Category: ରାଜନୀତି

ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇପାରୁନାହିଁ କାହିଁକି ?

ଚିଲିକାକୁ କେତେ ପକ୍ଷୀ ଆସୁଛନ୍ତି ତାହା ଗଣାଯାଇ ପାରୁଛି। ସାରା ରାଜ୍ୟରେ କେତେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି ତାର ବି…

ଚିଲିକାକୁ କେତେ ପକ୍ଷୀ ଆସୁଛନ୍ତି ତାହା ଗଣାଯାଇ ପାରୁଛି। ସାରା ରାଜ୍ୟରେ କେତେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି ତାର ବି ଗଣନା କରି ରିପୋର୍ଟ ଦେଇ ପାରୁଛନ୍ତି, ଅଥଚ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମରେ କେତେ ସାମ୍ବାଦିକ କାର୍ଯ୍ୟରତ ଅଛନ୍ତି ତାହା ସରକାର ଗଣନା କରିପାରୁ ନାହାନ୍ତି।

ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଗୋକୁଳ ଚନ୍ଦ୍ର ପତି ସୋମବାର ଅବସର ଗ୍ରହଣ କରୁଛନ୍ତି। ପାଢୀ ତାଙ୍କଠାରୁ ଦାୟିତ୍ଵ…

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଗୋକୁଳ ଚନ୍ଦ୍ର ପତି ସୋମବାର ଅବସର ଗ୍ରହଣ କରୁଛନ୍ତି। ପାଢୀ ତାଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ । ଏହା ବ୍ୟତୀତ ସରକାର ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିବା ଉପେନ୍ଦ୍ର ନାଥ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ।

ବିହାର ନିର୍ବାଚନ ଓ ଓଡିଶାରେ ତାହାର ପ୍ରଭାବ

ଯଦିଓ ବିହାର ତୁଳନାରେ ଆମ ରାଜ୍ୟର ଜନ ସଂଖ୍ୟା କମ ଓ ସେଠାରେ ନିର୍ବାଚନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା…

ଯଦିଓ ବିହାର ତୁଳନାରେ ଆମ ରାଜ୍ୟର ଜନ ସଂଖ୍ୟା କମ ଓ ସେଠାରେ ନିର୍ବାଚନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ଜାତିଆଣ ରାଜନୀତି ଓଡିଶାର ଦେଖିବାକୁ ମିଳେ ନାହିଁ ତଥାପି ରାଜନୈତିକ ଦୃଶ୍ୟପଟ୍ଟକୁ ବିଚାର କଲେ ଓଡିଶାର ଚିତ୍ର ଭିନ୍ନ ନୁହେଁ ।

ଜୁଏଲଙ୍କ ବିସ୍ଫୋରକ ବୟାନ ପରେ ପୁଣି ଚର୍ଚାରେ ଖଣି ଦୁର୍ନୀତି

୨୦୧୦-୨୦୧୧ ରେ ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ସମୟରେ କାଳେ ଉକ୍ତ…

୨୦୧୦-୨୦୧୧ ରେ ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ସମୟରେ କାଳେ ଉକ୍ତ ଅଞ୍ଚଳକୁ ଆସିଯିବେ ସେ ଭୟରେ ସମ୍ପୃକ୍ତ ଠିକାଦାର ଟିକସ ଫାଙ୍କି ଏକାଠି କରିଥିବା ବହୁ ପରିମାଣର ଲୁହା ପଥରକୁ ମାଟିତଳେ ପୋତିରଖିଥିବା ସଂଘ ଅଭିଯୋଗ କରିଛି ।

ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପ କାମ ଠପ୍

ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାସଲ କରିଥିବା ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପ୍ରକଳ୍ପ ନିର୍ମାଣ…

ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାସଲ କରିଥିବା ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବାସହ ଯେତିକି କାମ ହୋଇଛି ତାହା ନିମ୍ନମାନର କରିଥିବା ଦର୍ଶାଇ ଉକ୍ତ ସଂସ୍ଥା ସହ ହୋଇଥିବା ଚୁକ୍ତିନାମାକୁ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ କର୍ତ୍ତୃପକ୍ଷ ରଦ୍ଦ କରି ଦେଇଥିବାରୁ ଏହି ପ୍ରକଳ୍ପ…

ଅନୁପ ପୂଜାରୀଙ୍କୁ ଇସ୍ପାତ ମନ୍ତ୍ରାଳୟ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ

କର୍ଣାଟକ କ୍ୟାଡରର ୧୯୮୦ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ଇସ୍ପାତ ମନ୍ତ୍ରାଳୟ ର ସଚିବ ଭାବେ…

କର୍ଣାଟକ କ୍ୟାଡରର ୧୯୮୦ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ଇସ୍ପାତ ମନ୍ତ୍ରାଳୟ ର ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ । ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପୂଜାରୀ ବୋଷ୍ଟନ ବିଶ୍ଵ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି ।

ସ୍ୟାଟ୍‌ ଉଚ୍ଛେଦ ଉଦ୍ୟମର ବିରୋଧ ଜାରି

ରବିବାର ଭୁବନେଶ୍ଵର ବାର୍‌ ଆସୋସିଏସନ୍‌ କାର୍ଯ୍ୟ।ଳୟ ପରିସରରେ ପ୍ରାୟ କୋଡିଏ ରୁ ଅଧିକ ଓକିଲ ସଂଘର ପ୍ରତିନିଧି ଏକାଠି ହୋଇ…

ରବିବାର ଭୁବନେଶ୍ଵର ବାର୍‌ ଆସୋସିଏସନ୍‌ କାର୍ଯ୍ୟ।ଳୟ ପରିସରରେ ପ୍ରାୟ କୋଡିଏ ରୁ ଅଧିକ ଓକିଲ ସଂଘର ପ୍ରତିନିଧି ଏକାଠି ହୋଇ ସରକାରଙ୍କ ପଦକ୍ଷେପକୁ ବିରୋଧକରିବା ସହ ଆଗାମୀ ରଣନୀତି ନେଇ ଆଲୋଚନା କରିଥିଲେ ।

ବିଜେପି, ବିଜେଡି ଚାଷୀ ବିରୋଧୀ: ରାହୁଳ

ଦୁଇ ଦିନିଆ ରାଜ୍ୟ ଗସ୍ତର ପ୍ରଥମ ଦିନ ଗାନ୍ଧୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ।ସଡ଼କ ପଥରେ ବରଗଡ…

ଦୁଇ ଦିନିଆ ରାଜ୍ୟ ଗସ୍ତର ପ୍ରଥମ ଦିନ ଗାନ୍ଧୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ।ସଡ଼କ ପଥରେ ବରଗଡ ଜିଲ୍ଲାର ଦେବାହାଲ ଗ୍ରାମରେ ପହଞ୍ଚି ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହା ପରେ ଉକ୍ତ ଗ୍ରାମରୁ କଂଗ୍ରେସ ଦ୍ଵାରା ଆୟୋଜିତ ଚାଷୀ ବଞ୍ଚାଅ ପଦଯାତ୍ରାର ଆରମ୍ଭ କରିଥିଲେ।

ଗୁରୁବାର ରାହୁଲଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ରାହୁଲଙ୍କ ଗସ୍ତ କୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ବ୍ୟାପକ ପ୍ରସ୍ତୁତି ଚଳାଇଛି । ସ୍ଥାନୀୟ କଂଗ୍ରେସ ଭବନରେ…

ରାହୁଲଙ୍କ ଗସ୍ତ କୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ବ୍ୟାପକ ପ୍ରସ୍ତୁତି ଚଳାଇଛି । ସ୍ଥାନୀୟ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସୋମବାର ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଶିଶୁମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ଦୁଇ ତାରିଖ ମଧ୍ୟରେ ପ୍ରାୟ ୬୧ ଜଣ ଶିଶୁମୃତ୍ୟୁକୁ ନେଇ ଗତ କିଛିଦିନ ଧରି ବିଭିନ୍ନ…

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ଦୁଇ ତାରିଖ ମଧ୍ୟରେ ପ୍ରାୟ ୬୧ ଜଣ ଶିଶୁମୃତ୍ୟୁକୁ ନେଇ ଗତ କିଛିଦିନ ଧରି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ, ମୃତ୍ୟୁର କାରଣ ଅନୁଧ୍ୟାନ ପାଇଁ ଡିଏମ୍‌ଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା ।

This website uses cookies.