Category: ରାଜନୀତି

ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଶିକ୍ଷକ ନିଲମ୍ବିତ

ଦୀପକ ଏକ ନିର୍ବାଚନୀ ସଭାରେ ପତ୍ନୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଫଟୋ କେତେକ ଗ୍ରାମବାସୀ ଦେଖାଇଥିଲେ ।

This website uses cookies.