପନ୍ଦର ବର୍ଷ ଧରି ଉଭୟ ରାଜ୍ୟରେ ଦୁଇଜଣ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେମାନେ ଏ ପ୍ରସଙ୍ଗରେ ଥରେ ମଧ୍ୟ ଦ୍ୱିପାକ୍ଷିକ ଅ।ଲୋଚନା କରିନାହାନ୍ତି ।

ସେ ବି ଦିନେ ମୁଖ୍ୟମନ୍ତ୍ରୀ ଥିଲେ; ନବକୃଷ୍ଣ ଚୌଧୁରିଂକ ବିଷୟରେ କିଛି କଥା

ଏପରିକି ସ୍ବାଧିନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି । ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା ।

ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ମାଇଲଖୁଣ୍ଟଟିଏ

ଭାରତବର୍ଷର ଯେକୌଣସି ଅନ୍ୟାନ୍ୟ ଉନ୍ନତ ଜାତି ଭଳି ଓନିଆମାନେ ମଧ୍ୟ ଏକ ସ୍ୱଚ୍ଛ, ଐତିହ୍ୟପୂର୍ଣ୍ଣ, ଜାଜ୍ୱଲ୍ୟମାନ ଅତୀତର ଅଧିକାରୀ ହୋଇଥିଲେ ମଧ୍ୟ ଉନ୍ନତ, ସଂସ୍କୃତିସମ୍ପନ୍ନ, ବହୁ ସଂଖ୍ୟକ ଅଧିବାସୀଙ୍କୁ ବର୍ତ୍ତମାନ ଅତ୍ୟନ୍ତ ମର୍ମାନ୍ତିକ ଦୁଃଖଦାୟକ ପରିବେଶ ମଧ୍ୟରେ ରଖାଯାଇଛି ।

This website uses cookies.